Latest Odisha News

BREAKING NEWS

Browsing Category

ଓଡିଶା

Odisha

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ଢେଙ୍କାନାଳ ଝିଅ

କାମାକ୍ଷାନଗର : ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ଢେଙ୍କାନାଳ ଝିଅ  । ମାତ୍ର ୧୮ ସେକେଣ୍ଡରେ ପିରିୟଡିକ ଟେବୁଲର ୧୧୮ ମୌଳିକର ନାଁ କହିଲେ ଶର୍ମିଷ୍ଠା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶତ୍ରୁଘ୍ନ ଭୂୟାଁ ଓ ସୁପ୍ରଭା ଭୂୟାଁଙ୍କର ବଡ଼ ଝିଅ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ ।…

ମମିତା ମେହେର ହତ୍ୟା ମାମଲାର ତଦନ୍ତ ଅବହେଳାକୁ ଖଣ୍ଡନ କଲେ ଡିଆଇଜି

ସମ୍ୱଲପୁର : ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମମିତା ହତ୍ୟା ନେଇ ଅକ୍ଟୋବର ୧୩ ତାରିଖରେ ଏତଲା ହୋଇଥିଲା । କିନ୍ତୁ କୋର୍ଟକୁ ୧୬ ତାରିଖରେ ଯାଇଥିଲା ମାମଲା । ତଦନ୍ତରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ଉତ୍ତର ରଖିଛନ୍ତି…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସହଯୋଗୀଙ୍କର ହେଉ କଲ୍ ରେକର୍ଡ ଯାଞ୍ଚ : ଭକ୍ତ ଦାସ

ଭୁବନେଶ୍ବର : ଥମୁନି ମମିତା ମେହେର ହତ୍ୟା ତାତି । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଜନ ଦାବି କରୁଛନ୍ତି ବିରୋଧୀ । ମାମଲାକୁ ନେଇ ସରକାରଙ୍କୁ ଏକଦମ ନାକେଦମ କରିସାରିଲେଣି ବିରୋଧୀ ବିଜେପି ଓ କଂଗ୍ରେସ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର…

ଭୁବନେଶ୍ୱରରେ ୨୩ ତମ ଶିଶୁ ସଂକ୍ରାମକ ରୋଗ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ୨୩ ତମ ଶିଶୁ ସଂକ୍ରାମକ ରୋଗ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି । ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଏକାଡେମୀ ଓଡ଼ିଶା ଶାଖା ପକ୍ଷରୁ ସଭାପତି ତଥା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ଜେନା ଙ୍କ ପୌରହିତ୍ୟ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।…

ଭଦ୍ରକରେ ଏନକାଉଣ୍ଟର : ପୋଲିସ ଗୁଳିରେ ଆହତ କୁଖ୍ୟାତ ଡକାୟତ ବାପି ପାଣି

ଭଦ୍ରକ : ଭଦ୍ରକରେ ଏନକାଉଣ୍ଟର । ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଓ ଡକାୟତ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲସି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର ହୋଇଛି । ତାର ସହେଯାଗୀ ଓମପ୍ରକାଶ ମହାଳିକ ଥାନାରେ ଅଟକ ରଖିଛି ପୋଲିସ । ଅପରାଧୀଙ୍କ ଆକ୍ରମଣରେ ୫ ଜଣ ପୋଲିସ…

ବିିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର CSIR-IMMT ର ବୈଜ୍ଞାନିକ

ଭୁବନେଶ୍ୱର : ବିିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସିଏସଆଇଆର-ଆଇଏମ୍ଏମଟି ର ବୈଜ୍ଞାନିକ । ଷ୍ଟାନଫୋର୍ଡ ୟୁନିଭର୍ସିଟିର ଏକାଡେମିକ୍ ଦ୍ୱାରା ଅନସନ୍ଧାନ କରାଯାଇ ପ୍ରକାଶ କରାଯାଇଥିବା ସ୍ମୋପସ୍ ପ୍ରକାଶନ ରିପୋର୍ଟରେ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କୁ ଚିହ୍ନଟ କରାଯାଇଛି।…

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା, କୋଟିଏରୁ ଅଧିକ ଟଙ୍କାର ୭ କାର ଜବତ

ପଶ୍ଚିମବଙ୍ଗ : ବହୁଚର୍ଚ୍ଚିତ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ତନାଘନା । କୋଟିଏ ଟଙ୍କାରୁ ଅଧିକ ଟଙ୍କାର ୭ଟି କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘଟଣାରେ ଇଡି ସାନି ରେଡ୍ କରିବା ସହ କାର ଗୁଡିକୁ ଜବତ କରିଛି । ରୋଜଭ୍ୟାଲି ଦୁର୍ନୀତି ନେଇ ଗତ ୧୦ ତାରିଖରେ ଇଡି…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର : ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଏହା ଏବେ ଆଣ୍ଡାମାନ ସାଗର ଏବଂ ଥାଇଲାଣ୍ଡ ଉପକୂଳରେ ସକ୍ରିୟ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୁତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ପଶ୍ଚିମ –ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ…

ବୃଦ୍ଧାଙ୍କ ମହନୀୟତା : ରିକ୍ସାବାଲା ନାଁରେ କୋଟିଏ ଟଙ୍କାର ସମ୍ପତ୍ତି

କଟକ : ବୃଦ୍ଧାଙ୍କ ମହନୀୟତା । ରିକ୍ସାବାଲାକୁ ଦାନ କରିଦେଲେ କୋଟିଏ ଟଙ୍କାର ସମ୍ପତ୍ତି । ସ୍ୱାମୀ ଓ ଝିଅଙ୍କର ମୃତ୍ୟୁ ପରେ ଏକାକୀ ରହୁଥିବା ବୃଦ୍ଧା ନିଜର କୋଟି କୋଟି ଟଙ୍କାର ସଂପତ୍ତି ରିକ୍ସା ଚାଳକଙ୍କୁ ଦାନ କରିଦେଇଛନ୍ତି । ସୂତାହାଟରେ ରହୁଥିବା ୬୩ ବର୍ଷୀୟ ମିନତୀ ପଟ୍ଟନାୟକ ନିଜର ୩…

ଆସନ୍ତା ୨୭ ତାରିଖରେ ଭୁବନେଶ୍ବରରେ ବଣ୍ଟାଯିବ BSKY ସ୍ମାର୍ଟକାର୍ଡ

ଭୁବନେଶ୍ବର : ଆସନ୍ତା ୨୭ ତାରିଖରେ ଭୁବନେଶ୍ବରରେ ବଣ୍ଟାଯିବ BSKY ସ୍ମାର୍ଟକାର୍ଡ । ଭୁବନେଶ୍ବରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍‌ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ସବୁ ରାସନ କାର୍ଡଧାରୀ ଏହି BSKY ସ୍ମାର୍ଟକାର୍ଡ…