Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆ ଓ ଆଫ୍ରିକାର ମାକେରେରେ ବିଶ୍ବବିଦ୍ୟାଳୟ ମଧ୍ୟରେ ଏମଓୟୁ

ଭୁବନେଶ୍ବର : ସୋଆ ଓ ଆଫ୍ରିକାର ମାକେରେରେ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ବିଭିନ୍ନ ଗବେଷଣା ଭିତ୍ତିକ ପ୍ରକଳ୍ପକୁ ନେଇ ସହଭାଗିତା ଭିତ୍ତିରେ ଜ୍ଞାନର ଆଦାନ ପ୍ରଦାନ ପାଇଁ ଦୁଇ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଦୁଇ…

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି । ଓଡ଼ିଶା ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଶୁଣାଣି ପୋର୍ଟାଲ ଏବଂ ଓଡ଼ିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ୱିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ…

ଭିମସାରରେ ଚିହ୍ନଟ ହେଲେ ଆଉ ୧୭ ପଜିଟିଭ୍

ବୁର୍ଲା : ବୁର୍ଲା ଭିମସାର ମେଡିକାଲ କଲେଜରେ ଚିହ୍ନଟ ହେଲେ ଆଉ ୧୭ କରୋନା ଆକ୍ରାନ୍ତ । ଆଜି ଆଉ ୧୭ ଏମବିବିଏସ୍ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭିମସାର ମେଡିକାଲ କଲେଜର ଡିନ୍ ପ୍ରଫେସର ଜୟଶ୍ରୀ ଦୋରା । ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ…

ବାହାଘର ଶୋଭାଯାତ୍ରା ବେଳେ ମାଡିଗଲା ଟ୍ରକ, ୩ ମୃତ, ୪ ଗୁରୁତର

ମାଲକାନଗିରି : ମାଲକାନଗିରି ପାଣ୍ଡିପାଲିରେ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍ । ବରଯାତ୍ରୀ ଶୋଭାଯାତ୍ରା ବେଳେ ମାଡ଼ିଗଲା ଟ୍ରକ୍‌ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା…

ଆସନ୍ତାକାଲି ସୁବର୍ଣ୍ଣପୁରରେ ବଣ୍ଟାଯିବ BSKY ସ୍ମାର୍ଟ କାର୍ଡ

ସୁବର୍ଣ୍ଣପୁର : ସାରା ରାଜ୍ୟରେ ବଣ୍ଟନ କରାଯାଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ । ଏହି କ୍ରମରେ ଆସନ୍ତାକାଲି ସୁବର୍ଣ୍ଣପୁରରେ ବଣ୍ଟାଯିବ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ଭର୍ଚ୍ଚୁଆଲରେ ଉପସ୍ଥିତ ରହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ…

ନନ୍ଦନକାନନରେ କୁମ୍ଭୀରଙ୍କ ଦେହରେ ଲାଗିବ ଟ୍ରାନ୍ସମିଟର

ଭୁବନେଶ୍ବର : ନନ୍ଦନକାନନରେ ଥିବା ଘଡ଼ିଆଳ କୁମ୍ଭୀରଙ୍କ ଉପରେ ରହିବ ତୀକ୍ଷ୍ନ ନଜର । ଏଣିକି କୁମ୍ଭୀରଙ୍କ ଦେହରେ ଲଗାଯିବ ସାଟେଲାଇଟ ଟ୍ରାନ୍ସମିଟର ଓ ହାଇଟେକ୍ ଟ୍ରାନ୍ସମିଟର । ଦୁଇଟି ପର୍ଯ୍ୟାୟରେ ୮ଟି କୁମ୍ଭୀର ଦେହରେ ଲଗାଯିବ ଏହି ଟ୍ରାନ୍ସମିଟର । କୁମ୍ଭୀରଙ୍କ ଗତିବିଧି ସମ୍ପର୍କରେ ତଥ୍ୟ…

ତପସ୍ୱିନୀଙ୍କୁ ବାହା ହୋଇଛନ୍ତି ବୋଲି ମାନିଲେ ଡାକ୍ତର ସୁମିତ ସାହୁ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ତପସ୍ୱିନୀ ଡାକ୍ତରଙ୍କ ଘରେ ଧାରଣାରେ ବସିବା ଘଟଣାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ଉଭୟଙ୍କ କୋର୍ଟ ମ୍ୟାରେଜ ହୋଇଥିବା ନେଇ ସ୍ୱିକାର କରିଛନ୍ତି ସୁମିତ । ପ୍ରଥମେ ମହିଳା ଜଣକ ହିଁ ଗଣ୍ଡୋଗୋଳ କରି ୪୯୮ ମାମଲା ରୁଜୁ…

କୋଭିଡ୍ ଭାରିଆଣ୍ଟ ପରିବର୍ତ୍ତନ କଲେ ବିପଦ ଆସିପାରେ ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ଦେଶରେ ଏବେ କରୋନା ସଂକ୍ରମଣ ହାର କମ୍ ରହୁଥିବା ବେଳେ ରାଜ୍ୟରେ ସଂକ୍ରମଣ କମ୍ ରହିଛି।ତେବେ ଏହା ଯେମିତି ଆଗକୁ ଆହୁରୀ କମିବ ସେନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଆଖ ପାଖ ଦେଶରୁ ଆମ ଦେଶକୁ କରୋନା ସଂକ୍ରମଣ…

ଦୁର୍ଘଟଣାଗ୍ରସ୍ତଙ୍କୁ ଆପାତକାଳୀନ ସହାୟତା ଓ ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

ବାଲେଶ୍ୱର: ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆପାତ୍ତକାଳୀନ ସହାୟତା ଓ ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ପ୍ରୋଜେକ୍ଟ ରକ୍ଷକ ଆରମ୍ଭ ହୋଇଛି । ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଦୁଇ…