Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରିବା ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା ପିକଅପ୍ ଭ୍ୟାନ, ଜଣେ ମୃତ, ୩ ଗୁରୁତର 

ଟିଟିଲାଗଡ଼: ପରିବା ବ୍ୟବସାୟ ସମୟରେ ଘଟିଲା ଅଘଟଣ । ଟିଟିଲାଗଡ଼ ପୋଲିସ ଥାନା ନିକଟରେ ଥିବା ପରିବା ହାଟ ଉପରେ ଚଢିଗଲା ପିକ୍‌ଅପ୍‌ ଭ୍ୟାନ । ଘଟଣା ସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ପରିବା ବିକାଳୀ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ବଲାଙ୍ଗିର…

କୋରାପୁଟ ସାହିତ୍ୟ ଉତ୍ସବ ପାଇବ ପ୍ରବାସୀ ଭାଷା ସମ୍ମାନ ୨୦୨୧

ଭୁବନେଶ୍ବର: ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦ ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ ୨୦୨୧ ମସିହା ପାଇଁ ଘୋଷିତ ହୋଇଯାଇଛି । ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୨୦୧୮ ମସିହା ଠାରୁ ଆୟୋଜିତ ହୋଇ…

ଚାକିରି ଲୋଭରେ ଫସିଗଲା ବିଚରା, ଇଣ୍ଟରଭ୍ୟୁ ପାଇଁ ଡାକି ଚୋରକୁ ବାନ୍ଧିଲା ପୋଲିସ 

କେନ୍ଦ୍ରାପଡ଼ା: ପୋଲିସ ଫାସରେ ଫସିଗଲା ଚୋର । ଚାକିରି ଲୋଭରେ ଧରା ପଡିଗଲା ଚୋର । ଭିନ୍ନ ଏକ କୌଶଳରେ ଗହଣା ଦୋକାନ ଚୋରି ଘଟଣାରେ ଜଣେ ଚୋରକୁ ପଟ୍ଟାମୁଣ୍ଡାଇ ଥାନା ପୋଲିସ ବାନ୍ଧିଛି । ଚୋରି ହେବାର ପ୍ରାୟ ସପ୍ତାହକ ପରେ ସିସିଟିଭି ଫୁଟେଜ୍‌ ଆଧାରରେ ଚୋରକୁ ଚିହ୍ନଟ କରି କୌଶଳରେ ଗିରଫ…

ତୈଳ ଦର ବୃଦ୍ଧିର ପ୍ରତିବାଦ, ୧୫ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା କଂଗ୍ରେସ ଦେଇଛି ବନ୍ଦ ଡାକରା । ଆସନ୍ତା ୧୫ ତାରିଖରେ ରାଜ୍ୟରେ ବନ୍ଦ ପାଳନ କରିବ କଂଗ୍ରେସ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୧୫ ତାରିଖ ସକାଳ ୭ଟାରୁ ଦିନ ୧ଟା ଯାଏ ଓଡ଼ିଶା ବନ୍ଦ ପାଳନ କରିବ କଂଗ୍ରେସ ।…

ଆଉ ଏକ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’

ବ୍ରହ୍ମପୁର: ଓଡିଶା ପ୍ରଶାସନିକ ସେବା (ଓଏଏସ୍) ର ଜଣେ ବରିଷ୍ଠ ଅଧିକାରୀ ଡ. ଶ୍ୱେତା କୁମାର ଦାଶଙ୍କ ନିର୍ଦ୍ଦେଶିତ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ ଅନ୍ୟ ଏକ ଆନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି। ନିକଟରେ ସାନ ଫ୍ରାନ୍ସିସ୍କୋରେ ଆୟୋଜିତ ସାମାଜିକ ଏବଂ ଅର୍ଥନୈତିକ ଜଷ୍ଟିସ୍ ଫିଲ୍ମ…

ଆତ୍ମସମର୍ପଣ କରିଥିବା ବଡ଼ଭାଇକୁ ମାଓବାଦୀଙ୍କୁ ସୁପାରୀ ଦେଇ ହତ୍ୟା କଲା ସାନଭାଇ

ମାଲକାନଗିରି: ମାଓ ସଂଗଠନ ମୋହ ଛାଡ଼ି ପାରିଲେନି । ଶେଷରେ ଆତ୍ମସମର୍ପଣ କରିଥିବା ବଡ଼ଭାଇକୁ ମାଓବାଦୀଙ୍କୁ ସୁପାରୀ ଦେଇ ହତ୍ୟା କରିଛି ସାନଭାଇ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ । ସାନଭାଇ ଓ ହତ୍ୟାକାଣ୍ଡରେ ସାମିଲ…

ଦେଶରେ ଆକାଂକ୍ଷୀ ଜିଲ୍ଲା ତାଲିକାର ପ୍ରଥମ ସ୍ଥାନରେ ଗଜପତି, ପଞ୍ଚମରେ କୋରାପୁଟ

ନୂଆଦିଲ୍ଲୀ: ଦେଶର ଆକାଂକ୍ଷୀ ଜିଲ୍ଲା ତାଲିକାର ଟପ୍ ପୋଜିସନରେ ଓଡ଼ିଶାର ଦୁଇଟି ଜିଲ୍ଲା । ପ୍ରଥମ ଦଶଟି ସ୍ଥାନରେ ରହିଛନ୍ତି । ଆକାଂକ୍ଷୀ ଜିଲ୍ଲା ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି ରାୟଗଡ଼ା ଜିଲ୍ଲା । ସେହିପରି ପଞ୍ଚମ ସ୍ଥାନରେ ଅଛି କୋରାପୁଟ । ୨୦୨୦ ଡିସେମ୍ବର ମାସ ପାଇଁ ନୀତି ଆୟୋଗ…

ରାଜ୍ୟରେ ୯ ଦିନ ପରେ ଶହେ ଡେଇଁଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ନିୟନ୍ତ୍ରଣରେ ରହିଛି । ଲଗାତାର ୯ ଦିନ କମିବା ପରେ ଆଜି ଶହେ ଡେଇଁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୬୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୪୨ଟି…

କୋଷ୍ଟାଲ ହାଇୱେ କମିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: କୋଷ୍ଟାଲ ହାଇଓ୍ୱେ ପ୍ରସଙ୍ଗରେ ରାଜ୍ୟସଭାରେ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସେ କହିଛନ୍ତି, ପୂର୍ବରୁ ଯାହା ସନ୍ଦେହ କରୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି ।…

ଅଲଡୋ ହେଲା କନ୍ୟାରତ୍ନ: ପାଳଗଦା ଭିତରୁ ନବଜାତ ଶିଶୁ ଉଦ୍ଧାର

ଭବାନୀପାଟଣା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ପାଳଗଦା ଭିତରୁ ଜଣେ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଶିଉନି ଗାଁରୁ ନବଜାତକୁ ଉଦ୍ଧାର କରାଯାଇଛି । ଶୌଚ ପାଇଁ ଯାଉଥିବା କିଛି ମହିଳା ଆଜି ସକାଳେ ପାଳଗଦା ଭିତରୁ ଶିଶୁର କାନ୍ଦ ଶୁଣିଥିଲେ ।…