Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭକ୍ତଙ୍କ ଲାଗି ଏହି ଦିନରୁ ଖୋଲିବ ପ୍ରସିଦ୍ଧ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ପ୍ରାୟ ତିନିମାସ ବ୍ୟବଧାନ ପରେ ଅଗଷ୍ଟ ୨୩ ରେ ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏହାସହିତ ଜିଲ୍ଲାର ଅନ୍ୟାନ୍ୟ ମନ୍ଦିର ମଧ୍ୟ ଭକ୍ତଙ୍କ ନିମନ୍ତେ ଖୋଲାଯିବ। ଭକ୍ତମାନଙ୍କୁ ଆଖଣ୍ଡଳମଣି ମନ୍ଦିରକୁ ସ୍ପର୍ଶ ପାଇଁ ବାରଣ କରାଯିବ ବୋଲି ଭଦ୍ରକ ଜିଲ୍ଲା…

ରାଜ୍ୟରେ ୯୮୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୨୮ ଛୁଆ ପଜିଟିଭ୍‌

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮୬ ଜଣ କରୋନା ଆକ୍ରାନ୍ତ। ଆଜି ବି ୦-୧୮ ବର୍ଷ ଭିତରେ ୧୨୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୫୭୪ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ…

ସାଧାରଣ ଯାତ୍ରୀଙ୍କ ଭଳି ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବଙ୍କ ରେଳ ଯାତ୍ରା

ଭୁବନେଶ୍ୱର: ନା ଅଛି ସୁରକ୍ଷା ପ୍ରୋଟୋକଲ ନା ଅଛନ୍ତି ସିକ୍ୟୁରିଟି ଗାର୍ଡ । ସାଧାରଣ ଯାତ୍ରୀଙ୍କ ଭଳି ଟ୍ରେନରେ ଯାତ୍ରା କରିଛନ୍ତି ଖୋଦ୍ ରେଳ ମନ୍ତ୍ରୀ ।ଭୁବନେଶ୍ୱରରୁ ରାୟଗଡା ରେଳରେ ଯାତ୍ରା କଲେ ରେଳ ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ । ହୀରାଖଣ୍ଡ ଏକ୍ସପ୍ରେସରେ ସେ ଯାତ୍ରା କରି ଯାତ୍ରୀଙ୍କ ସହ…

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଉ କଲେ BPED ଛାତ୍ରଛାତ୍ରୀ

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶଳାୟ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ବିପିଇଡି ଛାତ୍ରଛାତ୍ରୀ । ପିଇଟି ପଦବୀର ଯୋଗ୍ୟତାରେ ସଂଶୋଧନ ଦାବି କରି ଧାରଣା ଦେଇଛନ୍ତି ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେସନ ଛାତ୍ରଛାତ୍ରୀ । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ପିଇଟି ପଦବୀ ପାଇଁ ଯୁକ୍ତ…

ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ ଦାବିରେ ସାଇକେଲ ଯାତ୍ରା

ଗୁଣୁପୁର: ଉଭୟ ପ୍ରକଳ୍ପ ଓ ଅର୍ଥ ମଂଜୁର ହୋଇଥିଲେ ହେଁ ଆଗେଇପାରୁନି ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ କାମ । ଦିନକୁଦିନ ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ ଦାବି ଜୋର ଧରିବାରେ ଲାଗିଛି । ଆଜି ଗୁଣୁପୁରର ତ୍ରିନାଥ ମନ୍ଦିରଠାରୁ ଅବସରପ୍ରାପ୍ତ ଶିକ୍ଷକମାନେ ସାଇକଲ ରାଲି ଜରିଆରେ…

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ନୂତନ ସରକାରୀ ଭବନ ନିର୍ମାଣ ପାଇଁ ପଡ଼ିଲା ମୂଳଦୁଆ

କୋରାପୁଟ : କୋଟିଆ କବଜା କରିବାକୁ ଆଉ ପାଦେ ଆଗେଇଛି ଆନ୍ଧ୍ର । କୋଟିଆରେ ଆନ୍ଧ୍ର ସରକାର ପୁଣି କରିଛନ୍ତି ଜୋର ଜବରଦସ୍ତ ଅନୁପ୍ରବେଶ । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଫାଟୁସିନେରୀ ଅଞ୍ଚଳରେ ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର, କୃଷକ…

ମାଲକାନଗିରିର ୧ ଲକ୍ଷ ୫୫ ହଜାର ୮୨୩ ହିତାଧିକାରୀ ପାଇବେ BSKY ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଲୋକଙ୍କୁ ବଣ୍ଟାଯିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ । ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ଏହି BSKY ସ୍ମାର୍ଟ କାର୍ଡକୁ ବାଣ୍ଟିବେ ମୁଖ୍ୟମନ୍ତ୍ରୀ…

କ୍ରିୟାଶୀଳ ହେବ ସ୍ବାସ୍ଥ୍ୟ ସେବା: ୧୧,୦୦୬ଟି ନୂଆ ନର୍ସିଂ ଅଫିସର ପଦବୀ ସୃଷ୍ଟି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରାୟ ୧୧,୦୦୬ଟି ନୂଆ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି । ଏହି ପଦବୀ ଗୁଡିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ…

ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ବର : ଫାଲକନ୍ ଗ୍ରୁପ୍ ଅଫ୍ କମ୍ପାନୀ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ଅସୁସ୍ଥ । ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଆଇସିୟୁରେ ଭେଣ୍ଟିଲେଟର…

ଅଡୁଆରେ ସାଂସଦ ଭର୍ତ୍ତୃହରି ମହତାବ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର : ଅଡୁଆରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ସାକ୍ଷୀ ମହତାବ । ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ବୋହୂ ସାକ୍ଷୀ । ଭର୍ତ୍ତୃହରିଙ୍କ ସହ ସ୍ବାମୀ ଲୋକରଞ୍ଜନ ମହତାବ ଓ…