Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲି ଚାଷୀ ନେତାଙ୍କୁ ଭୋଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ : ଏବେ ରଣନୀତି ବଦଳାଇଲା ଆମ୍ ଆଦମୀ ପାର୍ଟି । ପଞ୍ଜାବ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆମ୍ ଆଦମୀ ପାର୍ଟି ନିଜର ରାଜନୈତିକ ଆଭିମୁଖ୍ୟ ବଦଳାଇଛି । ଏଥିପାଇଁ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ନେତାଙ୍କୁ ଆସନ୍ତାକାଲି ସାକ୍ଷାତ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ

ଫୁଲବାଣୀ : ଫୁଲବାଣୀ ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ଦିଆଯାଇଛି ହତ୍ୟା ଧମକ । ଆସନ୍ତା ଚାରି ଦିନ ମଧ୍ୟରେ ପରିଚାଳକଙ୍କୁ ହତ୍ୟା ସହ ଜଳେଶପଟା ଆଶ୍ରମକୁ ଉଡାଇ ଦେବାକୁ ଦିଆଯାଇଛି ଧମକ । ଅଜଣା ଫୋନ ନମ୍ବରରୁ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କ ପାଖକୁ ଏହି ଧମକପୂର୍ଣ୍ଣ କଲ ଆସିଛି…

ନବରଙ୍ଗପୁରରୁ ଗିରଫ ହେଲା ପଂଜାବୀ ପ୍ରେମିକ

ନବରଙ୍ଗପୁର: ଫେସବୁକରେ ସ୍ଥାପନ ହୋଇଥିଲା ବନ୍ଧୁତା । ହେଲେ ନବରଙ୍ଗପୁର ଟାଉନ ଥାନାରେ ବନ୍ଧୁତାର ଅନ୍ତ ଘଟିଥିଲା । ପଂଜାବର ଯୁବକ ସହ ଯୋଡିଥିଲା ନବରଙ୍ଗପୁର ମହିଳାଙ୍କ ସଂପର୍କ । ହେଲେ ବନ୍ଧୁତାକୁ ପ୍ରେମ ସଂପର୍କରେ ପରିଣିତ କରିବାକୁ ଚାହୁଁନଥିଲେ ବିବାହିତ ମହିଳା । ଅନ୍ୟପଟେ ଯୁବକ ଜଣକ…

ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କୋଭିଡ ଗାଇଡଲାଇନ ମାନିବାକୁ ଦେଲେ ଆହ୍ୱାନ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡ-୧୯ର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀରୁ ରାଜ୍ୟ ମୁକୁଳୁଥିବା ବେଳେ, ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୭୩ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୧ ଜଣ, ସମ୍ବଲପୁର ଓ ଅନୁଗୁଳରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ଼ରୁ ୪ ଜଣ,…

ଜ୍ୟୋତି ପ୍ରଡକ୍ସନର ଚତୁର୍ଥ ଅବଦାନ ‘ଭୋକ’ର ଶୁଭ ମହୁରତ

ଭୁବନେଶ୍ଵର: ସ୍ଥାନୀୟ ଭଞ୍ଜକଳା ମଣ୍ଡପ ସଭାଗୃହରେ ଶନିବାର ଜ୍ୟୋତି ପ୍ରଡକ୍ସନର ନୂଆ ଓଡିଆ ଚଳଚ୍ଚିତ୍ର ‘ଭୋକ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ,  ମୁଖ୍ୟ ବକ୍ତା ଭାବେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ,  ସମ୍ମାନିତ…

ରାଜ୍ୟରେ ବଦଳିଲା ପାଗ, ଆସନ୍ତା ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଉପକୂଳବର୍ତ୍ତି ଆନ୍ଧ୍ର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ହୋଇଛି । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ହେବାସହ ପାଗ କୋହଲା ରହିଛି । ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ…

ବିଲରୁ ଭାଲୁର ମୃତଦେହ ଉଦ୍ଧାର, ନଖ ଓ ଦାନ୍ତ ତାଡି ନେଇଥିବା ସନ୍ଦେହ

ଢେଙ୍କାନାଳ: ବିଲରୁ ଭାଲୁର ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୟାନୀଳକଣ୍ଠପୁର ଗାଁ ନିକଟ ବିଲରୁ ମୃତ ଭାଲୁ ଉଦ୍ଧାର ହୋଇଛି । ଶନିବାର ସକାଳେ ଏକ ମୃତ ଭାଲୁ ବିଲରେ ପଡିଥିବା ଲୋକେ ଦେଖିଥିଲେ ।  ମୃତ ଭାଲୁର ନଖ ଓ ଦାନ୍ତ କେହି ଦୁର୍ବୃତ୍ତ ତାଡି ନେଇଥିବା ବେଳେ…

ଜଗତସିଂହପୁର ଜିଲ୍ଲା ରାଜ୍ୟ ‘ବାଣୀକ୍ଷେତ୍ର’ ଭାବେ ଘୋଷିତ 

ଜଗତସିଂହପୁର: ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ରାଜ୍ୟ ‘ବାଣୀକ୍ଷେତ୍ର’ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ମୌଖିକ ଭାବେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାକୁ ବାଣୀକ୍ଷେତ୍ର ଭାବେ ସମ୍ବୋଧିତ କରାଯାଉଥିଲା । କିନ୍ତୁ ଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର…

ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ ଅନୁଷ୍ଠିତ

ଭୁବନେଶ୍ବର: ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ । ମାଷ୍ଟର କ୍ୟାଣ୍ଟିନ ଛକଠାରେ ଅନୁଷ୍ଠିତ ହୋଇଯାଇଛି ଏହି ମହାସମାବେଶ । ଆଜିର ମହାସମାବେଶରେ ୨୦୧୪ର ସ୍ଥିରୀକୃତ ସିଡ୍ୟୁଲ ରେଟର ୨୦୨୧ମୂଲ୍ୟଭିତ୍ତିରେ ପୁନଃ ଆକଳନ କରିବା, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ…