Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ଦିନ ମଧ୍ୟରେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୯୦ ଲକ୍ଷରୁ ଅଧିକ ‌ଜରିମାନା ଆଦାୟ କରିଛି ଓଡ଼ିଶା ପୋଲିସ

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଜାରି କରି ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶା ପୋଲିସ ପ୍ରାୟ ୩୯ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ଅଭିଯାନର ତୃତୀୟ ଦିନରେ ମାସ୍କ ବ୍ୟବହାର ନକରିବା କିମ୍ବା ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୋଲିସ ୧୨,୧୪୫…

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , 'ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି' ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି…

ମାଲକାନଗିରିର ଏକ ଜୁନିଅର ସାଇନ୍ସ କଲେଜକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ମାଲକାନଗିରି: ଜଣେ ଛାତ୍ର କରୋନା ପଜିଟିଭ୍ ଆସିବା ପରେ ଜିଲ୍ଲା ପ୍ରଶାସନ ଶନିବାର ଏକ ଜୁନିଅର ସାଇନ୍ସ କଲେଜକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ଖବର ଅନୁଯାୟୀ, ଘଡାଇ ରେସିଡେନ୍ସିଆଲ୍ ଜୁନିଅର ସାଇନ୍ସ କଲେଜର କିଛି ଛାତ୍ରଙ୍କ ନମୁନା ପ୍ରଶାସନ ନେଇଥିଲା। ସେଥିରୁ…

ଗଞ୍ଜାମରୁ ୯ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ରେଞ୍ଜ ଅଧିନସ୍ଥ ବେଗୁନିଆପଡା ଅନ୍ତର୍ଗତ ଗୁରୁଝରି ଗ୍ରାମର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାର ହେବାପରେ ଗ୍ରାମବାସୀ ମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ…

ଆଉ ୨ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୨୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରଥମ ଲହର ଅପେକ୍ଷା କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା । ଆଉ ୨ କରୋନା ମୃତ୍ୟୁକୁ ମିଶାଇ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା…

କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ACS

କଳାହାଣ୍ଡି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ନିକଟରେ କରୋନା ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ…

ଚିଲିକାରେ ଇରାଓ୍ବାଡି ଡ଼ଲଫିନ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ଗତ ବର୍ଷ ଠାରୁ ଚଳିତ ଥର ଚିଲିକାରେ ଇରୱାଡି ଡଲଫିନ୍ ସଂଖ୍ୟାରେ ବହୁ ମାତ୍ରାରେ ବୃଦ୍ଧି ଘଟିଛି। ୨୦୨୦ ରେ ୧୪୬ ରହିଥିବା ବେଳେ ୨୦୨୧ ରେ ଏହି ସଂଖ୍ୟା ୧୬୨ କୁ ବୃଦ୍ଧି ପାଇଛି। ଫେବୃଆରୀରେ ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଏବଂ ଷ୍ଟେଟ ୱାଇଲ୍ଡ ଲାଇଫ ୱିଙ୍ଗ ଦ୍ୱାରା…

ଜେଲରେ ପଶିଲା କରୋନା, ୧୬ କଏଦୀ ସଂକ୍ରମିତ

ବାରିପଦା: ଉତ୍ତର ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଜେଲରେ ପଶିଛି କରୋନା । ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ଟିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ୨୬ଟି ନମୁନା ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିବା ବେଳେ…

SCB ମେଡିକାଲ ନର୍ସିଂ କଲେଜ ଅନ୍ୟାଦେଶ ଯାଏ ବନ୍ଦ

କଟକ: ଏସସିବି ମେଡିକାଲ ନର୍ସିଂ କଲେଜ ବନ୍ଦ । ଅନ୍ୟାଦେଶ ଯାଏ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ବନ୍ଦ ରହିବ ନର୍ସିଂ କଲେଜ । ଆଜି ସଂଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଅନ୍ତେବାସୀଙ୍କୁ…

୭୦ ଦିନରେ ରାଜ୍ୟରେ ଦିଆଯାଇଛି ୪୦ ଲକ୍ଷ ଡୋଜ୍ ଟିକା

ଭୁବନେଶ୍ୱର: ଜାନୁଆରୀ ୧୬ ରାଷ୍ଟ୍ରୀୟ ଟିକାକରଣ ଦିବସରୁ ଆରମ୍ଭ ହୋଇଥିବା ଟିକାକରଣ ରାଜ୍ୟରେ ଜାରି ରହିଛି । ଏପ୍ରିଲ୍ ୯ ସୁଦ୍ଧା ୭୦ ଦିନ ଭିତରେ ଓଡ଼ିଶା ୪୦ ଲକ୍ଷ ଡୋଜ୍ କୋଭିଟ୍ ଟିକା ଦେଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେବା ସହ ଏଥିପାଇଁ…