Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦଶମ ବୋର୍ଡ ରେଜଲ୍ଟ ପ୍ରକ୍ରିୟା: ଟେଷ୍ଟ ପରୀକ୍ଷା ଓ ନବମ ବାର୍ଷିକ ପରୀକ୍ଷା ନମ୍ବର ମାଗିଲେ ବିଏସଇ କର୍ତ୍ତୃପକ୍ଷ

ଭୁବନେଶ୍ୱର: କରୋନା ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି ସରକାର । ପରୀକ୍ଷଫଳ ପ୍ରକାଶ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଏଥିପାଇଁ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିଲେ ଜିଲ୍ଲା ଶିକ୍ଷା…

ଟିକା ଅଭାବ; ରାଜଧାନୀର ଘରୋଇ ଡାକ୍ତରଖାନାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ୧୮-୪୪ ବୟସ ବର୍ଗର ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ ସୋମବାର ଓଡିଶାରେ ପୁଣି ଥରେ ଆରମ୍ଭ ହୋଇଛି। ତେବେ ଟିକାର ତୀବ୍ର ଅଭାବ ହେତୁ ରାଜ୍ୟରେ ଥିବା ୧୫୦୦ କେନ୍ଦ୍ର ମଧ୍ୟରୁ ୨୫୬ରେ ଟିକାକରଣ ପ୍ରକ୍ରିୟା ଚାଲିଛି। ସ୍ୱାସ୍ଥ୍ୟ ଏବଂ…

କୋଭିଡ୍‌ ଡ୍ୟୁଟିରେ ସାମିଲ ହେଲେ ଏସସିବି ମେଡିକାଲ କଲେଜର ୬ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜର ୬ ଜଣ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀଙ୍କୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ କରାଯାଇଛି। ଏକ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ଯେ କୋଭିଡ୍‌-୧୯ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ସୁଗମ ପରିଚାଳନା ପାଇଁ IDCO…

ମମତାଙ୍କୁ ଫୋନ୍ କରି ବିଜୟ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବୃହତ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ବିଜୟ ପରେ ମମତା ବାନାର୍ଜୀଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଫୋନ୍ କରିଥିଲେ । ବୃହତ ବିଜୟ ପାଇଁ ଶୁଭେଚ୍ଛା…

ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ: ଆଜି ଓଡ଼ିଶାରୁ ୫ ମୃତ

ଭୁବନେଶ୍ୱର: ଆଜି ରାଜ୍ୟରେ ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । କିନ୍ତୁ କମିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ୫ ଆକ୍ରାନ୍ତଙ୍କ ଜୀବନ । ଗତକାଲି ୧୪ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଗତ ୨୪ଘଣ୍ଟାରେ ସୁନ୍ଦରଗଡ଼ରୁ ୩ ଜଣ ଓ ଖୋର୍ଦ୍ଧାରୁ…

ଆଜିଠୁ ରାଜ୍ୟରେ ୧୮-୪୪ ବର୍ଷଙ୍କୁ ଟିକାକରଣ, କେବଳ ଭୁବନେଶ୍ୱରରେ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ ଟିକାକରଣ । କେବଳ ଭୁବନେଶ୍ୱରରେ ୧୮-୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯାଉଛି । କୋ-ଓ୍ୱିନ୍ ପୋର୍ଟାଲ୍ କିମ୍ବା ଉମଙ୍ଗ ଓ ଆରୋଗ୍ୟ ସେତୁ ଜରିଆରେ ଯେଉଁମାନେ ପଞ୍ଜିକରଣ କରି ସ୍ଲଟ୍ ବୁକ୍ କରିଥିଲେ ସେମାନଙ୍କୁ ଟିକାକରଣ କରାଯାଉଛି ।…

ଆଜି ଓଡ଼ିଶାରୁ ୮୯୧୪ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ଆକ୍ରାନ୍ତ

ଭୁବନେଶ୍ୱର: ଦିନେ ପୂର୍ବରୁ ୧୦ ହଜାର ଡେଇଁଥିଲା ଦୈନିକ ସଂକ୍ରମଣ । କାଲି ୮ ହଜାରକୁ ଖସିଲା । ଆଜି ସଂଖ୍ୟା ପାଖାପାଖି ୯ହଜାର । ରାଜ୍ୟରେ ଏମିତି ସ୍ଥିତିରେ ରହିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୯୧୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…

କୋଭିଡରେ ମୃତ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ

ବଲାଙ୍ଗିର: କରୋନା ମହାମାରୀର କାୟା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ଅନେକ ଲୋକଙ୍କ ଜୀବନ ନେଉଛି । କେଉଁଠି ସଂକ୍ରମଣ ଭୟରେ ଲୋକ କରୋନା ସଂକ୍ରମିତଙ୍କ ଶବକୁ ଛୁଉଁନାହାଁନ୍ତି ତ ଆଉ କେଉଁଠି ସାଇକେଲରେ ନେବାକୁ ପଡ଼ୁଛି ମୃତଦେହ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୮୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ସଂକ୍ରମଣ ସଂଖ୍ୟା ବଢ଼ି ଚାଲୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ଆଉ ୮୦୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୧୯ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୬୯୦ । ସେହିପରି ଭୁବନେଶ୍ବର…

ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । କିନ୍ତୁ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୪ ସହରର ତାପମାତ୍ର । ବଲାଙ୍ଗିରରେ ସର୍ବାଧିକ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭବାନୀପାଟଣାରେ ୪୦.୧, ଟିଟିଲାଗଡ଼ରେ ୪୦…