Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗିରଫ ହେଲେ ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲି ଓଡ଼ିଶା ହେଡ୍‌

ବାଲେଶ୍ବର : ଗିରଫ ହେଲେ ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲି ଓଡ଼ିଶା ହେଡ୍‌ । ଓଡ଼ିଶା ହେଡ୍‌ ବିକ୍ରମଜିତ୍ ଭୌମିକଙ୍କୁ କୋଲକାତାରୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ଗିରଫ କରିବା ପରେ ତାଙ୍କୁ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରିଛି ଇଓଡବ୍ଲୁ । କୋର୍ଟରେ ହାଜର ପରେ…

ନକ୍ସଲଙ୍କ ସହିଦ ସପ୍ତାହର ଶେଷ ଦିନ

ମାଲକାନଗିରି: ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହର ଆଜି ହେଉଛି ଶେଷ ଦିନ । ହେଲେ ଗତ କାଲି ମାଲକାନଗିରି ଛତିଶଗଡ ସିମାନ୍ତ ସୁକମା ଜିଲ୍ଲାରେ ନକ୍ସଲ ମାନେ ପାଳନ କରିଥିଲେ ସହିଦ ସପ୍ତାହ । ଏଥିରେ ସିମାନ୍ତ ମାଲକାନଗିରି ଓ ସୁକମା ଜିଲ୍ଲାର ଶହ ଶହ ଆଦିବାସୀ ଲୋକେ ଯୋଗ ଦେଇଥିଲେ । ଆଦିବାସୀ…

ନିଜ ବନ୍ଧୁକରୁ ଗୁଳି ମାରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର: ନିଜକୁ ନିଜେ ଗୁଳି କରିଦେଲେ ସୁରକ୍ଷାକର୍ମୀ । ଭୁବନେଶ୍ୱର ଗଙ୍ଗନଗରରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ । ତାଙ୍କ ନାଁ କୃଷ୍ଣଚନ୍ଦ୍ର ଦାସ । ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବରେ କାମ କରୁଥିଲେ । ଗତକାଲି ରାତି ୧୨ଟାରୁ ଗୋଟାଏ ଭିତରେ ଏହି…

ରାଜଧାନୀରେ ଦିନରେ ଲୁଟ୍: ମହିଳାଙ୍କ ପାଖରୁ ଝାମ୍ପି ନେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନରେ ଲୁଟ୍ । ମହିଳାଙ୍କ ପାଖରୁ ଝାମ୍ପି ନେଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ୱର ଜୟଦେବ ବିହାର ଛକରେ ଆଜି ସକାଳେ ଏହି ଲୁଟ୍ ହୋଇଛି । ଜଣେ ମହିଳାଙ୍କ ପାଖରୁ ଲୁଟେରା ୧୦ ଲକ୍ଷ ଟଙ୍କା ଛଡ଼ାଇ ଚମ୍ପଟ ମାରିଛନ୍ତି । ଲୁଟର ଶିକାର ହୋଇଥିବା…

କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ

କଟକ: ଅନଲକ୍ ପରେ ଧିରେ ଧିରେ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲୁଛି । ଆସନ୍ତାକାଲିଠୁ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ସମସ୍ତେ…

ଦେଶରେ ୨୪ଟି ଠକ ବିଶ୍ୱବିଦ୍ୟାଳୟ, ଓଡ଼ିଶାରେ ଅଛି ୨ଟି

ନୂଆଦିଲ୍ଲୀ: ଦେଶରେ ଛତୁ ଫୁଟିଲା ଭଳି ଶିକ୍ଷାନୁଷ୍ଠାନ । ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ବି ରହିଛି । କିନ୍ତୁ ନକଲି ବିଶ୍ୱବିଦ୍ୟାଳୟ ସଂଖ୍ୟା ବି କିଛି କମ୍ ନୁହେଁ । ଏବେ ଦେଶରେ ସେଭଳି ୨୪ଟି ଠକ ବିଶ୍ୱବିଦ୍ୟାଳୟ ରହିଛି । ସେଗୁଡ଼ିକୁ ଫେକ୍ ୟୁନିଭର୍ସିଟି ଭାବରେ ଘୋଷଣା କରିଛି ୟୁସିଜି । ଏନେଇ…

ACF ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ: କ୍ୱାର୍ଟର୍ସରେ ଡେମୋ ଦେଖାଇବେ ବିଦ୍ୟାଭାରତୀ !

ଭୁବନେଶ୍ୱର: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତଦନ୍ତ ପୁଣି ଥରେ ଜୋରଦାର ହୋଇଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ କପ୍ତିପଦାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍ । ସେମାନେ…

ଆଜି ଦିନ ୧୨ଟାରେ ବାହାରିବ CBSE ଦଶମ ରେଜଲ୍ଟ,

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ଦିନ ୧୨ଟାରେ ଘୋଷଣା ହେବ ରେଜଲ୍ଟ । ଏନେଇ ସିବିଏସଇ ପକ୍,ରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ cbseresults.nic.in ଓ cbse.gov.inରୁ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ଜେରା ପାଇଁ ପହଞ୍ଚିଥିଲା ପାରଳା ପୋଲିସ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଇଉୠ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ଏଯାଏ ପରଦା ହିଟିନି । ଘଟଣାର ୨୨ ଦିନ ପରେ ବି ପୋଲିସ କୌଣସି ନଷ୍କର୍ଷରେ ପହଞ୍ଚି ପାରିନି । ତଦନ୍ତ ଏବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରୀଭୂତ ଅଛି । ଦ୍ୱିତୀୟ ପର୍ୟ୍ୟାୟ ଜେରା ବିଦ୍ୟାଭାରତୀଙ୍କ…

ଆଜିଠୁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର

ସମ୍ୱଲପୁର: କରୋନା ସଂକ୍ରମଣ କମିବା ପରେ ଭକ୍ତଙ୍କ ପାଇଁ ଖୋଲିଛି ଭଗବାନଙ୍କ ଦୁଆର । ଆଜିଠୁ ଖୋଲିଲା ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କୋଭିଡ୍ କଟକଣାରେ ସକାଳ ୬ଟାରେ ସର୍ବସାଧାରଣ ଦର୍ଶ ପାଇଁ ମନ୍ଦିର ଖୋଲିଛି । ଦିନରେ ଦୁଇଟି ପର୍ଯ୍ୟାୟରେ ମା’ଙ୍କ ଦର୍ଶନ…