Latest Odisha News

BREAKING NEWS

Browsing Category

ଓଡିଶା

Odisha

ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ

ପାଟଣାଗଡ: ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ ଅଭିଯୋଗ । ବେଆଇନ ଭାବେ ସାର ପ୍ରସ୍ତୁତ ଏବଂ ମଂଜି ବିଶୋଧନ ପାଇଁ କେମିକାଲ ବ୍ୟବହାର କରାଯାଉଛି । ପାଖରେ ଥିବା ଚାଷ ଜମି ଗୁଡିକ ନଷ୍ଟ ହେବା ସହ ଅଂଚଳ ଦୂଷିତ ହେଉଥିବା ନେଇ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପାଟଣାଗଡ ଥାନା…

୬ ନେତାଙ୍କୁ ୩୦ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ବରିଷ୍ଠ ନେତାଙ୍କୁ ବିଜେଡି ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ୬ ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ଦଳ । ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ…

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ, କାହାକୁ କେଉଁ ଜିଲ୍ଲା ଦାୟିତ୍ୱ ?

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ସଂଗଠନ ସଜାଡ଼ିବାକୁ ବିଜେଡିର କସରତ । ବିଭିନ୍ନ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି । ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । କିଛି ନେତାଙ୍କୁ…

ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଗଲା ଏପିଡୋମିଲୋଜି ଟିମ୍

ଭୁବନେଶ୍ୱର: ରାଜ୍ୟରୁ ଚିହ୍ନଟ ହୋଇଛି ଗୋଟିଏ ଡେଲଟା ପ୍ଲସ କେସ୍ । ଦେବଗଡ଼ରୁ ଚିହ୍ନଟ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଯାଇଛି ଏପିଡୋମିଲୋଡି ଟିମ୍ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ…

ଆଜି ରାଜ୍ୟରୁ କରୋନାରେ ୪୭ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୯

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । କିନ୍ତୁ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣକୁ ଆସୁନି । ଦୈନିକ ୪୦ରୁ ୫୦ ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ୨୪ ଘଣ୍ଟାରେ ଆଉ ୪୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ୧୭ ଜିଲ୍ଲାରୁ କରୋନା ନେଇଛି ଜୀବନ । ଖୋର୍ଦ୍ଧା…

ପୁଣି ବଢ଼ିଲା ସଂକ୍ରମଣ: ରାଜ୍ୟରୁ ଆଜି ୩୫୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କାଲି କମିଥିଲା । ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଅଧିକ ଟେଷ୍ଟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୫୫୪ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୯୧୨ । ଗତକାଲି ୬୪ହଜାର ୨୫୫…

ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର

କେନ୍ଦ୍ରାପଡ଼ା: ରାସ୍ତାକଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୃତଦେହ ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର । ତାକୁ ଉଦ୍ଧାର କରି ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ୱୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ରାସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର…

ଚଳିତବର୍ଷ ରାଜ୍ୟରେ ହେବନି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ । କରୋନା ଯୋଗୁ ଏବର୍ଷ ପରୀକ୍ଷା ହୋଇ ନାହିଁ । ବିକଳ୍ପ ମୂଲ୍ୟାନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ଏହାପରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସୂଚନା…

ରାୟଗଡାରେ ମାଟ୍ରିକ ପାସହାର ୯୮.୬ ପ୍ରତିଶତ

ରାୟଗଡା : ରାୟଗଡା ଜିଲ୍ଲାରେ ମାଟ୍ରିକ ପାସହାର ୯୮.୬ ପ୍ରତିଶତ । ରାୟଗଡା ସରସ୍ପତୀ ଶିଶୁ ବିଦ୍ୟା ମନ୍ଦିରର ଶାଶ୍ଵତି ରଥ ହେଲେ ଜିଲ୍ଲାରେ ଟପ୍ପର । ମାଧ୍ୟମିକ ଶିକ୍ଷା ପରିଷଦ  ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୭.୮୮ପ୍ରତିଶତ ଛାତ୍ରଛାତ୍ରୀ…

ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ପରଲୋକ ହୋଇଛି । ଶୁକ୍ରବାର ଦିନ ଆପୋଲୋ ହସପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୭୫ ବର୍ଷ ବୟସ ହୋଇଥିଲା । ସେ ହେଉଛନ୍ତି ଜଷ୍ଟିସ୍ ନବକିଶୋର ଦାସଙ୍କ ପୁତ୍ର । ତାଙ୍କର ପତ୍ନୀ ସରିତା ଦାସ…