Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା

ଆଠଗଡ଼: ପୁଣି ଲାଗିଲା ୧୪୪ ଧାରା । କଟକ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ଲାଗିଛି ୧୪୪ ଧାରା । ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଛି । ଦୀପାବଳି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ କଟକଣା ଜାରି କରିଛନ୍ତି । କୋଭିଡ଼…

ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ ମହିଳା ହଷ୍ଟେଲ୍‌ରେ ଜିଲ୍ଲା ପ୍ରଶାସନର ଚଢାଉ

ଧର୍ମଗଡ : ମମିତା ମେହେର ହତ୍ୟା ମାମଲା । ମହାଲିଙ୍ଗ ମହିଳା ହଷ୍ଟେଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ । ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାଓ୍ବାର ଓ କଳାହାଣ୍ଡି ଶିଶୁ ସୁରକ୍ଷା ୟୁନିଟର ମିଳିତ ଭାବେ ଯାଞ୍ଚ । କଲେଜ ମହିଳା ହଷ୍ଟେଲକୁ ନେଇ ଅନେକ ଚର୍ଚ୍ଚା ପରେ ପ୍ରଥମଥର ଜିଲ୍ଲା ପ୍ରଶାସନର…

ଦୀପାବଳି ପାଇଁ କଟକଣା, ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁହେବ

ପୁରୀ : ଦୀପାବଳି ପାଇଁ ଶ୍ରୀମନ୍ଦିରରେ କଟକଣା । ଆସନ୍ତା କାଲି ଦୀପାବଳୀ ଏନେଇ ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ବରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ।ଦୀପାବଳୀ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ ଓ ଗୟା ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁ ଭିଡ ଜମିବାର ଆଶଙ୍କା ନେଇ ପ୍ରଶାସନ ଏଭଳି…

ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ: ବେଆଇନ ବାଣ ଜବତ ସହ ୩ଗିରଫ

ଖଲ୍ଲିକୋଟ: ଦୀପାବଳି ପୂର୍ବରୁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ। ଚଢ଼ାଉବେଳେ ୪୦ହଜାରରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହା ସହ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ପୋଲିସ ପକ୍ଷରୁ ତିନୋଟି ଟିମ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ…

ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ପୁରୀ: ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା  । ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି । ଜିଲ୍ଲାର…

ସତର୍କ ହୁଅ ନଚେତ ଗାଦିରୁ ଯିବ: କେନ୍ଦ୍ରକୁ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ସର୍ତକବାଣୀ

ଭୁବନେଶ୍ୱର: ସତର୍କ ହୋଇଯାଅ କେନ୍ଦ୍ର ସରକାର । ଦର ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ବିଫଳ ହୋଇଛ । ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ । ରାଜ୍ୟର କ୍ଷମତା ଛଡ଼ାଇ ନେଇଗଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରକୁ…

ମା’ ଓ ଝିଅଙ୍କୁ ଛୁରାମାଡ ଘଟଣା : ଛୁରା ମାଡ କରିଥିବା ରୂପେଶ ପଣ୍ଡା ଅଟକ

ଭୁବନେଶ୍ୱର: ଶୈଳଶ୍ରୀବିହାରରେ ମା’ ଝିଅଙ୍କୁ ଛୁରାମାଡ ଘଟଣାରେ ନୂଆ ମୋଡ । ଛୁରା ମାଡ କରିଥିବା ପଡୋଶୀ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ହସ୍ପିଟାଲରୁ ଡିସଚାର୍ଜ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦ୍ୱାରା ଅଟକ । ଲୁଟ୍ ଉଦ୍ଦେଶ୍ୟ ରଖି ଘର ଭିତରକୁ ପଶିଥିବା ପୁଲିସ ତଦନ୍ତରୁ…

ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ବିଏମ୍‌ସିର ଚଢାଉ

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ଆଜି ବିଏମ୍‌ସି ପକ୍ଷରୁ ଚଢାଉ କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ତିନୋଟି ଜୋନରେ ଚଢାଉ ଚାଲିଛି । ଦୀପାବଳିରେ ବିଭିନ୍ନ ମିଠା କୋକାନି ମାନେ ଭେରାଇଟି ମିଠା ପ୍ରସ୍ତୁତ କରି ଗ୍ରାହକ ମାନକୁ ବିକିବାରେ ଲାଗିଛନ୍ତି ।ଏହି…

ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ; ନୂଆ ବର୍ଷ ସୁଦ୍ଧା ଖୋଲିପାରେ ସବୁ କ୍ଲାସ୍‌

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ କରିବାକୁ ଓଡିଶା ସରକାର ବିଚାର କରୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର କହିଛନ୍ତି। ଦିପାବଳୀ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ ବୋଲି…

ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ, ମନ୍ତ୍ରୀ ଟୁକୁନି ସାହୁଙ୍କୁ ଡ଼ାକବଙ୍ଗଳାରେ ତାଲା ପକାଇଲେ କଂଗ୍ରେସ ଓ ବିଜେପି କର୍ମୀ

କୁଚିଣ୍ଡା: କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି ୧୨ଘଣ୍ଟିଆ କୁଚିଣ୍ଡା ବନ୍ଦ। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତବେଳେ ପ୍ରତିବାଦ କରୁଥିବା ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ବିଜେଡ଼ି କର୍ମୀ ମାଡ଼ ମାରିଥିଲା। ପୋଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ଏହାକୁ ଅଟକାଇପାରିନଥିବା…