Latest Odisha News

BREAKING NEWS

Browsing Category

ଓଡିଶା

Odisha

PUCC ନଥିଲେ ବି ମିଳିବ ପେଟ୍ରୋଲ ଓ ଡିଜେଲ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ନମିଳିବା ନିଷ୍ପତ୍ତି ପ୍ରତ୍ୟାହୃତ କଲା ପରିବହନ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଜ ନିଷ୍ପତ୍ତିରୁ ଓହରିଛି ବିଭାଗ । ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ତେଲ ଦେବାରୁ ବଞ୍ଚିତ କରିପାରିବେ ନାହିଁ ବୋଲି…

ରାଜଧାନୀରେ ପଞ୍ଚତତ୍ତ୍ୱ ପାର୍କ, ସୁପୋଷିତ ଓଡ଼ିଶା ମିଶନର ଶୁଭାରମ୍ଭ…

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରଶିକ୍ଷଣ କେନ୍ଦ୍ର (SIWC) ପରିସରରେ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ କରିବା ସହ ‘ସୁଭଦ୍ରା ସାଧନ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ତଥା ସୁପୋଷିତ ଓଡ଼ିଶା ମିଶନ (SOM) ଅନ୍ତର୍ଗତ…

ଭୁବନେଶ୍ୱର ଷ୍ଟେସନରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ସ୍ନିଫର୍ ଡଗ୍ 

ଭୁବନେଶ୍ୱର: ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ନିୟମିତ ସୁରକ୍ଷା ଯାଞ୍ଚ ସମୟରେ ହରିୟାଣାର ଦୁଇଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେସନରୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟ ବାହାରର ବୋଲି ଜଣାପଡ଼ୁଥିବା ଏହି ଦୁଇଜଣଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା ଏବଂ ଏକ K-9…

ଚାଲିଥିଲା ବେଆଇନ ବାଣ ତିଆରି, ବିସ୍ଫୋରଣ ଘଟି ୫ ଆହତ

ଭୁବନେଶ୍ବର: ଛାତ ଉପରେ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟି ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗରରେ ଏହି ଘଟଣା ଘଟିଛି । ବାଣ ବିସ୍ଫୋରଣରେ ପରେ ସେ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ଜଣାପଡିଛି । ବିନା ଲାଇସେନ୍ସରେ…

ବଦଳିବ ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ନିଯୁକ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ !

ଭୁବନେଶ୍ୱର: ବଦଳିବ ଶିକ୍ଷା ବ୍ୟବସ୍ଥା । ଶିକ୍ଷକ ନିଯୁକ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ ! ଏଣିକି ୨ ବର୍ଷିଆ B.Ed ବନ୍ଦ । +୨ ପରେ ଛାତ୍ରଛାତ୍ରୀ ସିଧାସଳଖ ୪ ବର୍ଷିଆ ITEP କରିପାରିବେ। ଗ୍ରାଜୁଏସନ୍ ସହ ମିଳିବ B.Ed ଡିଗ୍ରୀ । କେନ୍ଦ୍ର ସରକାର ଏବଂ National Council for Teacher…

Puri Temple: ବୁଧବାର ଶ୍ରୀମନ୍ଦିରରେ ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ: ଆସନ୍ତାକାଲି ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ।…

ଚଳଚ୍ଚିତ୍ର ‘ଦଣ୍ଡେ ରହେ କାହାଣୀ କହେ: ବାଲୁକା କଳା’ ପାଇଁ ସନ୍ତୋଷ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ…

ଭୁବନେଶ୍ୱର: ଅନ୍ତର୍ଜାତୀୟ କୋଲକାତା ଫିଲ୍ମ ଫେଷ୍ଟିଭାଲରେ "ଦ ପ୍ରେମିୟର ମିଡ଼ିଆ" ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର 'ଦଣ୍ଡେ ରହେ କାହାଣୀ କହେ: ବାଲୁକା କଳା' ପାଇଁ ସନ୍ତୋଷ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି। ସନ୍ତୋଷ ପଣ୍ଡାଙ୍କ ଦ୍ବାରା ଲିଖତ ଏବଂ…

କ’ଣ ରହିବ ମୋକିମଙ୍କ ନୂଆ ଦଳର ନାଁ; ଦେଲେ ବଡ଼ ସୂଚନା…

କଟକ: କଂଗ୍ରେସରୁ ବହିଷ୍କୃତ ହୋଇଥିବା ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ନୂଆ ରାଜନୈତିକ ଦଳର ନାଁ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି। ବିଚାରାଧୀନ ସମ୍ଭାବ୍ୟ ନାଁ ମଧ୍ୟରେ "ଓଡ଼ିଶା ଜନତା କଂଗ୍ରେସ" ଓ "ଓଡ଼ିଶା ଲୋକ କଂଗ୍ରେସ" ଅନ୍ତର୍ଭୁକ୍ତ ରହିଛି । ଏପରିକି…

ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ

ଭୁବନେଶ୍ୱର: ବଢିଲା ଅଙ୍ଗନୱାଡି ପିଲାଙ୍କ ପୋଷାକର ମୂଲ୍ୟ । ମାଳତୀ ଦେବୀ ପ୍ରକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି । ସ୍କୁଲର ଉଭୟ ପୋଷାକ ଓ ଜୋତା ପାଇଁ ବଢ଼ାଯାଇଛି ସରକାରୀ ଖର୍ଚ୍ଚ। ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ପୂର୍ବରୁ ଛାତ୍ରଙ୍କ…

 NKS Bandh Call: ନବ ନିର୍ମାଣ କୃ‌ଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ନବ ନିର୍ମାଣ କୃ‌ଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସର ସମର୍ଥନ। ଆସନ୍ତାକାଲିର ଆନ୍ଦୋଳନକୁ ସମର୍ଥନ ଜଣାଇଲା କଂଗ୍ରେସ। ଆନ୍ଦୋଳନକୁ ସମର୍ଥନ ନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଦାସ। ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ।…