Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ୱଶୁରକୁ ହାଣି ଦେଲା ବୋହୂ

ଯାଜପୁର: ପାରିବାରିକ କଳହରୁ ହତ୍ୟା । ଶ୍ୱଶୁରକୁ ହାଣି ହତ୍ୟା କରିଛି ବୋହୂ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗାଁରେ । ମୃତକ ହେଲେ ପବନା ହାତୀ । ହତ୍ୟାକାରୀ ବୋହୂ ରୂପା ହାତୀ ଫେରାର୍ ଅଛନ୍ତି । ତାଙ୍କୁ ଧରିବାକ ପୋଲିସ ତନାଘନା ତଦନ୍ତ…

ଲଗାଣ ବର୍ଷାରେ ମାଲକାନଗିରିରେ ବୁଡ଼ିଲା କୋରକୋଣ୍ଡା ପୋଲ

ମାଲକାନଗିରି: ଦୁଇ ଦିନ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବୁଡିଛି କୋରକୋଣ୍ଡା ପୋଲ । ବ୍ରିଜ୍ ଉପରେ ୩-୪ ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବରଗଡ଼: ଭିଜିଲାନ୍ସ ଜାଲରେ ଫରେଷ୍ଟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ଘରେ ରେଡ୍ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ରେଡ୍…

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ‘ଇ-ସ୍ୱାସ୍ଥ୍ୟ’ ସେବା ଆରମ୍ଭ; ଲୋକଙ୍କୁ ମାଗଣାରେ ମିଳିବ ୭୬ ପ୍ରକାର ଡାକ୍ତରୀ ପରୀକ୍ଷା…

ସୁନ୍ଦରଗଡ଼: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନୋଟି ନୂଆ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ‘ଇ-ସ୍ୱାସ୍ଥ୍ୟ’ ସେବା ଆରମ୍ଭ ହୋଇଛି। ଏହା ଲୋକଙ୍କ ପାଇଁ ମାଗଣାରେ ୭୬ ପ୍ରକାର ଡାକ୍ତରୀ ପରୀକ୍ଷା ସୁବିଧା…

ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଅଲିମ୍ପିକ୍ସ ବିଜେତା ଭାରତୀୟ ହକି ଟିମ୍ । ମହିଳା ଟିମ୍ ବି ଆସିଛି । ଭୁବନେଶ୍ୱରରେ ଉଭୟ ଟିମ୍ ପହଞ୍ଚି ସାରିଛନ୍ତି । ବିମାନବନ୍ଦରରେ ଭଯ ପୁରୁଷ ଓ ମହିଳା ଟିମ୍ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କ୍ରୀଡ଼ାମନ୍ତ୍ରୀ…

ବଙ୍ଗୋପସାଗରରେ ଲଘୁଚାପ: ଆଜିଠୁ ଦୁଇ ଦିନ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାରପ ରୂପ ନେଇଛି । ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି । ଆଗାମୀ ୨ ଦିନ ଯାଏ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା…

ଓଡ଼ିଶାରେ ତଳମୁହାଁ କରୋନା ସଂକ୍ରମଣ: ଆଜି ଓଡ଼ିଶାରୁ ୭୨୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନାର ଦୈନିକ ସଂକ୍ରମଣ । ଏବେ ନିମ୍ନଗାମୀ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଲଗାତାର ଦ୍ୱିତୀୟ ଦିନରେ ହଜାରେ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୨୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୯୬ ଜଣ…

କାଲି ଓଡିଶା ଆସିବେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତର ପୁରୁଷ ଓ ମହିଳା ହକି ଟିମ୍ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି । ପୁରୁଷ ଟିମ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ପାଇଥିଲା ବେଳେ ମହିଳା ଦଳ ଅଳ୍ପକେ ସୁଯୋଗ ହାତଛଡା କରିଥିଲେ । ଭାରତୀୟ ହକି ଟିମର ପ୍ରାୟୋଜକ ଓଡିଶା ରହିଛି ।…

ଲଘୁଚାପର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ

ଭୁବନେଶ୍ବର : ଲଘୁଚାପର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଲଘୁଚାପ ଘନୀଭୂତ ହେବା ପରେ ଏହା ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ରହିଛି…

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସକୁ ସଫଳତା । ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ର ଲକମା ମାଡଭି, ଗଙ୍ଗା ମାଡ଼କମ ଓ ସୁକ ସୋଡି । ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓ ଗତିବିଧିରେ ଏମାନେ…