Latest Odisha News

BREAKING NEWS

Browsing Category

ଓଡିଶା

Odisha

ପିପିଲି ଉପନିର୍ବାଚନ: କାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଜୁନିଅର ମହାରଥୀଙ୍କ ପାଇଁ ମାଗିବେ ଭୋଟ 

ଭୁବନେଶ୍ବର: ପିପିଲିରେ ଉପନିର୍ବାଚନ ତାତି । ଭୋଟରଙ୍କ ମନ ଜିତିବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି ସବୁ ଦଳର ନେତା ଓ କର୍ମୀ । ଆସନ୍ତାକାଲି ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ପିପିଲି ବ୍ଳକ୍ ଓ ଏନଏସି ପାଇଁ କରିବେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବର୍ଗତ…

ଏପ୍ରିଲ୍ ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ମାମଲାରେ ବୃଦ୍ଧି ପରେ ସରକାର ନବମ ଓ ଏକାଦଶ ଶ୍ରେଣୀ ଲାଗି ବିଦ୍ୟାଳୟରେ ପାଠପଢ଼ାକୁ ବନ୍ଦ କରି ଦେଇଛନ୍ତି । ତେବେ ନବମ ଶ୍ରେଣୀ ପରୀକ୍ଷା ହେବା ନା ନାହିଁ ତା’କୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା…

ହାଇଦରକୁ ଧରିବାକୁ ଆଲର୍ଟରେ ଓଡ଼ିଶା ପୋଲିସ, ସବୁ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନଜର

ଭୁବନେଶ୍ୱର: ଓଡ଼ିଶା ପୋଲିସର ଅପରେସନ୍ ହାଇଦର । ଶନିବାପ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଚିକିତ୍ସାଧୀନ ଅବସ୍ଥାରେ ଫେରାର୍ ହୋଇଯିବା ପରେ ପୋଲିସର ଚିନ୍ତା ବଢ଼ିଛି । ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ କ୍ରାଇମବ୍ରାଞ୍ଚ…

SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣା, ୬ ପୋଲିସ ନିଲମ୍ବିତ

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ ସମ୍ବଲପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ସମ୍ବଲପୁର ଏସପି । ବିଭାଗୀୟୟ ତଦନ୍ତ ପରେ କାର୍ଯ୍ୟରେ ଅବହେଳା ସୁରକ୍ଷା ଦାୟିତ୍ୱରେ ଥିବା ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ…

ବାଲୁକା କଳା ମାଧ୍ୟମରେ କୋଭିଡ୍ ଟିକା ନେବାକୁ ଜନ ସଚେତନତା

ପୁରୀ: ଆଜିଠାରୁ ଦେଶରେ ଆରମ୍ଭ ହୋଉଛି ୪ ଦିନିଆ ଟିକା ଉତ୍ସବ । ଏହି ଅବସରରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରାଯାଇଛି । ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକା କଳାରେ ପ୍ରସ୍ତୁତ କରାଯାଇଛି ସବୁଠାରୁ…

ଅପରେସନ୍ ହାଇଦର: ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ପୋଲିସ ଡିଜି

ଭୁବନେଶ୍ୱର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ? ତାକୁ ଧରିବା ପାଇଁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି । ବୈଠକରେ ଉପସ୍ଥିତ ଅଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଜୟ…

ବାଇକକୁ ପିଟିଲା ଟ୍ରକ: ଦମ୍ପତି ମୃତ, ଝିଅ ଗୁରୁତର

ଯାଜପୁର: ବାଇକକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଦମ୍ପତି ମୃତ । ୮ ବର୍ଷର ଝିଅ ଗୁରୁତର ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର ନେଉଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ସ୍ୱାମୀ-ସ୍ତ୍ରୀ ଓ ଝିଅ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ ।…

ଟେନସନ୍ ଦେଉଛି ଛତିଶଗଡ଼: ସୀମାନ୍ତବର୍ତ୍ତୀ ଓଡ଼ିଶାର ୮ ଜିଲ୍ଲାରେ ମାଡୁଛି ମହାମାରୀ

ଭୁବନେଶ୍ୱର: ଓଡ଼ିଶାକୁ ଘାରିଛି ଛତିଶଗଡ଼ ଟେନସନ୍ । ସେଠି ବ୍ୟାପୁଛି ମହାମାରୀ । ଓଡ଼ିଶାରେ ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତ ୮ ଜିଲ୍ଲାରେ ଉପରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୧ ହଜାରରୁ ଅଧିକ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ…

ଆଜି ରାଜ୍ୟରୁ ୧୩୭୯ କରୋନା ପଜିଟିଭ୍, ଏସବୁ ଜିଲ୍ଲାରେ ବଢ଼ିଛି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୩ଶହ ୭୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭୧ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ…

ଅପରେନସ୍ ହାଇଦର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ? ଖୋଜୁଛି ପୋଲିସର ୪ଟି ଟିମ୍

ଭୁବନେଶ୍ୱର: ପୋଲିସକୁ ଚକମା ଦେଇ କଟକ ଏସସିବିରୁ ଚମ୍ପଟ ମାରିଥିବା ଗ୍ୟାଙ୍ଗଷ୍ଟାର ହାଇଦର କେଉଁଠୁ ଲୁଚିଛି ? ତାକୁ ଖୋଜୁଛି ପୋଲିସ । ଗତକାଲିଠାରୁ ଏଯାଏ କୌଣସି ପତ୍ତା ମିଳିନି । ହାଇଦରକୁ ଖୋଜିବା ପାଇଁ ୪ଟି ସ୍ପେଶାଲ୍ ଟିମ୍ ଗଠନ କରାଯାଇଛି । ରେଲ୍‌ୱେ ଷ୍ଟେସନ, ବିମାନ ବନ୍ଦର,…