Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦ୍ରାପଡାରେ ଜନ୍ମ ନେଲା ଦୁଇ ମୁଣ୍ଡ ଓ ୩ ହାତ ଥିବା ବିରଳ ଶିଶୁ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ରବିବାର ଦିନ ଜଣେ ମହିଳା ଏକ ବିରଳ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଶିଶୁଟିର ଦୁଇଟି ମୁଣ୍ଡ, ତିନି ହାତ ଏବଂ ଗୋଟିଏ ଶରୀର ଦେଖିବାକୁ ମିଳିଛି। ସୂତ୍ରରୁ ପ୍ରକାଶ ଯେ, ରାଜନଗର ବ୍ଲକ ଅନ୍ତର୍ଗତ କାନି ଗାଁର ଅମ୍ବିକା ପରିଡାଙ୍କୁ ଶନିବାର ରାତିରେ…

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ, କ୍ଲବକୁ ଫାଇନ୍

ଭୁବନେଶ୍ୱର: କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରାଜଧାନୀର ଏକ ଲୋକପ୍ରିୟ କ୍ଲବକୁ ଫାଇନ୍ କରିଛନ୍ତି। ବିଏମସିର ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁରରେ ଥିବା ଏମ୍ବାସୀ କ୍ଲବ ଆଣ୍ଡ ସ୍କାଏ…

ଟିକାର ଅଭାବ; ରାଜ୍ୟର ୯୦୦ କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: କରୋନା ଟିକା ଅଭାବରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ରବିବାର ଦିନ ଓଡିଶାରେ ୯୦୦ ଟିକାକରଣ କେନ୍ଦ୍ର ବନ୍ଦ କରିବାକୁ ପଡିବ ବୋଲି ସୂଚନା ମିଳିଛି। ଏ ନେଇ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ୫୭୯ ଟିକାକରଣ…

ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା, ଆଜିଠୁ ଆଗାମୀ ୫ ଦିନ ଯାଏଁ ସତର୍କ ସୂଚନା 

ଭୁବନେଶ୍ବର: ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଆଜି ଅପରାହ୍ନରୁ ଆଗାମୀ ୫ ଦିନ ଯାଏ ଅର୍ଥାତ ୧୬ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଝଡ-ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କାଲି ସକାଳ…

ରାଜ୍ୟରେ କୋଭିଡ଼ ପାଇଁ କଟକଣା ଜୋରଦାର, କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡ଼ାକଡ଼ି ଚେକିଂ 

ଭୁବନେଶ୍ୱର: କରୋନା କଟକଣା ପାଇଁ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ାକଡ଼ି ଚେକିଂ ହେବ । ଏନେଇ ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି । ଆସନ୍ତକାଲି ଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଞ୍ଚ ହେବ ବୋଲି ସେ କହିଛନ୍ତି ।  ବିଏମସି ଏବଂ…

ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ

କଟକ: ଦୁଇ ବନ୍ଧୁକ ବେପାରୀ କଟକ ଚାଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଛନ୍ତି । ଚାଉଳିଆଗଞ୍ଜ ଥାନା ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ  ଆକସ୍ମିକ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ଦୁଇ ବନ୍ଧୁକ ବେପାରୀ ହେଲେ ଜଗତସିଂହପୁରର ଅଜିତ ରାୟ ଓ ଗଞ୍ଜାମର ଅଜୟ ମହାରଣା । ସେମାନଙ୍କ ଠାରୁ…

ଚାରି ଦିନରେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧ କୋଟିରୁ ଅଧିକ ଜରିମାନା ଆଦାୟ

ଭୁବନେଶ୍ୱର: ଓଡିଶା ପୋଲିସ ଦ୍ୱାରା କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ କରାଯାଇଥିବା ଜରିମାନା ଚାରି ଦିନ ମଧ୍ୟରେ ୧ କୋଟି ଟଙ୍କା ଅତିକ୍ରମ କରିଛି। ଚତୁର୍ଥ ଦିନରେ ମୁହଁରେ ମାସ୍କ ବ୍ୟବହାର ନିୟମକୁ ଉଲ୍ଲଂଘନ କରିବା ଏବଂ ସାମାଜିକ ଦୂରତା ନମାନିଥିବାରୁ ଓଡିଶା ପୋଲିସ ୧୧,୫୦୦…

ଆଜି ବନ୍ଦ ରହିଛି ଶ୍ରୀଜିଉଙ୍କ ଦର୍ଶନ

ପୁରୀ: କୋଭିଡ ସଂକ୍ରମଣର ମୁକାବିଲା ପାଇଁ ରବିବାର ଦିନ ଶ୍ରୀମନ୍ଦିର ସାନିଟାଇଜ କରାଯାଉଛି। ଯାହା ଫଳରେ ବନ୍ଦ ରହିଛି ଶ୍ରୀମନ୍ଦିର ଦର୍ଶନ। ପୂର୍ବ ନିଷ୍ପତି ଅନୁଯାୟୀ ଗତ ସପ୍ତାହରୁ ରବିବାର ଦିନ ମନ୍ଦିର ଦନ ବନ୍ଦ କରାଯାଇଛି। ଆଜି ସକାଳୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ ଭାବେ ସାନିଟାଇଜ…

ଧରାପଡିଲା ମୋବାଇଲ ଲୁଟେରା ଗ୍ୟାଙ୍ଗ, ୧୧ ଗିରଫ

ପୁରୀ: ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଏଥିରେ ୧୧ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୨୩ଟି ଚୋରି ହୋଇଥିବା ମୋବାଇଲ ଜବତ କରାଯାଇଛି । ୧୦ ଦିନ ଭିତରେ ଦୁଇଟି ଗ୍ୟାଙ୍ଗକୁ ଧରିଛି ପୋଲିସ । ଦ୍ଵିତୀୟ ଗ୍ୟାଙ୍ଗକୁ ବ୍ରହ୍ମଗିରି ଅଞ୍ଚଳରୁ ଗିରଫ କରିଛି…

୨ଟି ଜେଲରେ ୯ କଏଦୀ କରୋନା ସଂକ୍ରମିତ ଚିହ୍ନଟ

ପାରଳାଖେମୁଣ୍ଡି: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଜେଲରେ ସଂକ୍ରମଣ ଚିହ୍ନଟ ହୋଇଛି । ଗଜପତି ଜିଲ୍ଲାର ୨ଟି ଜେଲରେ ୯ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପାରଳାଖେମୁଣ୍ଡି ଉପ କାରାଗାରର ୩ ଜଣ କଏଦୀ ଓ ଆର.ଉଦୟଗିରି ଉପ କାରାଗାରର ୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ…