Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରୁ ୩୨୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୪୨ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୮୭ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୩୫ଟି…

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ନିୟମିତ ମହାପ୍ରବନ୍ଧକଙ୍କ ଯୋଗଦାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଏହି ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ ।…

ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଭଗତ ପାଇବେ ଖେଳରତ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଘୋଷଣା ହେଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ପାଇବେ ଖେଳରତ୍ନ । ପ୍ରଥମ ଓଡିଆ ଭାବେ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସହ ମୋଟ ୧୨ ଜଣଙ୍କ ପାଇବେ ଏହି ସମ୍ମାନ ଜନକ ପୁରସ୍କାର । ନଭେମ୍ବର ୧୩…

କରୋନା ମୃତ୍ୟୁ ସହାୟତା ମିଳିବ ୫୦ ହଜାର

ଗଞ୍ଜାମ : କରୋନାରେ ମୃତକଙ୍କ ପରିବାରକୁ ମିଳିବ ଅନୁକମ୍ପା ମୂଳକ ସହାୟତା  ୫୦ ହଜାର ଟଙ୍କା  l ବୁଧବାର ଠାରୁ ମୃତକଙ୍କ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସରେ ଅଫଲାଇନ କିମ୍ବା ଅନ ଲାଇନରେ hppps://caps. Odisha. Gov. Inରେ ଆବେଦନ କରିବେ l  ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ…

ସହିନପାରି ସେୟାର ବଜାରରେ କ୍ଷତି, ହତ୍ୟା ଅଭିଯୁକ୍ତ ସାଜିଲା ସାଧାରଣ ବ୍ୟକ୍ତି

ଭୁବନେଶ୍ୱର: ଶେୟାର ମାର୍କେଟରେ ଟଙ୍କା ବିନିଯୋଗ କଲେ ଉଭୟ କ୍ଷତି ଓ ଲାଭ ସହିବାକୁ ଧର୍ଯ୍ୟର ଆବଶ୍ୟକତା ରହିଛି । ହେଲେ କ୍ଷତି ସହିନପାରି ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ନିଜ ପରିବାର ଲୋକଙ୍କ ହତ୍ୟା ଅଭିଯୁକ୍ତ ସାଜିଛନ୍ତି । ପୋଲିସ ରିପୋର୍ଟ ଅନୁଯାୟୀ…

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ସବୁଜ ସଙ୍କେତ

କଟକ : ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ସବୁଜ ସଂକେତ । ଆସନ୍ତା ମାସକ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସମବାୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ବାଚନରେ ସବୁ…

ମୟୂରଭଞ୍ଜରେ ବିକ୍ଷୋଭ ବେଳେ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଉଠାଇ ନେଲା ପୋଲିସ

ମୟୂରଭଞ୍ଜ : ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇ ଶେଷରେ ହଟହଟା ହେଲେ ମୟୁରଭଞ୍ଜ ଜିଲ୍ଲାର ବିଜେପି ଜିଲ୍ଲା ପରିଷଦ ସଭ୍ୟ । ଦିନ ତମାମ ତାଲା ବନ୍ଦ କରି ରଖି ବିକ୍ଷୋଭ କରୁଥିବା ଜିଲ୍ଲା ପରିଷଦ ସଭ୍ୟଙ୍କୁ ଉଠାଇ ନେଇଛି ପୋଲିସ । ବିଭିନ୍ନ ଦାବି ନେଇ ଆଜି ଗ୍ରାମ୍ୟ…

କିସ୍ ଓ ୟୁଏନ୍‍ଡିପି ମଧ୍ୟରେ ବୁଝାମଣା

ଭୁବନେଶ୍ବର : ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି କିସ୍‍ ଓ ୟୁଏନ୍‍ଡିପି ମଧ୍ୟରେ ହୋଇଛି ବୁଝାମଣା । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ୟୁଏନ୍‍ଡିପିର ଭାରତ ମୁଖ୍ୟ ଶୋକା ନୋଡା ଏହି ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି ।…

ବେଆଇନ ବାଣ ଗୋଦମ ଉପରେ ପୋଲିସର ଚଢାଉ , ଜଣେ ଅଟକ

ପୁରୀ : ବେଆଇନ ବାଣ ଗୋଦାମ ଉପରେ ପୋଲିସର ଚଢାଉ । ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ଗାଁର କଲ୍ୟାଣ ମଣ୍ଡପ ପରିସରରେ ବାଣ ଗୋଦାମ ଉପରେ ପୋଲିସ ଅଚାନକ ଚଢାଉ କରିଥିଲା । ବିନା ଲାଇସେନ୍ସରେ ବେଆଇନ ବାଣ ଗଛିତ ରଖିଥିବା ଅଭିଯୋଗରେ ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀ…

ବିଦ୍ୟୁତ ଆଘାତରେ ଚାଷୀ ମୃତ

କେନ୍ଦୁଝର : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା ଚାଷୀଙ୍କ ଜୀବନ। ବଗିଚାରେ ମୋଟରରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କେନ୍ଦୁଝର ତୁରୁମଙ୍ଗା ଥାନା ବଲାଣିପଶି ଗାଁର ନୃସିଂହ ମହାନ୍ତ । ନୃସିହ ତାଙ୍କ ପରିବା ବଗିଚାରେ ପାଣି…