Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୟାଗଡ ମହାବିଦ୍ୟାଳୟରେ କରୋନା, ଜଣେ ପଜିଟିଭ୍ ଚିହ୍ନଟ

ନୟାଗଡ : ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ପସିଲା କରୋନା । ମହାବିଦ୍ୟାଳୟ  ଫିଜିକ୍ସ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧ୍ୟାପକ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ବିଭାଗକୁ…

ଓମିକ୍ରନରୁ ସୁରକ୍ଷା ଦେବ ଟିକା, ଶୀଘ୍ର ଟିକା ନେବାକୁ ଅନୁରୋଧ

ଭୁବନେଶ୍ୱର: ଓମିକ୍ରନରୁ ସୁରକ୍ଷା ଦେବ ଟିକା । ଯଥାଶୀଘ୍ର ଟିକା ନିଅନ୍ତୁ । ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟିକା । ଟିକା ନେବାକୁ ପ୍ରତି ଗାଁରେ ସାମାଜିକ କର୍ମୀ ପ୍ରୋତ୍ସାହିତ କରନ୍ତୁ । କେଉଁ ବ୍ଲକରେ ଟିକା ଲୋକେ…

ବାଇକ ଚାଳକଙ୍କ ଛୁରା ମାଡ଼ରେ ମହିଳା ହୋମଗାର୍ଡ଼ ଗୁରୁତର

ରାୟଗଡ଼ା: ମହିଳା ହୋମଗାର୍ଡ଼ଙ୍କୁ ଛୁରା ମାଡ଼ । ରାୟଗଡ଼ା ଜିଲ୍ଲା ଜେକେପୁରରେ ଘଟିଛି ଏହିଭଳି ଘଟଣା । ଜଣେ ଯୁବକ ହୋମଗାର୍ଡ଼ ରୀନା ବିଡ଼ିକାଙ୍କୁ ଛୁରା ମାରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ କନେଷ୍ଟବଳ ରୀନାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି…

ଶୀତରେ ଥରୁଛି ସାରା ରାଜ୍ୟ; ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ରାଜ୍ୟ। କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ତଥା ଓଡିଶାର କଶ୍ମୀର ଦାରିଙ୍ଗିବାଡିରେ ମଙ୍ଗଳବାର ସକାଳେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଦାରିଙ୍ଗିବାଡିରେ ପାରଦ ୭.୫ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ସୋମବାର ଦିନ ଦାରିଙ୍ଗିବାଡିରେ ସର୍ବନିମ୍ନ…

ବସ ଦୁର୍ଘଟଣାରେ ୩୦ଜଣ ଆହତ, ୫ଜଣ ଗୁରୁତର

ଗଜପତି: ବିବାହ ଉତ୍ସବରୁ ଫେରୁଥିବାବେଳେ ବସଟି ଦୁର୍ଘଟଣା ହୋଇଛି । ଗଜପତି ରାୟଗଡ଼ ବ୍ଲକ ସେବକପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ବୋଲି…

ମୁଣ୍ଡ ନେଲା ଲାଲବାହିନୀ, ଜଣଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି: ମାଓବଦୀଙ୍କ ବର୍ବରତା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କଲା ଲାଲବାହିନୀ । ମାଲକାନିଗିରି ସୀମାନ୍ତ ଛିତଶଗଡ଼ ସୁକୁମା ଜିଲ୍ଲା ଏରାବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ । ମୃତକଙ୍କ ନାଁ ଦାରେ ନବୀନ । ଗତକାଲି…

ବାଲିଗୁଡ଼ା ସବଜେଲରୁ କଏଦୀ ଚମ୍ପଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବଜେଲରୁ କଏଦୀ ଫେରାର୍ । ଫେରାର କଏଦୀର ନାଁ ଟୁକୁନା ମାଳି । ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ । ଜେଲ ପରିସରରେ ଥିବା ଏକ ଝରକାର ଲୁହା ଗ୍ରିଲ୍ କାଟି ଚମ୍ପଟ ମାରିଛି ଟୁକୁନା । ଏନେଇ ବାଲିଗୁଡ଼ା ଥାନାରେ ଜେଲର୍ ଏତଲା ଦେଇଛନ୍ତି ।…

କପ୍ତିପଦାରେ କରୋନା: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୪୦ ଛାତ୍ରୀ ପଜିଟିଭ୍

ଭୁବନେଶ୍ୱର: କପ୍ତିପଦାରେ କରୋନା କାୟା । କରୋନାର ଓମିକ୍ରନ ଭାରିଆଣ୍ଟ ଏହାର କାୟା ବିସ୍ତାର କରିଥିବା ବେଳେ କପ୍ତିପଦାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୪୦ ଜଣ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଣ୍ଟିଜେନ ଟେଷ୍ଟରେ ୪୦ ଜଣ ଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।…

‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍’ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ୟୁନାଇଟେଡ ନେସନ୍ସ କ୍ୟାପିଟାଲ୍ ଡେଭଲପମେଣ୍ଟ ଫଣ୍ଡ (ୟୁଏନ୍‌ସିଡିଏଫ୍) ଜାତିସଂଘ ପୁଞ୍ଜିବିକାଶ ପାଣ୍ଠି ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଏହାସହ ‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍’ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ।…

ସମ୍ କୋଭିଡ୍ ହସ୍ପିଟାଲର କରୋନା ଯୋଦ୍ଧା କମଳିନୀ ମଲ୍ଲିକ ସମ୍ବର୍ଦ୍ଧିତ

ଭୁବନେଶ୍ବର : କୋଭିଡ୍ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା ଦିଗରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିବା ସମ୍ ହସ୍ପିଟାଲ୍‌ର ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ କମଳିନୀ ମଲ୍ଲିକଙ୍କୁ ‘ଭାରତ ଗୌରବ ଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ସମାଜ ସେବା ପାଇଁ ବିଶ୍ବ…