Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଲିଉଡରେ ହଇଚଇ ସୃଷ୍ଟି କଲା ମୁନ୍ ଟିଭି ମୁଭିଜ୍‌, ଏକାଠି ୧୦ଟି ଫିଲ୍ମ ନିର୍ମାଣ ଘୋଷଣା

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଶିଥିଳ ପଡିଥିଲା ଓଲିଉଡ ଇଣ୍ଡଷ୍ଟ୍ରୀ । ହେଲେ ମୁନ୍ ଟିଭି ମୁଭିଜର ସଦ୍ୟ ଘୋଷଣା ଓଡିଆ ଚଳଚ୍ଚିତ୍ର ଜଗତର ମାହୋଲକୁ ସରଗରମ କରିଦେଇଛି । ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ଟି ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛି ଓଡିଶାର ଜଣାଶୁଣା ଫିଲ୍ମ ପ୍ରଡକ୍ସନ୍…

ତିନିଦିନର ବିରତି ପରେ ଆସନ୍ତାକାଲଠୁ ପୁଣି ଆରମ୍ଭ ହେବ ଜଗା ଦର୍ଶନ

ପୁରୀ : ତିନିଦିନର ବିରତି ପରେ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ଜଗା ଦର୍ଶନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଞ୍ଚଳକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଛି । ଆଜି ସକାଳୁ ପୁରୀରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ସାନିଟାଇଜ କରିବାରେ ବାଧା ସୃଷ୍ଟି ହୋଇଥିଲା । ତେଣୁ…

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଦୁଇ ଉଦ୍ଧାର ଜଣେ ନିଖୋଜ

ବାଲେଶ୍ୱର: ଚଳିତବର୍ଷ ପୁଣିଥରେ ଭସାଣୀ ବେଳେ ଅଘଟଣ ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଜଘାଟରେ ମୂର୍ତ୍ତି ବିସର୍ଜନ ବେଳେ ତିନି ଛାତ୍ର ନଦୀରେ ବୁଡିଯାଇଥିଲେ । ମିଳିଥିବା ରିପୋର୍ଟ ଅନୁଯାୟୀ ସୁବର୍ଣ୍ଣରେଖା ନଦୀର ବାରୁଣୀ ଘାଟରେ ଚାଲିଥିଲା ଗଣେଶ…

ଭୁବନେଶ୍ୱରରେ ୧୦ ଲକ୍ଷରୁ ଅଧିକ ଲୋକ ନେଲେଣି ଟିକାର ଡବଲ୍ ଡୋଜ୍

ଭୁବନେଶ୍ୱର: ରାଜଧାନୀରେ ଟିକାକରଣରେ ଆଉ ଗୋଟିଏ ମାଇଲଖୁଣ୍ଟ । ୧୦ ଲକ୍ଷରୁ ଅଧିକ ଲୋକ ଟିକାର ଦୁଇଟି ଡୋଜ୍ ନେଇ ସାରିଲେଣି । ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୨ହଜାର ୭୧୬ ଜଣ ଦୁଇଟି ଲେଖାଏ ଡୋଜ୍ ନେଇ ସାରିଛନ୍ତି । ଭୁବନେଶ୍ୱର ମୋଟ୍ ୨୨ଲକ୍ଷ ୬୬ହଜାର ୬୧ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୧୨ଲକ୍ଷ…

ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଶିକାରୀ ମୃତ

ସୋନପୁର: ବାରହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର । କିନ୍ତୁ ନିଜେ ଶିକାର ହୋଇଗଲେ ଶିକାରୀ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିକାରୀଙ୍କ ଜୀବନ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମୃତକ ହେଲେ…

ଟ୍ୱିନ୍ ସିଟିରେ ୪ଟା ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରବିବାର ଦିନ କଟକ ଏବଂ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ନେଇ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଟ୍ବିନ୍‌ ସିଟିରେ ଛଅ ଘଣ୍ଟା ପର୍ଯ୍ୟନ୍ତ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର କହିଛି। ପ୍ରବଳ ବର୍ଷା ହେତୁ…

୧୪ ଯାଏ ପ୍ରବଳ ବର୍ଷିବ; ୧୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ ଯୋଗୁ ସାରା ରାଜ୍ୟରେ ୧୪ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ରାଜ୍ୟର ୧୭ ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ଏହାର ପ୍ରଭାବରେ, ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ତିନି ଦିନ ପର୍ଯ୍ୟନ୍ତ ସାରା…

ରାଜଧାନୀରେ ଚାଞ୍ଚଲ୍ୟ: ସ୍ୱିଗୀ ଡେଲିଭରୀ ବଏକୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରୁ ଡେଲିଭରୀ ବଏକୁ ଅପହରଣ ଅଭିଯୋଗ । ଭୁବନେଶ୍ୱର ଉତ୍ତରା ଛକ ନିକଟରୁ ସ୍ୱିଗୀ ଡେଲିଭରୀ ବଏଙ୍କୁ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ପତିତପାବନ ପୃଷ୍ଚି ଓ ଘର ଧଉଳି ଥାନା ବିଜୟ ନଗର ଅଞ୍ଚଳରେ । ଗତକାଲି ରାତି ୧୦ଟା ବେଳେ ଏହି ଘଟଣା…

ଆଜି ରାଜ୍ୟରୁ ୬୪୯ କରୋନା ସଂକ୍ରମିତ, ୧୮ବର୍ଷରୁ କମ୍ ବର୍ଗରେ ୧୦୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । କେବେ ସାମାନ୍ ବଢୁଛି ତ କେବେ ଖସୁଛି । ୬୦୦ରୁ ୮୦୦ ଭିତରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷରୁ କମ୍ ବର୍ଗରେ ଆଉ ୧୦୩ ଜଣ ସଂକ୍ରମିତ…

ଭୁବନେଶ୍ୱରରେ ମ୍ୟାଡ୍ ମୁଲ୍ ବାର୍ ସିଲ୍, ମାନୁ ନଥିଲେ ନାଇଟକର୍ଫ୍ୟୁ ନିୟମ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ଯୋଗୁ ବାର୍ ସିଲ୍ । ଭୁବନେଶ୍ୱର ଜନପଥରେ ଥିବା ମ୍ୟାଡ୍ ମୁଲ୍ ବାରକୁ ସିଲ୍ କରିଛି ବିଏମସି । ରାତି ୧୦ଟା ପରେ ବାର୍ ଚାଲିଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲେ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଓ ଖାରବେଳ ନଗର ଥାନା ପୋଲିସ । ନାଇଟକର୍ଫ୍ୟୁ…