Latest Odisha News

BREAKING NEWS

Browsing Category

ଓଡିଶା

Odisha

କଙ୍ଗାରୁ କୋର୍ଟରେ ସଜ୍ଜା ! ଜୀବନ ହାରିଲେ ଯୁବକ

ନୟାଗଡ଼ : କଙ୍ଗାରୁ କୋର୍ଟର କଠୋର ନିଷ୍ପତ୍ତିରେ ଜୀବନ ହାରିଲେ ଯୁବକ । କଙ୍ଗାରୁ କୋର୍ଟରେ ଭୁଲ୍‌ ମାଗିବା ସହ ୮ ହଜାର ୫ ଶହ ଟଙ୍କା ଫାଇନ୍‌ ଦେଇଥିଲେ ଯୁବକ ଜଣକ । ଏହାପରେ ଏଥିରେ ଅପମାନିତ ହୋଇ ଯୁବକ ଜଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ନୟାଗଡ଼ ଜିଲ୍ଲା ଖତିଆଁ…

ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ସୋନପୁର: ବଢ଼ୁଛି ହାତୀ ଉପଦ୍ରବ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ଝାରବାହାଲି ଛକରେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁସାରେ, କିଛି ଦିନ ହେଲା ଉଲୁଣ୍ଡା…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଡ୍ରାଇଭର ସମେତ ୨ ଅଟକ

ଭଦ୍ରକ: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ୫୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି ଭଦ୍ରକ ଟାଉନ ଥାନା ପୋଲିସ । ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଗଞ୍ଜେଇ ଧରି କଟକରୁ ଭଦ୍ରକ ଅଭିମୁଖେ ଆସୁଥିଲା ଆମ୍ବୁଲାନ୍ସ ।…

ବାଥରୁମରେ ପଶିଥିଲା ନାଗ ସାପ, ବାହାରିବା ବେଳେ ଜାଲିରେ ଫସିଲା

ଭୁବନେଶ୍ୱର: ବାଥରୁମରେ ପଶିଥିଲା ନାଗ ସାପ । ବାହାରିବା ବେଳେ ଜାଲିରେ ଫସିଗଲା । ବେଶ କିଛି ସମୟ ଛଟପଟ ହେଲା ନାଗ ସାପ । ଭୁବନେଶ୍ୱର ପୋଖରୀପୁଟ ପ୍ଲଟ ନମ୍ବର ୫୫୮/ଈରେ ଅଜୟ ମୁଖାର୍ଜୀଙ୍କ ଘରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଥିଲା । ସକାଳୁ ଉଠି ବାଥରୁମ ଯିବା ପାଇଁ କବାଟ ଖୋଲି ଭିତରେ ଏକ…

[ଭିଡ଼ିଓ]ଗୁଳିମାଡ଼ କରି ମେଡ଼ିସିନ୍ ଦୋକାନରୁ ଲୁଟ୍, ପୋଲିସର ତଦନ୍ତ ଜାରି

ଭଦ୍ରକ: ଗୁଳିମାଡ଼ କରି ମେଡ଼ିସିନ୍ ଦୋକାନରୁ ଲୁଟ୍ ହୋଇଛି। ଭଦ୍ରକ ଜିଲ୍ଲାରେ ଘଟିଛି ଏହି ଅଘଟଣ। ୩ଟି ମୋବାଇଲ ସହ ୧୫ରୁ ୨୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ, ଭଦ୍ରକ ଆରଡ଼ି ଛକରେ ଥିବା ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ ହୋଇଛି ଲୁଟ୍। ଗତାକଲି ରାତିରେ ମେଡ଼ିସିନ ଦୋକାନ…

ଆକାଶ ପାଠକଙ୍କୁ ଆଜି ଝାରପଡ଼ା ଜେଲରେ ଜେରା କରିବ ଇଡି

ଭୁବନେଶ୍ୱର: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାର ସାମନା କରିବେ ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ତାଙ୍କୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ଇଡିର ୩ ଜଣିଆ ଟିମ୍ । ଏଥିପାଇଁ ପ୍ରଶ୍ନବାଣ ପ୍ରସ୍ତୁତ ହୋଇଛି । ଗିରଫ…

ରାଜ୍ୟରୁ ୨୪ ଘଣ୍ଟାରେ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମୁଛି । ଏଣିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨୭୧ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ଅଛନ୍ତି ୧୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧୩ଟି । ୧୮ ବର୍ଷ…

ଆଜି ଛଟ୍ ପୂଜାର ଅନ୍ତିମ ଦିବସ, ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ସମାପନ କଲେ ବ୍ରତ

ଭୁୁବନେଶ୍ୱର: ଆଜି ହେଉଛି ଛଟ୍ ପୂଜାର ଉଦଯାପନୀ ଦିବସ। ୪ଦିନ ଧରି ଚାଲିଥାଏ ପର୍ବ। ସମାପନ ଦିବସରେ ସକାଳୁ ନଦୀ କିମ୍ବା ପୋଖରୀରେ ଉଦିତ ସୂର୍ଯ୍ୟକୁ ଅର୍ଘ ପ୍ରଦାନ କରି ବ୍ରତର ସମାପନ କରଛନ୍ତି ବ୍ରତଧାରୀ। ବିଶ୍ୱାସ ରହିଛି ଯେ, ଛଟ୍ ପୂଜାର ଶେଷ ଦିନରେ ଉଦିତ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା…

OCAC ମୁଖ୍ୟଙ୍କ ନାଁରେ ଠକେଇ

ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା ଓକାକ୍ ମୁଖ୍ୟଙ୍କ ନାଁରେ ଠକେଇ ଅଭିଯୋଗ । OCAC ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ନାଁରେ ଠକେଇ । ମନୋଜଙ୍କ ନାଁ କହି ହ୍ୱାଟ୍ସ ଆପରେ ଦୁର୍ବୃତ୍ତ ଲୁଟି ନେଲେ ୭ ଲକ୍ଷ ଟଙ୍କା । ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି…

ଆଜି ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫ଟି ଏବଂ ମୋ ସରକାରଙ୍କ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ବଦଳିଛି ସରକାରୀ ହାଇସ୍କୁଲର ରୂପରେଖ। ହାଇଟେକ ହେଉଛି ହାଇସ୍କୁଲ ଓ ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଆଜି…