Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଚମକିଲେ ଦୂତୀ ଚାନ୍ଦ, BBCସ୍ପୋର୍ଟସ ୱିମେନ୍ ପୁରସ୍କାର ପାଇଁ ମନୋନୀତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ପୁଣି ଚମକିଲେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ ପାଇବେ ଦୂତୀ । ଏନେଇ ୫ଜଣ ଖେଳାଳୀ ନୋମିନେଟ୍ ହୋଇଥିବା ବେଳେ ସେଥିରେ ଦୂତୀଙ୍କ ନାଁ ରହିଛି । ଏହି ସମ୍ମାନ ପାଇଁ ଓଡିଶାର ଦୂତୀ ଚାନ୍ଦ, ସୁଟର୍ ମନୁ ଭାକର, ହକି…

ନବରଙ୍ଗପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ନବରଙ୍ଗପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ନାଁ ରାମଧର ଭୋତ୍ରା ଓ ଘର କୋଡ଼ିଙ୍ଗା ଥାନା ଦଶାପାଇଗୁଡ଼ା ଗାଁରେ । ଗତକାଲି ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ଚିକିତ୍ସା ପାଇଁ ରାମଧରଙ୍କୁ…

ମର୍ଣ୍ଣିଂ ଓ୍ୱାକ୍ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ସକାଳୁ ସକାଳୁ ପୁଣି ମାତିଲେ ଲୁଟେରା । ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ । ଭୁବନେଶ୍ୱର ଝାରପଡ଼ା ଜେଲ ସାମନା ରାସ୍ତାରୁ ଆଜି ସକାଳେ ଏହି ଲୁଟ ହୋଇଛି । ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସିଥିଲେ । ମର୍ଣ୍ଣିଂ…

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ରବିବାର ଦିନ ହୋଇଥିବା ହିମସ୍ଖଳନରେ ଓଡିଶାର ଜଣେ ୨୫ ବର୍ଷୀୟ ଯୁବକ ନିଖୋଜ ଥିବା ଜଣାପଡିଛି। ସେ ଭଦ୍ରକ ଜିଲ୍ଲାର ଧାମରା ଅଞ୍ଚଳର ହୋଇଥିବା ନେଇ ସୁତ୍ରରୁ ପ୍ରକାଶ। ଯୁବକ ଜଣକ ନଭେମ୍ବର ୫ରୁ ଋଷିଗଙ୍ଗା ପାୱାର ପ୍ରକଳ୍ପରେ…

ପିଲାଚୋର ସନ୍ଦେହରେ ପୋଲିସକୁ ପିଟିଲେ, ଏବେ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଗ୍ରାମବାସୀ ମାନେ ସାଧା ପୋଷାକଧାରୀ ପୋଲିସ ମାଡ଼ ମାରିଛନ୍ତି। ଚୋର ଧରିବାକୁ ପୁଲିସ ସାଧା ପୋଷାକରେ ଗାଁକୁ ଯାଇଥିବା ବେଳେ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ପୋଲିସକୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏହା ପରେ…

ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଭୟ ବୈଠକ ଲୋକସେବା ଭବନରେ ଆଜି ଅପରାହ୍ନରେ ବସିବାକୁ ଯାଉଛି। ୨୦୨୧-୨୨ ଆର୍ଥିକ ବର୍ଷ ବଜେଟକୁ ମନ୍ତ୍ରୀ ପରିଷଦ…

୩ ଲକ୍ଷ ୩୩ ହଜାର ଟପିଲା କରୋନା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୩ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୦୩୧ରେ ପହଞ୍ଚିଛି। https://twitter.com/HFWOdisha/status/1358798650319638536?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆସନ୍ତକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଭୟ ବୈଠକ ବସିବ । ଲୋକସେବା ଭବନରେ ଅପରାହ୍ଣରେ ବୈଠକ ବସିବ । ୨୦୨୧-୨୨ ଆର୍ଥିକ ବର୍ଷ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ କରାଯିବାର…

ଓଡ଼ିଶାର ଏହି ବିଦ୍ୟାଳୟକୁ ପୋଷ୍ୟ କଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନ ଅଧିନରେ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀରର ଅଲମା ମତର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟର…

ଖୋର୍ଦ୍ଧା ଓ ସୋନପୁରରେ ନୂଆ ଏସପି

ଭୁବନେଶ୍ୱର : ବରିଷ୍ଠ ଓପିଏସ୍ ସ୍ତରରେ ଅଦଳବଦଳ । ଖୋର୍ଦ୍ଧା ଓ ସୋନପୁରରେ ନୂଆ ପୋଲିସ୍ ଏସପିଙ୍କୁ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ଏସପି ରାଜକିଶୋର ଦୋରାଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ, ଗଜପତିରେ ଅତିରିକ୍ତ ଏସପି ଥିବା…