Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଲିସ୍ ପକ୍ଷରୁ ଯୌନ ନିର୍ଯାତନା ବିଷୟରେ ଛାତ୍ରୀଛାତ୍ରଙ୍କୁ ବିଶେଷ ତାଲିମ୍

ଗଜପତି: ଗଜପତି ପୋଲିସ୍ ପକ୍ଷରୁ ବିଦ୍ୟାଳୟରେ ସ୍ଵତନ୍ତ୍ର ତାଲିମ୍ ଦିଆଯାଉଛି । ମୋହନା ଥାନା ଗୁଣ୍ଡୀମା ଆଦର୍ଶ ବିଦ୍ୟାଳୟରେ ପୋସ୍କୋ ଆଇନ୍ ଓ ଶିଶୁ ଯୌନ ନିର୍ଯାତନା ବିଷୟରେ ଛାତ୍ରୀଛାତ୍ରଙ୍କୁ ବିଶେଷ ତାଲିମ୍ ସହ ସଚେତନ କରାଯାଇଛି । ଶିଶୁମାନଙ୍କୁ ପ୍ରଲୋଭନ ଦେଖାଇ କିଛି ଅସାମାଜିକ ଯୁବକ…

ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ…

ବିଜେପି ନେତାଙ୍କ ଭାଗିଦାରୀରେ ଲଘୁ ଖଣିଜ ସମ୍ପଦ ଲୁଟ୍ ଚାଲିଛି: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ବିଜେପି ନେତା ଓ କର୍ମୀଙ୍କ ପ୍ରୋତ୍ସାହନରେ ଏହା ଚାଲିଛି ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ…

Bomb Threat: ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ, ପୋଲିସ ଯାଞ୍ଚ ପରେ…

ଭୁବନେଶ୍ବର: ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଇ-ମେଲ୍ ଆସିବାରେ ଲାଗିଛି । ତିନି ଦିନ ତଳେ ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ ମିଳିଥିବାବେଳେ, ଆଜି ପୁଣି ଥରେ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିଛି । ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ…

Ganja Seized: ୧୧୧ କେଜିର ଗଞ୍ଜେଇ ଜବତ, ୫ ଜଣ ଗିରଫ

ବ୍ରହ୍ମପୁର: ରାଜ୍ୟରେ ଥମିବାର ନାଁ ଧରୁନି ଗଞ୍ଜେଇ ଚୋରା ଚାଲାଣ । ପୋଲିସ ଓ ଅବକାରୀ ବିଭାଗ ଡାଳେ ଡାଳେ ଗଲେ ଗଞ୍ଜେଇ ଚୋରା ଚାଲାଣକାରୀ ପତ୍ରେ ପତ୍ରେ ଯାଉଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ସମୟରେ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଧରିବାରେ ସପଳ ହେଉଛନ୍ତି ଅବକାରୀ ବିଭାଗ । ହେଲେ…

Qatar to Odisha: ମଧ୍ୟପ୍ରାଚ୍ୟରେ ଘୋମାଘୋଟ ଯୁଦ୍ଧ ଭିତରେ କତାରରୁ ଅଣାଗଲା ଓଡ଼ିଆ ଶ୍ରମିକଙ୍କ ମରଶରୀର

ଭୁବନେଶ୍ୱର: ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କତାର ଦେଶରେ ପ୍ରାଣ ହରେଇଥିବା ଓଡ଼ିଆ ଶ୍ରମିକ କୁନା ଖୁଣ୍ଟିଆଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ବାସିନ୍ଦା କୁନା ଖୁଣ୍ଟିଆ ଗତ ୪ ମାସ ତଳେ କତାର…

Odisha Politics: ରାଜ୍ୟସଭା ନିର୍ବାଚନକୁ ନେଇ ଏମିତି କହିଲେ ବିଜେଡି ବିଧାୟିକା ସୁବାସିନୀ

ଭୁବନେଶ୍ବର: ଗତକାଲି ସ୍ବାମୀ ରବୀନ୍ଦ୍ର ଜେନା ବିଜେପିରେ ମିଶିବା ପରେ ରାଜ୍ୟସଭା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ । ପ୍ରତିକ୍ରିୟାରେ କହିଲେ ମୋ ଭୋଟ କାହାକୁ ଦେବି ମୁଁ କାହିଁକି ଆପଣଙ୍କୁ ଜଣାଇବି । ବିଜେଡି ବିଧାୟିକା ସୁବାସିନୀ ଜେନା କହିଛନ୍ତି,…

IAS Reshuffles: ଆଇଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି…

ବବିଜେଡି ଓ କଂଗ୍ରେସ ମେଣ୍ଟ କରିବା ଏକ ହତାଶାର ମେଣ୍ଟ: ଅନିଲ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ 'ବିବାହ' ବିଷୟରେ ଉଲ୍ଲେଖ କରି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନଲାଇନରେ ଏବେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ରାଜ୍ୟସଭା ପାଇଁ ଦୁଇ ଦଳ…

Traffic Rule Violations: ସଡ଼କ ନିୟମ ଉଲ୍ଲଙ୍ଘନ କରୁଥିଲେ ସାବଧାନ… ମାର୍ଚ୍ଚ ୨୧ରୁ କଡ଼ା ଯାଞ୍ଚ

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ଓ ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ପରିବହନ ବିଭାଗ ଦ୍ୱାରା ହେବ ସ୍ୱତନ୍ତ୍ର ଅଭିଯାନ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ RTOଙ୍କୁ ଏସଂକ୍ରାନ୍ତରେ…