Latest Odisha News

BREAKING NEWS

Browsing Category

ଓଡିଶା

Odisha

IPL ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କଲା OCA

କଟକ: ଓଡ଼ିଶା ପ୍ରିମିୟର ଲିଗ୍ ବା IPL ପାଇଁ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ । BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ (OCA) । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତାରିଣୀ ସ । ଏନେଇ…

ସପ୍ତାହେ ଭିତରେ ଆସିବ ଦ୍ୱିତୀୟ ପର୍ଯ୍ୟାୟ କୋଭାକ୍ସିନ ଟିକା, ଏଣିକି ସିଏଚସିରେ ତିନି ଦିନ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ୍ ଟିକାକରଣ । ସପ୍ତାହେ ଭିତରେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିବ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ ଟିକା । କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ରାଜଧାନୀରେ ସାଇକ୍ଲୋଥନ ଆୟୋଜିତ

ଭୁବନେଶ୍ୱର: ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ୱରରେ ସାଇକ୍ଲୋଥନ ଆୟୋଜିତ ହୋଇଛି । ଚଳିତବର୍ଷର ଥିମ୍‌ ରହିଛି ପେଡାଲ୍‌ ଫର୍‌ ରୋଡ୍‌ ସେଫଟି । ସଡକ ସୁରକ୍ଷାର ବାର୍ତ୍ତା ନେଇ ଶତାଧିକ ସାଇକ୍ଲିଷ୍ଟ ଏଥିରେ ସାମିଲ ହୋଇଥିଲେ । ସାଇକ୍ଲୋଥନ ଭୁବନେଶ୍ୱର ଓଏସ୍‌ଆରଟିସି…

ପରେଡ୍ ରିହରସାଲ୍ ପାଇଁ ଗାନ୍ଧିମାର୍ଗରେ ଟ୍ରାଫିକ କଟକଣା, ଅମାନିଆ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ଆରମ୍ଭ ହେଉଛି ପରେଡ୍ ରିହରସାଲ୍ । ଆଜି ଅପରାହ୍ଣ ସାଢ଼େ ୨ଟାରୁ ୫ଟା ମଧ୍ୟରେ ମଧ୍ୟ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯିବ । ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଆସିବାକୁ ଦିଆଯିବ ନାହିଁ ।  ଜନପଥରେ ଟ୍ରାଫିକ୍‌ ଚଳାଚଳ ସ୍ୱାଭାବିକ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି: ଆଜିଠୁ ପରେଡ୍ ରିହରସାଲ୍, ଜଗିବେ ୩୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ଆଉ ତିନି ଦିନ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୁବନେଶ୍ୱର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ ରିହରସାଲ୍ । ପରେଡ୍‌ ଅଭ୍ୟାସରେ ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ ଭାଗ ନେବେ । କେବଳ…

ଥାନାରେ ରାତି କାଟିଲେ ବିଜେପି ନେତା

ସମ୍ୱଲପୁର: ସାରା ରାତି ଉଜାଗର ରହି ଥାନା ପରିସରରେ ବସିଲେ ବିଜେପି ନେତା । ଚାଷ ଅଧିକାରୀ ରାଲି ବେଳେ ସମ୍ୱଲପୁରରୁ ଗିରଫ ବିଜେପି ନେତା ଥାନାରେ ରାତି କାଟିଛନ୍ତି । ପୋଲିସ ଛାଡ଼ିବା ପରେ ବି ଶୀତ କାକରରେ ସେମାନେ ଟାଉନ୍ ଥାନା ଆଗରେ ବସିରହିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କନକ…

ଛୁରାମାଡ଼ କରି ସୁନା ବ୍ୟବସାୟୀଙ୍କଠାରୁ ଗହଣା ଲୁଟ୍

ନବରଙ୍ଗପୁର: ସୁନା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ଗହଣା ଲୁଟ୍ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଭାରସୁଣ୍ଡି ଗାଁରୁ ଜଣେ ସୁନା ବ୍ୟବସାୟୀ ଲୁଟର ଶିକାର ହୋଇଛନ୍ତି । ବ୍ୟବସାୟୀ ଜଣଙ୍କ ହେଲେ ଆଶାରାମ ଗଣ୍ଡ । ମୋଟରସାଇକେଲ ଯୋଗ ସେ ଗୋନା ବଜାରରୁ ଫେରୁଥିଲେ ।…

ଏଥର ନିଜ ସ୍କୁଲରେ ପରୀକ୍ଷା ଦେବେ ମ୍ୟାଟ୍ରିକ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଏଥର ନିଜ ସ୍କୁଲରେ ହେବ ମାଟ୍ରିକ୍‌ ପରୀକ୍ଷା। ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ହେବ ପରୀକ୍ଷା। ନିଜ ସ୍କୁଲରେ ପରୀକ୍ଷା ହେଲେ ସୁଦ୍ଧା ଅନ୍ୟ ସ୍କୁଲ ଶିକ୍ଷକ ହେବେ ପରୀକ୍ଷା ନିରୀକ୍ଷକ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ…

ପୁରୀ ପୋଲିସ କବ୍ଜାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ପୁରୀ: ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ। ମୋଟ ୩ ଜଣ ଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଙ୍କ ଠାରୁ ୯ ଟି ଚୋରି ମୋବାଇଲ ଏବଂ ଏକ ବାଇକ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଅଭିଯୁକ୍ତ ମାନେ ଖୋର୍ଦ୍ଧା ଜଟଣୀ ର ଇସ୍ତିଆକ ଅହମଦ , ସତ୍ୟବ୍ରତ…

ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ: ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ସୁନ୍ଦରଗଡ଼ ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ…

ସୁନ୍ଦରଗଡ଼ : ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର‌୍ୟ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି। ଜାତୀୟ ସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍’ବର୍ଗରେ ସେମି ଫାଇନାଲ…