Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଘ ଚମଡ଼ା ଜବତ, ବେପାରୀ ଫେରାର

ନବରଙ୍ଗପୁର: ବାଘ ଚମଡ଼ା ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ଟିମ୍ । ନବରଙ୍ଗପୁର ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ରାଇଘର ଅଞ୍ଚଳରୁ ଗୋଟିଏ ବାଘ ଚମଡ଼ା ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ରାଇଘର ବନାଞ୍ଚଳ ଅଧିକାରୀ ସୁକୁମାର…

ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି ।…

ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ବିଧାୟକ, ଟ୍ରକ୍ ଧକ୍କାରେ କାର୍ ଚୁରମାର

ଯାଜପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକ । ତାଙ୍କ କାର୍‌କୁ ଏକ ଟ୍ରକ୍କ ଧକ୍କା ଦେଇଛି । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଯାଜପୁର ଜିଲ୍ଲା ଜାରକା ପାଖରେ ଦୁର୍ଘଟଣା ଘଟିଛି । ତେବେ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ସହ ଡ୍ରାଇଭର ସମ୍ପୂର୍ଣ୍ଣ…

ଓଡ଼ିଶାରେ ଆଉ ୧୩୮ ଛୁଆଙ୍କୁ କରୋନା, ୪ ଦିନରେ ୪୭୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ କମିଛି । କିନ୍ତୁ ବଢୁଛି ଛୋଟ ପିଲାଙ୍କ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ୦-୧୮ ବର୍ଷ ଭିତରେ ଆଉ ୧୩୮ ଜଣ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରୁ ମୋଟ୍ ୯୯୩ ଜଣ ପଜିଟିଭ୍ ବାହାରିଥିବା ବେଳେ ଏଥିରେ ଶିଶୁ ଓ କିଶୋରମାନଙ୍କ ସଂଖ୍ୟା ୧୩୮ ।…

ଆଜି ଓଡ଼ିଶାରୁ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୪୧୯

ଭୁବନେଶ୍ୱର: ରାଜ୍ୟରେ ଲଗାତାର ତୃତୀୟ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । ଯଦିଓ କାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୭୮ ଓ ଲୋକାଲ୍…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଅନ୍ବିତା

ଜୟପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଅନ୍ବିତା ।  ଜୟପୁର ୧୭୮ ଜୟପୁର ସହର ରାଜୁ ସାହିର ଶଙ୍କର ମିଶ୍ର ଓ ମାତା ମଧୁସ୍ମିତା ପାଣିଗ୍ରାହୀଙ୍କ ଝିଅ ହେଉଛନ୍ତି ଅନ୍ବିତା ମିଶ୍ର । ବୟସ ମାତ୍ର ସାଢେ ୫ ବର୍ଷ । ଏହି ବୟସରେ ସ୍ପଷ୍ଟ ଭାବେ ବିଭିନ୍ନ ଦେଶ ଓ ତାହାର ରାଜଧାନୀ ନାମ କହି…

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଝୁଲଣ ପର୍ବ

ପୁରୀ : ଚଳିତବର୍ଷ କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣ ଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି। ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଝୁଲିବେ । ଏହି ଯାତ୍ରା ୭ ଦିନ ଧରି ଚାଲିବ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀଜୀଉଙ୍କ…

ପୁରୀ-ଦୁର୍ଗ ଓ ଭୁବନେଶ୍ବର-ନୟାଗଡ଼ ଟାଉନକୁ ବିଶେଷ ଟ୍ରେନ

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗର ନିଷ୍ପତ୍ତି । ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଓ ଭୁବନେଶ୍ବର-ନୟାଗଡ଼ ଟାଉନ-ଭୁବନେଶ୍ବର ସ୍ପେଶାଲର ସେବା ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ ଅଗଷ୍ଟ ୨୧ରୁ ଏବଂ ଦୁର୍ଗରୁ…

ସୌମ୍ୟରଞ୍ଜନ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ, ବନ ବିଭାଗର ୨ କର୍ମଚାରୀଙ୍କୁ ମାରାଥନ ଜେରା

ଗଜପତି : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ଚତୁର୍ଥ ଦିନରେ ତଦନ୍ତ ପହଞ୍ଚି ଥିବା ବେଳେ, ଦ୍ବିତୀୟ ଦିନରେ ପୁଣି ବନ କର୍ମଚାରୀଙ୍କୁ ଜେରା କରିଛି ତଦନ୍ତକାରୀ ଟିମ୍ । ଆଜି ଡିଏଫଓଙ୍କ ଫାଟକ ଜଗୁଥିବା ସନ୍ତୋଷ ବିଶ୍ବାଳ ଓ ମାଳି ଅଜୟ ବେହେରାଙ୍କୁ ଘନ ଘନ…

ସାଂଘାତିକ ପ୍ରେମ ସଂପର୍କର ଜଘନ୍ୟ ପରିଣାମ, ବଳିପଡିଲେ ୨ ନବଜାତ ଶିଶୁ

କଳାହାଣ୍ଡି: ଆଜିର ଦିନରେ କେତେ ଶାଶ୍ୱତ ପ୍ରେମ ସଂପର୍କ ? କେତେ ପବିତ୍ର ପ୍ରେମର ସଂଜ୍ଞା ? ବୋଧ ହୁଏ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ । ହେଲେ କଳାହାଣ୍ଡି ଜିଲ୍ଲାରେ ସାମ୍ନାକୁ ଆସିଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ପ୍ରେମ…