Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୬ ଆକ୍ରାନ୍ତ । ସମସ୍ତେ ଆରୋଗ୍ୟ ହେବା ପରେ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଚମ୍ପୁଆରେ କାଠ ଭର୍ତ୍ତି ପିକ୍ ଅପ୍ ଜବତ, ୩ ଗିରଫ

ଯୋଡ଼ା : କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ କରିଛି ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ଡିଭିଜନ । ଯୋଡ଼ା ବସଷ୍ଟାଣ୍ଡ ନିକଟରୁ ଏହି ଚୋରା କାଠ ବୋଝେଇ ପିକ୍ ଅପ୍ ଭ୍ୟାନକୁ ଜବତ କରାଯାଇଛି । ଏହାସହ କାଠ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଯୋଡ଼ା ବନେଇ…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଏନଏସଜି ଟିମର ସୁରକ୍ଷା ଯାଞ୍ଚ

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଯାଞ୍ଚ କରିଛି ଏନଏସଜି ଟିମ୍ । କମିସନରେଟ ପୋଲିସ ସହାୟତାରେ ଏନଏସଜିର ୪ ଜଣିଆ ଟିମ୍ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି…

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ, ମହାଲଢେଇ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନ, ମେ ୨ରେ ଭୋଟ୍…

ପିପିଲି: ଏପ୍ରିଲ ୧୭ରେ ପିପିଲି ଫାଇଟ୍ । ପିପିଲି ମହାସମର ପାଇଁ ଦିନ ଧାର୍ଯ୍ୟ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ଏପ୍ରିଲ ୧୭ରେ ପିପିଲି ବିଧାନସଭା ଲାଗି ମତଦାନ ହେବ । ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ…

ପାଣି ଟୋପେ ପାଇଁ ଡହଳବିକଳ ମାଲକାନଗିରି ନାରିଙ୍ଗିଝୋଲା ବାସିନ୍ଦା, ଜଳକଷ୍ଟ ଦୂର କରିବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି…

ମାଲକାନଗରି ଜିଲ୍ଲାରେ ଦୁର ହୋଇପାରୁନି ଜଳ ସଙ୍କଟ । ପାଣି ଟୋପେ ଲାଗି ଡହଳ ବିକଳ ହେଉଛନ୍ତି ନାରିଙ୍ଗିଝୋଲା ଗାଁ ଲୋକେ । ପାନୀୟ ଜଳ ଲାଗି ପାହାଡ଼ ଉପର ଥିବା ଏକ ଚୁଆ ଉପରେ ନିର୍ଭର କରୁଛନ୍ତି । ପାଣି ଟୋପେ ପାଇଁ ପାହାଡ ଚଢି ମାଇଲ ମାଇଲ ଯାଉଛନ୍ତି ମହିଳା । ମାଲକାନଗିରି ଜିଲ୍ଲା…

ପୁଣି ଥରେ ଟ୍ରାକ୍‌କୁ ଫେରିଛି ଓଲିଉଡ୍‌; ଜାଣନ୍ତୁ ରିଲିଜ୍ ଅପେକ୍ଷାରେ ଥିବା କିଛି ଓଲିଉଡ୍ ଚଳଚ୍ଚିତ୍ର…

ଭୁବନେଶ୍ୱର: କରୋନା ମହାମାରୀ ହେତୁ ପ୍ରାୟ ଏକ ବର୍ଷର ବିରତି ପରେ ଓଡିଶା ଚଳଚ୍ଚିତ୍ର ଶିଳ୍ପ ପୁଣିଥରେ ଆଗକୁ ବଢୁଛି। ଅନେକ ଓଡିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି ଏବଂ କିଛି ଚଳଚ୍ଚିତ୍ରର ମହୁରତ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରିଲିଜ୍ ଅପେକ୍ଷାରେ ଥିବା କିଛି ଓଲିଉଡ୍ ଚଳଚ୍ଚିତ୍ରଗୁଡ଼ିକ…

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାମନାଥ କୋବିନ୍ଦ, ୨୨ରେ ଯିବେ ପୁରୀ, ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନର…

ପୁରୀ: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ତାରିଖରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୨୨ ତାରିଖରେ ତାଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଉରକେଲା ଏବଂ ପରେ ପୁରୀ ଶ୍ରୀମନ୍ଦିର ଦର୍ଶନ ସହ କୋଣାର୍କ ଯିବାର ମଧ୍ୟ କାର୍ଯ୍ୟକ୍ରମ…

ପିପିଇ କିଟ୍ ଦୁର୍ନୀତି ମାମଲା, ଲୋକାୟୁକ୍ତଙ୍କୁ ରିପୋର୍ଟ ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ତଦନ୍ତ କରୁଥିବା ଭିଜିଲାନ୍ସ ମଙ୍ଗଳବାର ପ୍ରାଥମିକ ରିପୋର୍ଟ ଦେଇଛି । ଓଡ଼ିଶା ଲୋକାୟୁକ୍ତଙ୍କୁ ଅଭିଯୋଗର ପ୍ରାଥମିକ ରିପୋର୍ଟ ଦେଇଛି ଭିଜିଲାନ୍ସ । ଗତବର୍ଷ ମହାମାରୀ କୋଭିଡ୍ ପାଇଁ କିଣା ଯାଇଥିବା ମାସ୍କ ଓ…

ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ କରିବାକୁ ଦାବି, ଧର୍ମେନ୍ଦ୍ରଙ୍କୁ ପ୍ରଫୁଲ୍ଲଙ୍କ ଚିଠି 

ଭୁବନେଶ୍ବର: ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ ପ୍ରସଙ୍ଗ । ଏନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।  ଆଇଜିଏଚ୍କୁ ଏକ ମେଡିକାଲ କଲେଜ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଉରକେଲା ଗସ୍ତ…

ସର୍ବଦଳୀୟ ବୈଠକକୁ ବଏକଟ କଲା କଂଗ୍ରେସ

ଭୁବନେଶ୍ୱର: ମଣ୍ଡି ଅବ୍ୟବସ୍ଥା ଓ ବିଧାୟକ ସାନିଟାଇଜର୍ ପିଇବା ଘଟଣାକୁ ନେଇ ଅଚଳ ହୋଇଛି ବିଧାନସଭା । ଚାଲି ପାରୁନି ଗୃହ କାର୍ଯ୍ୟ । ପ୍ରତିଦିନ ଗୃହ କାର୍ଯ୍ୟ ବରବାଦ ହେଉଛି । ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକକୁ ବଏକଟ କରିଛି କଂଗ୍ରେସ । ଏହି ସୂଚନା…