Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ବରକୁ ୨ଟି ପୁରସ୍କାର

ଭୁବନେଶ୍ବର : ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ବରକୁ ପୁଣି ଥରେ ପୁରସ୍କାର । ଇଣ୍ଡିଆନ ସ୍ମାର୍ଟ ସିଟି ଆଓ୍ୱାର୍ଡ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ହାସଲ କରିଛି ରାଜଧାନୀ ଭୁବନେଶ୍ୱର । କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ…

କିସ୍‍ରୁ ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ

ଭୁବନେଶ୍ୱର : କିସ୍‍ରୁ ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ ।  ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।  କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲ୍‍ର ୬୨୯…

ଆରଜିଏଚରେ ଖୋଲିଲା ଡାୟାଲିସିସ୍ ୟୁନିଟ୍,ରୋଗୀଙ୍କୁ ମାଗଣାରେ ସେବା

ରାଉରକେଲା : ଆରଜିଏଚରେ ଖୋଲିଲା ଡାୟଲିସିସ୍ ୟୁନିଟ୍ । ରୋଗୀଙ୍କୁ ମାଗଣାରେ ମିଳିବ ସେବା । କିଡନୀ ରୋଗୀଙ୍କ ଚିକିତ୍ସା ସୁବିଧା ଲାଗି ରାଉରକେଲା ସରକାରୀ ଚିକିତ୍ସାଳୟ ଆରଜିଏଚଠାରେ ରାଜ୍ୟ ସରକାରଙ୍କ ଅଧୀନରେ ଡାୟାଲିସିସ୍ ସେବା ଆରମ୍ଭ ହୋଇଛି । ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଏହି ୨୪…

ପିନାକ ରକେଟର ସଫଳ ପରୀକ୍ଷଣ

ବାଲେଶ୍ବର : ସ୍ବଦେଶୀ ଦୂରଗାମୀ ପିନାକର ସଫଳ ପରୀକ୍ଷଣ । ଚାନ୍ଦିପୁର ଠାରେ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରରୁ ପିନାକର ବର୍ଦ୍ଧିତ ରେଞ୍ଜ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରାଯାଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଥିଲା ।…

ଘରୋଇ ହସ୍ପିଟାଲରେ କେତେ ରହିଛି କରୋନା ଟିକା ଦାମ୍, ଜାଣନ୍ତୁ…

ଭୁବନେଶ୍ୱର: ସରକାରୀ ହସ୍ପିଟାଲ ଗୁଡିକରେ କରୋନା ଟିକା ମାଗଣାରେ ମିଳୁଥିବା ବେଳେ ଆପଣ ଚାହିଁଲେ ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ନେଇପାରିବେ। ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ। ଜାଣନ୍ତୁ, ଭୁବନେଶ୍ୱରରେ କୋଭାକ୍ସିନ ଏବଂ କୋଭିଶିଲ୍ଡର ମୂଲ୍ୟ କେତେ ରହିଛି...…

ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର : ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏସବୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟର ସମସ୍ତ ୩୦ଟି…

୧୮-୪୪ ବର୍ଗଙ୍କ ଟିକାକରଣ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ବୁକିଂ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। ବିଏମସିର ଟ୍ବିଟ…

ଭୁବନେଶ୍ବର ସମେତ ୫ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ପାଞ୍ଚଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଖୋର୍ଦ୍ଧା (ଭୁବନେଶ୍ୱର), ରାୟଗଡ଼ା, କନ୍ଧମାଳ, କେନ୍ଦୁଝର ଏବଂ ନୟାଗଡ଼ରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।…

ଓଡିଶାରେ ପ୍ରଥମ କୋଭିଡ ଡେଲ୍ଟା ପ୍ଲସ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତରୁ ଡେଲଟା ପ୍ଲସ ଭାରିଆଣ୍ଟର ୪୮ ଟି ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରେ ଓଡିଶାରୁ ଗୋଟିଏ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ (ଏନସିଡିସି) ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂ। ପ୍ରାୟ ୪୫ ହଜାର…

ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଯଶୱନ୍ତ ଜେଠୱାଙ୍କ ଦାୟିତ୍ବ ଗ୍ରହଣ

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ୧୯୯୪ ବ୍ୟାଚ IPS ଅଧିକାରୀ ଯଶୱନ୍ତ ଜେଠୱା ଦେବାଶିଷ ପାଣିଗ୍ରାହୀଙ୍କ ସ୍ଥାନ ନେଇଛନ୍ତି। ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପଦ ଖାଲି ପଡ଼ିଥିଲା । ଗତକାଲି ଆଇପିଏସ୍…