Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖରା ଦିନରେ ବନ୍ୟା!

ମାଲକାନଗିରି:ଖରା ଦିନରେ ବନ୍ୟା ସ୍ଥିତି । କେନାଲ ବନ୍ଧ ଭାଙ୍ଗି ଗାଁ ରେ ପଶିଛି ବନ୍ୟା ଜଳ । ପାଣି ଘେରରେ ଲୋକେ ରହିଥିବା ବେଳେ ଘର ଦ୍ବାର ଓ ସମ୍ପତ୍ତି ନଷ୍ଟ ହେଇଯାଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଏମ୍ପିଭି-୨ ଗାଁ ରେ । ଲୋକେ ସବୁ ଗାଁରେ ଭୋକ ଉପାସରେ ରହିଥିଲେ ବି କୌଣସି ପ୍ରକାର…

୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର, ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି କାଳବୈଶାଖୀ ବର୍ଷା । ହେଲେ ତାତିରୁ ମିଳିନି ତ୍ରାହି । ଆଜି ରାଜ୍ୟର ୫ଟି ସହର ରହିଛି ୪୦ ଡିଗ୍ରୀ ଉପରେ । ୪୧ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ଚିନ୍ତା ବଢ଼ାଇଲା କରୋନାର ତ୍ରିପଲ୍ ମ୍ୟୁଟାଣ୍ଟ, ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍

ଭୁବନେଶ୍ୱର: ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ପୂର୍ବରୁ କୋଭିଡ୍ ସଂକ୍ରମଣ ବଢ଼ୁଥିଲା । ଏବେ ପଶ୍ଚିମବଙ୍ଗରେ ମିଳିଥିବା କୋଭିଡର ତ୍ରିପଲ୍ ମ୍ୟୁଟାଣ୍ଟ ଭୂତାଣୁ ବେଶ୍ ଭୟଙ୍କର ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ ଲାଗି…

୨ ଦିନ ପାଇଁ ବାତିଲ୍ ହେବ ରାଉରକେଲା-ଭୁବନେଶ୍ୱର ଓ ସମ୍ବଲପୁର-ପୁରୀ ବିଶେଷ ଟ୍ରେନ୍

ଭୁବନେଶ୍ୱର: ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ଦୁଇଦିନ ପାଇଁ ବାତିଲ ହେବ । ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଶାଳଗାଁ ଓ ରାଜଆଠଗଡ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ କାର୍ଯ୍ୟକ୍ଷମ ପାଇଁ ରାଜଆଠଗଡ଼ ଷ୍ଟେସନ ଠାରେ ନିରାପତ୍ତା…

ମାଓବାଦୀଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଘଟଣା, ଅମିତ ଶାହଙ୍କୁ ଦାୟୀ କଲା ଲାଲ୍ ବାହିନୀ

ମାଲକାନଗିରି: ଛତିଶଗଡ଼ର ବିଜାପୁରରେ ମାଓ ଗତିବିଧି ଲାଗି ରହିଛି । ଗତକାଲି ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ଫଟୋ ଓ ଭିଡିଓ ଜାରି କରିବା ସହ ପୋଲିସ୍ ଡ୍ରୋନ ସାହାଯ୍ୟରେ ବୋମା ପକାଇଥିବା ଲାଲ ବାହିନୀ କହିଥିଲା । ଆଜି ସଂଗଠନ ପକ୍ଷରୁ ଡ୍ରୋନର ଫଟୋ ଓ ଭିଡିଓ ଜାରି କରାଯାଇଛି ।…

ଟାଇମ୍‌ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗର ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍

ଭୁବନେଶ୍ବର: ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି । ଚଳିତବର୍ଷ କିଟକୁ ସାମଗ୍ରିକ ଇମ୍ପାକ୍ଟ୍ ରାଙ୍କିଙ୍ଗରେ ୨୦୧+ ରାଙ୍କ ମିଳିଛି । ଏସଡ଼ିଜିର ‘ରିଡିଉସିଂ ଇନ୍ଇକ୍ୱାଲିଟିଜ୍‍’…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୯୦ ଜଣ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୩୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୬୦ । ସେହିପରି ଭୁବନେଶ୍ବରରୁ ଆଜି ସୁସ୍ଥ ହୋଇଛନ୍ତି ୧୩୯ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି…

କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ୫୦ ପ୍ରତିଶତ ବେଡ୍ ରଖିବାକୁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ହଜାର ଡେଇଁଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘରୋଇ ହସ୍ପିଟାଲଗୁଡ଼ିକୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଘରୋଇ…

ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ୫ ଭାଲୁ ଛୁଆ ଉଦ୍ଧାର, ଜନ୍ତାରୁ ଉଦ୍ଧାର କଲା ବନବିଭାଗ 

ଭୁବନେଶ୍ବର: କାଜୁ ଜଙ୍ଗଲରୁ ୫ ଛୁଆ ଭାଲୁ ଉଦ୍ଧାର । ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ଭାଲୁ ଛୁଆଙ୍କୁ ଉଦ୍ଧାର କରିଛି ବନ ବିଭାଗ । ଭାଲୁ ଛୁଆଙ୍କୁ କେହି ଦୁର୍ବୁତ୍ତ ଜଙ୍ଗଲରେ ଲୁଚାଇ ଏକ ଜନ୍ତାରେ ରଖିଥିଲା । ଉଦ୍ଧାର ବେଳେ ଦୁଇ ଭାଲୁ ଛୁଆ ଜନ୍ତା ଭିତରେ ଥିଲେ । ଅନ୍ୟ ତିନୋଟି ବାହାରେ…

ଆରପାରିରେ ବରିଷ୍ଠ ଓଡିଆ ସିନେ ସମ୍ପାଦକ ରବିଶଙ୍କର ପଟ୍ଟନାୟକ

ଭୁବନେଶ୍ୱର: ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କ ପରଲୋକ ।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ରବିଶଙ୍କର ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ…