Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୫ ଆକ୍ରାନ୍ତ 

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। https://twitter.com/bmcbbsr/status/1352590345356210177?s=19 ଚିହ୍ନଟ…

ପୁରୀ ଓ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୪୭୭/୦୮୪୭୮ ପୁରୀ-ଯୋଗ ନଗରୀ ରିଷିକେଶ-ପୁରୀ ସ୍ପେଶାଲ ଟ୍ରେନ ୨୭ ଜାନୁୟାରୀରୁ ୩୦ ଏପ୍ରିଲ, ୨୦୨୧ ମଧ୍ୟରେ ପୁରୀରୁ ପ୍ରତିଦିନ ରାତ୍ର…

ବାଟ କାଟି ପଳାଉଥିଲେ ବିଧାୟିକା, ୭ କି.ମି ପର୍ଯ୍ୟନ୍ତ ଚଲାଇ ଚଲାଇ ନେଲେ ଉତ୍ତ୍ୟକ୍ତ ଲୋକେ

କରଞ୍ଜିଆ : ଲୋକଙ୍କ ଭିଡ଼ ଦେଖି ବାଟ କାଟି ଚାଲି ଯାଉଥିବା ବିଧାୟିକାଙ୍କୁ ଅଟକାଇ ଚଲାଇ ଚଲାଇ ନେଇଛନ୍ତି ଉତ୍ୟକ୍ତ ଲୋକେ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ । କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ 7 କିମି ପର୍ଯ୍ୟନ୍ତ ଚଲାଇ ଚଲାଇ କ୍ଷତିଗ୍ରସ୍ତ ଅଞ୍ଚଳ ଓ…

କେଲୁଅ ନଦୀ ଭାଙ୍ଗିବା ଘଟଣା, ଭିଜିଲାନ୍ସ ତଦନ୍ତ ଆରମ୍ଭ 

ଯାଜପୁର : କେଲୁଅ ନଦୀ ଭାଙ୍ଗିବା ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ହର ନାରାୟଣ ପତିଙ୍କ ନେତୃତ୍ବରେ ୫ ଜଣିଆ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିପରି ଘାଇକୁ ଭଙ୍ଗା ଯାଇଛି । ଏଥିରେ କୌଣସି ସରକାରୀ କର୍ମଚାରୀ…

ଆତ୍ମହତ୍ୟା ଉଦ୍ୟମ, ଦେହରେ କିରୋସିନି ଢାଳି ନିଆଁ ଲଗାଇଲେ ଯୁବତୀ 

ଧର୍ମଗଡ଼: ନିଜ ଦେହରେ କିରୋସିନି ଢାଳି ହୋଇ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ଗଣେଶ୍ବରପୁର ଗାଁରେ । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣଙ୍କ ହେଉଛନ୍ତି 23 ବର୍ଷ ବୟସ୍କ ରୋହିଣୀ ଭୁଏ ।…

ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି : ବିଜେଡି

ଭୁବନେଶ୍ବର : ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ବିଜେଡି । ଚାଷୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାରଙ୍କ ନିକଟରେ ବିଜେପି ନେତା ଦାବି କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ରାଜ୍ୟରେ ଧାନ ସଂଗ୍ରହ…

ବାଲେଶ୍ବରରେ ବିଜେଡି ପାଳିଲା ବିଜୟ ଉତ୍ସବ

ବାଲେଶ୍ବର : ବାଲେଶ୍ବରରେ ବିଜେଡି ପାଳିଲା ବିଜୟ ଉତ୍ସବ । ଉପନିର୍ବାଚନରେ ବିଜୟ ନେଇ ବାଲେଶ୍ବର ମ୍ୟୁନିସିପାଲିଟିର ୯ଟି ଓ୍ବାର୍ଡରେ ବିଜେଡି ପାଳନ କରିଛି ବିଜୟ ଉତ୍ସବ । ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବରେ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମନ୍ତ୍ରୀ…

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପୁଣି ଦନ୍ତା ହାତୀର ମୃତ୍ୟୁ ହୋଇଛି । ଜୁଜୁମୁରା କଂସର ଜଙ୍ଗଲରେ ବିଦ୍ୟୁତ ଆଘାତରେ ମାଈ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଜଙ୍ଗଲରେ ହାତୀଟି ବାଉଁଶ ଗଛ ଭାଙ୍ଗି ଖାଉଥିବା ବେଳେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ହାତୀବାରିରୁ ଜୁଜୁମୁରା ୧୧…

ବିଧାନସଭା ବଜେଟ୍ ଅଧିବେଶନରେ ଅନଲାଇନ ପ୍ରଶ୍ନୋତ୍ତର

ଭୁବନେଶ୍ୱର: ଅନଲାଇନରେ ଚାଲିବ ବିଧାନସଭାର ବଜେଟ ଅଧିବେଶ । ପ୍ରଶ୍ନୋତ୍ତର ଅନଲାଇନରେ ହେବ । ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ । ଉତ୍ତର ବି ପାଇବେ ଅନଲାଇନରେ । ମୋବାଇଲରେ ମିଳିବ ବିଧାୟକ ପଚାରିଥିବା ପ୍ରଶ୍ନର ଉତ୍ତର । ନୋଭା ଆପ୍ ଜରିଆରେ ସବୁ ତଥ୍ୟ ଦେଇପାରିବେ ବିଧାୟକ । ବିଧାନସଭାକୁ…

ଆଜି ରାଜ୍ୟର ୯ ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ, ଚିହ୍ନଟ ହେଲେ ୧୫୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୁଇ ଶହ ଭିତରେ ରହୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ନିୟନ୍ତ୍ରଣକୁ ଆସିଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୫୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୫ଟି । ୨୧ ଜିଲ୍ଲାରୁ ନୂଆ…