Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିଶୁ ଦିବସରେ ୪ଟି ଜିଲ୍ଲାର ୧୩୮ ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଆଜି ୪ଟି ଜିଲ୍ଲାର ୧୩୮ ହାଇସ୍କୁଲ ହେବ ରୂପାନ୍ତରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ବୌଦ୍ଧ ଜିଲ୍ଲାରେ ୧୦ଟି ହାଇସ୍କୁଲ, ସୋନପୁରରେ ୧୧ଟି ହାଇସ୍କୁଲ, ଭଦ୍ରକରେ ୧୭ଟି ହାଇସ୍କୁଲ, କେନ୍ଦୁଝରରେ ୧୦୦ଟି…

୧ରୁ ଭୁବନେଶ୍ୱରୁ ପୁଣେ ମଧ୍ୟରେ ଆରମ୍ଭ ହେବ ଇଣ୍ଡିଗୋ ବିମାନ ସେବା

ଭୁବନେଶ୍ୱର: ଇଣ୍ଡିଗୋ ଡିସେମ୍ବର ୧ରୁ ପୁଣେରୁ ଭୁବନେଶ୍ୱର, ମୁମ୍ବାଇ, କୋଏମ୍ବାଟୁର ଏବଂ ଗୁଆହାଟୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। “ଡିସେମ୍ବର ୧ରୁ ପୁଣେ ବିମାନବନ୍ଦର ପାଇଁ ଶୀତକାଳୀନ କାର୍ଯ୍ୟସୂଚୀ ପ୍ରଯୁଜ୍ୟ ହେବ କାରଣ ୨୪ ଘଣ୍ଟା କାର୍ଯ୍ୟ ପୁନଃଆରମ୍ଭ ହେବ। ଏହା ଅନ୍ୟ ସହରରେ ପ୍ରୟୋଗ…

ମମିତା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। ପୋଲିସ୍‌ ଏମାନଙ୍କୁ ପଚରାଉଚରା କରିବା ସହ ସମସ୍ତଙ୍କ ବୟାନ ରେକର୍ଡ କରିଛି। ତେବେ କିଏ ଏହି ଦୁଇ…

ବଣ୍ଡାଘାଟିରେ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ

ମାଲକାନଗିରି: ବଣ୍ଡାଘାଟିରେ ୬୫ହଜାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ବଡ଼ଡ଼ୁରାଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ବଜାର ମୂଲ୍ୟ ୪୦କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ତହସିଲଦାର ରାମ କୃଷ୍ଣ ନାୟକଙ୍କ…

ହାତୀ ଦାନ୍ତ ଜବତ, ଜଣେ ଅଟକ

ବରଗଡ଼: ହାତୀ ଦାନ୍ତ ଚୋରାଚାଲାଣ ସମୟରେ ଧରିଲା ଏସଟିଏଫ୍ ଟିମ୍। ଗୋଟିଏ ହାତୀ ଦାନ୍ତ ସହିତ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଛି। ସୂଚନା ଅନୁସାରେ, ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ନେଇ ଆସୁଥିବା ଖବର ମିଳିଥିଲା। ପରେ ଏସଟିଏଫ୍…

ଆଜିଠୁ ବଦଳିବ ପାଣିପାଗ, ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ କମିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡରେ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନିଭୂତ ହେବ। ଆସନ୍ତାକାଲି ଉତ୍ତର-ଆଣ୍ଡାମାନ ସାଗର ଓ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ…

ଆଜି ରାଜ୍ୟରୁ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୪୨ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୫୩ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୦୯ ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ବାଲେଶ୍ବରରୁ ୧୨,…

ସ୍ୱାମୀଙ୍କୁ ଛାଡ଼ି ଦେବାକୁ ନକ୍ସଲଙ୍କୁ ସ୍ତ୍ରୀର ଗୁହାରୀ

ଭୁବନେଶ୍ୱର: ସ୍ୱାମୀଙ୍କୁ ଖୋଜିବାକୁ ବାହାରିପଡ଼ିଛନ୍ତି ସ୍ତ୍ରୀ। କୋଳରେ ଅଛି ୩ବର୍ଷର ପୁଅ। ନକ୍ସଲ ଦ୍ୱାରା ଅପହୃତ ଇଞ୍ଜିନିୟର ନିଖୋଜ ଅଜୟ ରୋଷନଙ୍କୁ ଜଙ୍ଗଲରେ ଖୋଜି ବୁଲୁଛନ୍ତି ତାଙ୍କ ସ୍ତ୍ରୀ ଅର୍ପିତା। ସ୍ୱାମୀଙ୍କୁ ସେମାନଙ୍କ କବଳରୁ ଫେରାଇ ଆଣିବାକୁ ବାହାରିପଡ଼ିଛନ୍ତି। ମନରେ ନାହିଁ ଭୟ।…

ଆଜିଠୁ ଦୁଇ ଦିନ ଲାଗି ମିଳିବନି ଜଗା ଦର୍ଶନ

ପୁରୀ: ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। କୋଭିଡ଼୍ ଗାଇଡ଼ଲାଇନ୍ ଅନୁଯାୟୀ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସରକୁ ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରଖାଯାଇଛି। ସୋମବାର ପଞ୍ଚୁକର ପ୍ରଥମ ଦିନ ଆରମ୍ଭ ହେଉଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା…

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ: ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ମନରେ ଭରିଛି ନୂଆ ସ୍ବପ୍ନ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଧାରା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହୋଇଛି । ଏହା ଫଳରେ ଏବେ ରୂପାନ୍ତରିତ ସ୍କୁଲରେ ତିଆରି ହୋଇଛି ସ୍ମାର୍ଟ କ୍ଲାସରୁମ,…