Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ଥଗିତ ରହିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ

କଟକ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ଆସନ୍ତାକାଲି ଏହି ପୁରସ୍କାର ପ୍ରଦାନ କରାଯିବାର ଥିଲା । କିନ୍ତୁ ଏହା ପୂର୍ବରୁ ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ…

କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରିଗଲା କେନ୍ଦ୍ରୀୟ ଟିମ୍, କେନ୍ଦ୍ର ସରକାରଙ୍କୁ ଦେବ ରିପୋର୍ଟ

ଭୁବନେଶ୍ବର : ବାତ୍ୟା ଜୱାଦ ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍ । ଗ୍ରାଉଣ୍ଡରେ ସରଜମିନ୍ ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବ, ଏସଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ୍ । ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଦିଲ୍ଲୀ…

SMART ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର : ସଫଳତା ସହ ପରୀକ୍ଷଣ ହୋଇଛି ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପେଡୋ । ଧାମରା ସ୍ଥିତ ଅବଦୁଲ କଲାମ୍ ଦ୍ବୀପରେ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଆଣ୍ଟି ସବ୍ ମେରାଇନ୍ ମିସାଇଲ । ସଫଳତାର ସହ ଏହାର ପରୀକ୍ଷଣ ହୋଇଥିବା ନେଇ ସୂଚନା ଦେଇଛି ଡିଆରଡିଓ ।…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡି ହେଲା ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ବେଗୁନିଆଠାରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି । ଏହାଦ୍ୱାରା ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ହିତାଧିକାରୀ ସ୍ମାର୍ଟ କାର୍ଡ ପାଇବେ । ଖୋର୍ଦ୍ଧାରେ ହଜାର କୋଟି ଟଙ୍କାର ପ୍ରକଳ୍ପର…

ଭୁବନେଶ୍ବରରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଅଭିଯାନ

ଭୁବନେଶ୍ବର : ଭୁବନେଶ୍ବରରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଅଭିଯାନ । ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ବେଗୁନିଆରେ ବିଏସକେଓ୍ବାଇ କାର୍ଡ ବାଣ୍ଟିବା ବେଳେ ଭୁବନେଶ୍ବରର ୩ଟି ଜୋନରେ ଆରମ୍ଭ ହୋଇଥିଲା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ବିଏମସିର ସାଉଥ ୱେଷ୍ଟ…

ଜାତୀୟ ପ୍ରବେଶିକା ପରୀକ୍ଷା ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ କୋଚିଂ

ଭୁବନେଶ୍ବର : ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି ଗରିବ ମେଧାବୀ । ରାଜ୍ୟର ଗରିବ ମେଧାବୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ । ରାଜ୍ୟରେ ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା…

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ, ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ତାରିଖ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲା ପ୍ରସ୍ତୁତି । ଆସନ୍ତା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ । ଏହାସହ ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ । ଆଉ ୩ ଦିନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି…

ଯାଜପୁରରେ ‘ଜୱାଦ’ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍

ଯାଜପୁର : ବାତ୍ୟା ଜୱାଦ ଚାଷୀମାନଙ୍କ ଚାଷକୁ ବିଗାଡି ଦେଇଛି । ଏହାର ପ୍ରଭାବରେ ଯାଜପୁର ଜିଲ୍ଲାର ଚାଷୀମାନେ ନାହିଁ ନଥିବା କ୍ଷତିଗ୍ରସ୍ତ ହୋଇଛନ୍ତି ।ଏନେଇ କେନ୍ଦ୍ରୀୟ ପ୍ରତିନିଧିଦଳ ଯାଜପୁର ଜିଲ୍ଲାର ଜୱାଦ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । କେନ୍ଦ୍ରୀୟ ଟିମ୍ ଦଶରଥପୁର ବ୍ଲକ ରାହସୋଇ…

[ଭିଡ଼ିଓ] ଚୋରି ଶିଶୁ ଉଦ୍ଧାର, ୨ ଗିରଫ

ଢେଙ୍କାନାଳ: ନଅ ମାସର ଶିଶୁପୁତ୍ରକୁ ଚୋରି କରି ବିକ୍ରୟ ଘଟଣାରେ ଦୁଇ ଜଣ ଗିରଫ । ଦୁଇ ଜଣଙ୍କୁ ଗିରଫ କଲା କାମାକ୍ଷାନଗର ପୋଲିସ ।ଗିରଫ ଅଭିଯୁକ୍ତ ମାନେ ହେଲେ ଜିରିଡାମାଳି ଗାଁର ବୁଚୁ ଓରଫ ନଳିନୀ ମହାରଣା ଏବଂ କାମାକ୍ଷାନଗର ମୁଣ୍ଡିଦେଉଳି ସାହିର ମିର୍ଜା ମଇଉଦ୍ଦିନ ବେଗ । ଗତକାଲି…

ନାବାଳିକାଙ୍କୁ ଅପହରଣ ଅଭିଯୋଗରେ କ୍ରସର କର୍ମଚାରୀ ଗିରଫ

ଭବାନୀପାଟଣା: ନାବାଳିକାକୁ ଅପହରଣ କରିବା ପଡିଲା ମହଙ୍ଗା । ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ କ୍ରସର କର୍ମଚାରୀ ଗିରଫ ହୋଇଛନ୍ତି ।  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ବିଶ୍ୱନାଥପୁର ପୋଲିସ । ଏନେଇ ବିଶ୍ୱନାଥପୁର ଥାନାରେ କେସ…