Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ୧୩ତମ ରାଜ୍ୟସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଆୟୋଜିତ

ପୁରୀ : ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ପକ୍ଷରୁ ୧୩ତମ ରାଜ୍ୟ ସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କବୀ ପ୍ରତିମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬୦ଜଣ କବି…

ଜଙ୍ଗଲରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଦେଉଳିଆ ବାଘରାଖୋଲ ଜଙ୍ଗଲ 

ବାଙ୍କୀ: ଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଖରେ ଥିବା ଦେଉଳିଆ ବାଘରାଖୋଲ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି । ତେବେ ଏଯାଏ ଘଟଣାସ୍ଥଳରେ ଅଗ୍ନିଶମବାହିନୀ କି ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି । ନିଆଁ ଆୟତ୍ତ ନହେଲେ ଅଭୟାରଣ୍ୟକୁ ବ୍ୟାପିବା ଆଶଙ୍କା…

ଆଜି ଆସୁଛନ୍ତି ସ୍ବତନ୍ତ୍ର ଟାସ୍କଫୋର୍ସର ୨ ଜଣିଆ ଟିମ୍, ଶିମିଳିପାଳର କରିବେ ସମୀକ୍ଷା 

ବାରିପଦା: ଶିମିଳିପାଳରେ ନିଆଁ ଲାଗିବାର କାରଣ ଖୋଜିବାକୁ ଆସୁଛନ୍ତି ରାଜ୍ୟର ସ୍ବତନ୍ତ୍ର ଟାସ୍କଫୋର୍ସର ଏକ ୨ ଜଣିଆ ଟିମ୍ । ଜଙ୍ଗଲରେ ନିଆଁ କେମିତି ଲାଗିଲା ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା କରିବ ଏହି ଟିମ୍ ।  ଦିନ ସାଢେ ୧୨ଟା ବେଳକୁ ଏସଟିଆରର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ…

ଟିକାକରଣରେ ବୟସ୍କ ନାଗରିକଙ୍କୁ ଅଗ୍ରାଧିକାର, ସରପଞ୍ଚ ବାଛି ପାରିବେନି କିଏ ନେବ ଟିକା

ଭୁବନେଶ୍ୱର: ରାଜ୍ୟରେ ବୟସ୍କ ନାଗରିକଙ୍କ ଟିକାକରଣକୁ ଅଗ୍ରାଧିକାର ଦିଆଯାଇଛି । ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଦୈନିକ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ସୋମବାର ୯୨୭ଟି କେନ୍ଦ୍ରରେ ୧ ଲକ୍ଷ ୨୭୩ ଜଣ…

ରାଜ୍ୟରେ ଆଜି ୧୭ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ, ୪ଟି ଜିଲ୍ଲା କରୋନା ମୁକ୍ତ

ଭୁବନେଶ୍ୱର: ଦେଶରେ କରୋନା କେସ୍ ବଢୁଥିଲେ ବି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ୧୭ ଜିଲ୍ଲାରେ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ୧୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୭ ଓ ଲୋକାଲ୍ କଣ୍ଟାକ୍ଟ…

ଜାଲ ନୋଟ୍ କାରବାର ଅଭିଯୋଗରେ ପୂର୍ବତନ ମହିଳା ସରପଞ୍ଚ ଗିରଫ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଜାଲ୍ ନୋଟ୍ କାରବାର । ଗିରଫ ହେଲେ ପୂର୍ବତନ ମହିଳା ସରପଞ୍ଚ । ନରସିଂହପୁର ବନ୍ଧଗୁଡ଼ାର ପୂର୍ବତନ ସରପଞ୍ଚଙ୍କୁ ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରିଛି ହିନ୍ଦୋଳ ଥାନା ପୋଲିସ । ହିନ୍ଦୋଳ ବଜାରରେ ଭଡ଼ା ଘରି ରହି ବଜାରରେ ୧୧ ହଜାର…

ସାହି ଭିତରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ପୁରୀ: ଯୁବକଙ୍କୁ ଗୋଡ଼େଇ ଗୋଡ଼ଇ ହାଣିଲେ ଦୁର୍ବୃତ୍ତ । ସାହି ଭିତରେ ମରଣାନ୍ତକ ଆକ୍ରମଣ । ପୁରୀ ବାସେଳିସାହି ଥାନା ମିଶ୍ରସାହିରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି…

ଓଡ଼ିଶାରେ NSG ଟିମ୍: ଆଜି ଲିଙ୍କରାଜ ମନ୍ଦିରରେ ମକଡ୍ରିଲ୍, ୧୮ରେ ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡର (NSG) ପାଞ୍ଚ ଜଣିଆ ଟିମ୍ । ଏଥିରେ ଦୁଇ ଜଣ ଅଧିକାରୀ ଅଛନ୍ତି । ଏହି ଟିମ୍ ଆଜି ଲିଙ୍ଗରାଜ ମନ୍ଦିରରେ ମକ୍ ଡ୍ରିଲ୍ କରିବା କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ଏନଏସଜି ଟିମ୍ । କାଲି କୋଣାର୍କରେ ହେବ…

ବିଧାନସଭା ଅଚଳ: ଆଜି ବି ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଶାସକ-ବିରୋଧୀ ହଟ୍ଟଗୋଳ ଯୋଗୁ ଧୋଇ ଯାଇଛି ବିଧାନସଭା ତିନିଟି କାର୍ଯ୍ୟ ଦିବସ । ଅଚଳାବସ୍ଥା ହଟୁନି । ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ତମ୍ବିତଫାନ ଯୋଗୁ ଚାଲି ପାରୁନି ଗୃହ । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ…

କରୋନାର ନୂଆ ଷ୍ଟ୍ରେନ୍ ଅଧିକ ମାରାତ୍ମକ, ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଯଦିଓ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ସତର୍କତା ନିହାତି ଆବଶ୍ୟକ । ଏବେ ୬ଟି ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ…