Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପୋଲିସର ତଦନ୍ତ ଜାରି

ବରଗଡ଼ : ଝୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପାନିଛତର ଗାଁ ରାସ୍ତାକଡରେ ଥିବା ଏକ ପରିତ୍ୟକ୍ତ ଦୋକାନ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପାନିଛତର ଗାଁର ବୋଲି ବୋଲି ଜଣାପଡ଼ିଛି । ତାଙ୍କୁ ୨୨ ବର୍ଷ ବୟସ ହେବ ।ଯୁବକ ଜଣକ ଆତ୍ମହତ୍ୟା…

ଆଖଣ୍ଡଳମଣି ମନ୍ଦିର ଗର୍ଭଗୃହରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ଭଦ୍ରକ: ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାରେ ବେହାଲ ସ୍ଥିତି। ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡି ଯାଇଛି।  ଫଳରେ ମହାପ୍ରଭୁଙ୍କ ନୀତିକାନ୍ତୀରେ ବିଳମ୍ବ ହୋଇଛି। ମୋଟର ଚାଳିତ ପମ୍ପ ଦ୍ବାରା…

ବର୍ଷା ପାଇଁ ୧୨ ଜିଲ୍ଲାରେ ୨ଦିନ ସ୍କୁଲ ଛୁଟି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଝଡି ବର୍ଷା। କାଲିଠୁ ଅବିରତ ବର୍ଷୁଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି ହୋଇଥିବା ୧୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।…

ଓଡ଼ିଶାରେ ୫୦୦ ତଳକୁ ଖସିଲା ଦୈନିକ କରୋନା କେସ, ୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନାର ଦୈନିକ ସଂକ୍ରମଣ। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି। ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୭୧ ନୂଆ ଆକ୍ରାନ୍ତ। ଏମାନଙ୍କ ଭିତରେ ୧୮ ବର୍ଷ ବର୍ଗରେ ଆଉ ୫୭ ଜଣ ପଜିଟିଭ ବାହାରିଛନ୍ତି। ୯ ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି।…

+୨ରେ ନାମଲେଖା ପାଇଁ ଆଜି ବାହାରିବ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ବର:  ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ। ଦିନ ସାଢ଼େ ୧୧ଟାରେ ସାମସ୍ ଓ୍ୱେବସାଇଟରେ ତାଲିକା ପ୍ରକାଶ ପାଇବ। ସେଠାରୁ ଛାତ୍ରଛାତ୍ରୀ ମେଧା ତାଲିକା ଦେଖିପାରିବେ। ମେରିଟ୍ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଆସନ୍ତାକାଲିଠୁ ୨୧ ତାରିଖ ମଧ୍ୟରେ…

ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ, ଆଜି ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସୃଷ୍ଟି ଡିପ୍ରେସନ ଆଜି ସକାଳେ ଡିପ୍ ଡିପ୍ରେସନରେ ପରିଣତ ହୋଇଛି।  ଗଭୀର ଅବପାତର ରୂପ ନେଇ ଉତ୍ତର ଓଡିଶା ଉପକୂଳର ଚାନ୍ଦବାଲି  ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଲାଗି ରହିବ ବର୍ଷା। ଗୋଟିଏ ଦୁଇଟି…

ରାଜ୍ୟରେ ଲାଗିରହିଛି ଝଡିବର୍ଷା, ପୁରୀରେ ସର୍ବାଧିକ ବର୍ଷିଛି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା। ଦୁଇ ଦିନ ହେଲା ବର୍ଷୁଛି। ସକାଳରୁ ରାତି ଯାଏ ଲାଗି ରହିଛି ଝଡି ବର୍ଷା। ଅବିରତ ଭାବରେ ବର୍ଷା ଚାଲିଛି।  ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।  ଗତକାଲି ସକାଳ ୮ଟା ୩୦ରୁ ଆଜି ସକାଳ ୬ଟା ୩୦ ମଧ୍ୟରେ ପୁରୀରେ…

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତଙ୍କରାଜ, ବୁଲିଲା କଟୁରୀ

ବାଲେଶ୍ୱର: ସରକାରୀ ୧୦୮ ଆମ୍ବୁଲାନ୍ସ ଉପରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆକ୍ରୋଶ । ଆଜି ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟ ପରିସରରେ ଜଣେ ଘରୋଇ ଆମ୍ବୁଲାନ୍ସ ଚାଳକ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟାରେ ରୋଗୀଙ୍କୁ…

ସମୁଦ୍ରରେ ଫଶିଥିଲେ ମତ୍ସ୍ୟଜୀବୀ, ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ପରେ ଅଶାନ୍ତ ହୋଇପଡିଛି ସମୁଦ୍ର। ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ହେଲେ କିଛି ମତ୍ସଜୀବୀ ଲଘୁଚାପ ପୂର୍ବରୁ ସମୁଦ୍ରରେ ରହି ଯାଇଛନ୍ତି । ଏହିଭଳି ଏକ…

ରାଜଧାନୀ ଭୁବନେଶ୍ବରରେ ରେକର୍ଡ ପରିମାଣର ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ସଂଧ୍ୟା ସୁଦ୍ଧା ପୁରୀରେ ସର୍ବାଧିକ ୧୪୫ ମିଲିମିଟର ବର୍ଷା ହାଇଥିବା ବେଳେ…