Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଡିଏ ବିଲଡର ପ୍ରୀତି, ସବ ରେଜିଷ୍ଟାରଙ୍କୁ ତାଲା ପକାଇଲେ ଓକିଲ

ଭୁବନେଶ୍ବର: ବିନା ନୋଟିଫିକେସନରେ ସବ ପ୍ଲଟ ରେଜିଷ୍ଟ୍ରେସନ ବନ୍ଦକୁ ନେଇ ତାତିଲେ ଓକିଲ । ଏଥିପାଇଁ ରେଜିଷ୍ଟ୍ରେର ଅଫିସରେ ପକାଇଲେ ତାଲା ପକାଇଲେ ଉତ୍ତ୍ୟକ୍ତ ଓକିଲ । ଯାହାକୁ ନେଇ ରେଜିଷ୍ଟାର ଅଫିସରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି । ରେଜିଷ୍ଟ୍ରେସନ ଅଫିସରେ କିଏ ଜମିବାଡି…

କ୍ରୁଟ୍ ପକ୍ଷରୁ ୨୫ ରୁଟରେ ଗଡିବ ୧୮୫ ମୋ ବସ୍, ଜାଣନ୍ତୁ କ’ଣ ରହିଛି ସମୟ ସାରଣୀ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସହରରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଅଧିକ ମୋ ବସ୍ ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ଏନେଇ କ୍ରୁଟ୍ ପକ୍ଷରୁ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି।…

ଧୂପରୁ ଲାଗିଲା ନିଆଁ, ଜଳିଗଲା ଦୁଇ ବଖରା ଘର ସହ ଆସବାବପତ୍ର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ ମଧୁସୂଦନପୁର ଗାଁରେ ନିଆଁ ଲାଗି ପୋଡିଗଲା ଦୁଇ ବଖରା ଘର । ଧୂପ ନିଆଁରୁ ଘରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବା ଫଳରେ ଘରର ଚାଳ ସମ୍ପୂର୍ଣ୍ଣ ପୋଡିଯିବା ସହ ଆସବାବପତ୍ର ଓ କଂସାବାସନ ମଧ୍ୟ ପୋଡି ନଷ୍ଟ…

ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଆଡ୍ଡା ଜମାଇଲେଣି । ଖୋଲାଖୋଲି ଭାବେ ଧଳା ଜହରର କାରବାର କରୁଛନ୍ତି । ଆଜି ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି । ବ୍ରାଉନ ସୁଗାର କାରବାର ଚାଲିଥିବା ନେଇେ କୌଣସି…

ଏକ୍ରାମ କ୍ଷେତ୍ର ବୁଲି ଦେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଓ ପରିପାଶ୍ୱର୍ରେ ଥିବା ମନ୍ଦିର କୀର୍ତିରାଜି ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଆଜି ଏକାମ୍ରକ୍ଷେତ୍ର ବୁଲି ଦେଖିଛନ୍ତି ଭୁବନେଶ୍ୱର ସାଂସଦ ।…

ଶିକାର କରିବାକୁ ଯାଉଥିବା ବେଳେ ଶିକାରୀଙ୍କୁ ଧରିଲା ବନ ବିଭାଗ, ଦେଶୀ ବନ୍ଧୁକ ଓ ବାଇକ୍ ଜବତ

ଚଣ୍ଡିଖୋଲ: କଟକ ବନଖଣ୍ଡ ଅଧୀନ ବୈରୀ ଡାଳିଯୋଡା ରେଞ୍ଜ ଅଧୀନ ମଙ୍ଗରାଜପୁର ଅଂଚଳରୁ ଦୁଇ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ କରାଯାଇଛି । ଦୁଇ ଜଣ ଶିକାରୀ ମଙ୍ଗରାଜପୁର ଅଂଚଳରେ ଜଙ୍ଗଲକୁ ଶିକାର ପାଇଁ ବାଇକରେ ଯାଉଥିବା ବେଳେ ବନ ବିଭାଗ ଅଧିକାରୀ ସେମାନଙ୍କ ପିଛା…

ବାଳୁଙ୍ଗା ପୁଅ: ଟଙ୍କା ନଦେବାରୁ ବାପାଙ୍କୁ ହାଣିଲା

ଢେଙ୍କାନାଳ: ପୁଅ ବାପାକୁ ହାଣିଲା । ଟଙ୍କା ମାଗିବାରୁ ବାପା ଦେଲେ ନାହିଁ । ଏତିକିରେ ରାଗିଗଲା ବାଳୁଙ୍ଗା ପୁଅ । କାତିରେ ବାପାଙ୍କ ଉପରେ ଚୋଟ ପକାଇଲା । ଢେଙ୍କାନାଳ ଜିଲ୍ଲା ସଦର ଥାନା ପାରିଖେଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ବାପାକୁ କାତିରେ…

ଓଡ଼ିଶାରୁ ୮୬ ନୂଆ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୭୭ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଅଫଲାଇନରେ ବି ହୋଇପାରିବ ଟିକାକରଣ ପାଇଁ ପଞ୍ଜିକରଣ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କୁ ଟିକାକରଣ । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । କୋ-ଓ୍ୱିନ୍ ଆପରେ ରେଜିଷ୍ଟ୍ରେସନ କରାଯାଉଛି । ରାଜ୍ୟରେ ଅଫଲାଇନରେ ବି ପଞ୍ଜିକରଣ କରିପାରିବେ । ଏନେଇ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ…

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କରୋନା ଟିକା ନେଇଛନ୍ତି । ବିଧାନସଭାର ଡିସପେନସେରୀରେ ସେ ଦିନ ୧୧ଟାରେ କୋଭାକ୍ସିନ୍ ଟିକା ନେଇଛନ୍ତି। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଏମ୍‌ସରେ କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି। ଏ ସଂପର୍କରେ ସେ…