Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖରସ୍ରୋତା ପ୍ରକଳ୍ପକୁ ବିରୋଧ ଘଟଣା, ଭଙ୍ଗାରୁଜା କରି ଗିରଫ ହେଲେ ୨୪ ଆନ୍ଦୋଳନକାରୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ରାଜକନିକା ଖରସ୍ରୋତା ପ୍ରକଳ୍ପକୁ ବିରୋଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ । ଆନ୍ଦୋଳନସ୍ଥଳରେ ଭଙ୍ଗାରୁଜା କରିବା ଘଟଣାରେ ୨୪ ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି । ସମସ୍ତଙ୍କୁ ଆଳି ଓ ରାଜକନିକା ଗାଁରୁ ପୋଲିସ ଗିରଫ କରିଛି । ଗିରଫ ପରେ…

ପୀଡିତାଙ୍କୁ ମିଳିଲା ନ୍ୟାୟ, ଜେଲରେ ବିବାହ ଉତ୍ସବ

କଟକ : ଶେଷରେ ପୀଡିତାଙ୍କୁ ମିଳିଛି ନ୍ୟାୟ । ବିବାହ କରିଛନ୍ତି ପ୍ରତାରଣାର ଶିକାର ପୀଡିତା । କଟକ ଚୌଦ୍ୱାର ସର୍କଲ ଜେଲରେ ହୋଇଛି ଏହି ବିବାହ ଉତ୍ସବ। ବିବାହ କରି ଅଭିଯୁକ୍ତ ଏବଂ ପୀଡିତାରୁ ପାଲଟିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ। ସାଲେପୁର ଅଞ୍ଚଳର ଯୁବକ ଜଣକ ନିଶ୍ଚିନ୍ତ କୋଇଲିର ଜଣେ ଯୁବତୀଙ୍କ…

ବିଜେଡିର ବଡ଼ ଘେଷଣା, ୨୭% ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ଦଳ

ଭୁବନେଶ୍ବର : ପଛୁଆ ବର୍ଗଙ୍କ ଲାଗି ବିଜେଡିର ବଡ଼ ଘୋଷଣା । ୨୭ ପ୍ରତିଶତ ପଛୁଆବର୍ଗ ପ୍ରାର୍ଥୀଙ୍କୁ ନିର୍ବାଚନରେ ଟିକେଟ୍ ଦେବ ବିଜେଡି । ଆଗାମୀ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ପଛୁଆ ବର୍ଗଙ୍କୁ ଟିକେଟ ଦେବାକୁ ଦଳ ଘୋଷଣା କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ମନ୍ତ୍ରୀ…

ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରୁଛନ୍ତି।…

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଖୋର୍ଦ୍ଧା: ପୁଣି କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧାରୁ ୧କିଲୋ ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଜିଲ୍ଲାର ଅଫତାବ, ଭଦ୍ରକ ଜିଲ୍ଲାର ମୁନା ଓରଫ ଶେଖ୍ କାମରୁଦ୍ଦିନ୍ ଓ…

ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ବାଲାନ୍ସ, ବିଶ୍ୱ ରେକର୍ଡ କଲେ ବଲାଙ୍ଗିର ଯୁବକ

ବଲାଙ୍ଗିର: ଆପଣ ଗୋଟିଏ ହାତ ଆଙ୍ଗୁଠିରେ ହକି ଷ୍ଟିକ୍ ଧରି ପାରିବେ କି ? ଯଦି ଧରି ରଖିପାରିବେ କେତେ ସମୟ ? ବୋଧେ କିଛି ମିନିଟ୍ ବି ବାଲାନ୍ସ କରି ରଖିବା ଅନେକଙ୍କ ପାଇଁ ମୁସ୍କିଲ ହୋଇଯିବ । କିନ୍ତୁ ଏହି ମୁସ୍କିଲ କାମ କରି ଓଡ଼ିଶାର ଜଣେ ଯୁବକ ଓ୍ୱାର୍ଲଡ ରେକର୍ଡ କରିଛନ୍ତି । ଗୋଟିଏ…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଫୁଲଡ୍ରେସ୍ ରିହରସାଲ୍, ସାମିଲ ହେଲେ ୩ଟି ଟ୍ରୁପ୍‌

ଭୁବନେଶ୍ୱର: ଚଳିତବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ୭୫ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ପ୍ରଦର୍ଶନ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏଥିପାଇଁ ଆଜି ଫୁଲଡ୍ରେସ୍ ରିହରସାଲ୍ କରାଯାଇଛି । ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ହୋଇଥିଲା ଫୁଲ ଡ୍ରେସ୍…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ଆଜି ୧୧୯୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୯ ତାରିଖରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮୮୬ ଥିଲା । ଆଜି ଏହି ସଂଖ୍ୟା ବଢ଼ି ୧୧ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ଶହ ୯୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…

ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ

କେନ୍ଦୁଝର: ପୋଖରୀ ବୁଡି ୨ ଶିଶୁ କନ୍ୟା ମୃତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଜଗମୋହନପୁର ଗାଁ ମୁଣ୍ଡା ସାହିରେେ ଏହିି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଗାଁର ଯୋଗୀ ମୁଣ୍ଡାଙ୍କ ୨ ବର୍ଷର ଝିଅ ସୁଇଟି ମୁଣ୍ଡା ଓ ସୁଶୀଲ ମୁଣ୍ଡାଙ୍କ ୩ ବର୍ଷର ଝିଅ ପରି ମୁଣ୍ଡା । ଦୁଇ…

ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରିଛି ଓଡ଼ିଶା ବନ ଉନ୍ନୟନ ନିଗମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର ମୁଖ୍ୟ ଶାସନ ସଚିବ ସୁରେଶ…