Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ: ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ସୁନ୍ଦରଗଡ଼ ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ…

ସୁନ୍ଦରଗଡ଼ : ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର‌୍ୟ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି। ଜାତୀୟ ସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍’ବର୍ଗରେ ସେମି ଫାଇନାଲ…

ନବରଙ୍ଗପୁରରେ ୨ ଲକ୍ଷ ଝାମ୍ପି ନେଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ସାରଙ୍ଗିଆ ଜଙ୍ଗଲ ନିକଟରେ ଲୁଟ୍ । କୋଡିଙ୍ଗା-ଚଟ୍ଟାହାଣ୍ଡି ରାସ୍ତାରେ ପ୍ରାୟ ସଂଧ୍ୟା ୫ଟାରେ ଏହି ଲୁଟ୍ ହୋଇଛି । ଜଣେ ବ୍ୟବସାୟୀ କ୍ରିପାଲ ମେହେତାଙ୍କଠାରୁ ଡକାୟତମାନେ ୨ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତାରାଗୁଡା ଗାଁର…

ଦିନକରେ ଓଡ଼ିଶାରୁ ୨୨୪ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୨୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୦ ହଜାର ୫୪୫ରେ ପହଞ୍ଚିଛି। ଅଧିକ ପଢନ୍ତୁ- ଆଜି ଓଡ଼ିଶାରୁ…

ଆନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତିଭୂମି

ପୁରୀ: କୋଣାର୍କ ଅଞ୍ଚଳର ଭିତ୍ତିଭୂମି ଖୁବଶୀଘ୍ର ଆନ୍ତର୍ଜାତୀୟ ମାନର ହେବ ବୋଲି ସୂଚନା ମିଳିଛି। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ…

ଭୟଙ୍କର ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର 

ରାଇରଙ୍ଗପୁର: ଲେବର କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଜଳି ପାଉଁଶ ହୋଇଗଲା ଦୁଇ ବଖରା ଘର । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଲେବର ହାଟିଙ୍ଗରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡିନାହିଁ । ନିଆଁ ଲିଭାଇବା କାର୍ଯ୍ୟରେ 2ଟି ଦମକଳ ଗାଡି…

ସେବାୟତଙ୍କୁ କୋଭିଡ୍ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ କୋଭିଡ୍ ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ ରଖିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ମୁଖ୍ୟ ସାସନ ସଚିବଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ଆଜିଠୁ ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଦର୍ଶନ…

ହାଇଟେକ ବସ ଟର୍ମିନାଲ ସ୍ଥାନକୁ ଅନୁଧ୍ୟାନ କଲା ସ୍ୱତନ୍ତ୍ର ଟିମ, ୨୩ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ : କଟକ ଖାନନଗର ଠାରେ ନିର୍ମାଣ ହେବ ନେତାଜୀ ସୁଭାଷ ବୋଷ ହାଇଟେକ ବସ ଟର୍ମିନାଲ । ଏଥିପାଇଁ ଏହି ସ୍ଥାନକୁ ଆଜି ଅନୁଧ୍ୟାନ କରିଛନ୍ତି ସ୍ବତନ୍ତ୍ର ଟିମ । ଆସନ୍ତା ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ବସ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଆଜି ପୂର୍ବାହ୍ନରେ…

୩୦ ଲକ୍ଷରେ ପହଞ୍ଚିଲା ନବୀନଙ୍କ ଟ୍ୱିଟର୍ ଫଲୋୟର୍ସ ସଂଖ୍ୟା

ଭୁବନେଶ୍ଵର: ଧିରେ ଧିରେ ବଢୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ନିକଟରେ ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବରରେ ଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟରରେ ଫଲୋୟର୍ସ ସଂଖ୍ୟା ୩୦ ଲକ୍ଷରେ…

ଚାଷୀ ସମସ୍ୟାକୁ ନେଇ ସମ୍ବଲପୁରରେ ବିଜେପିର ରାଲି, ଆରଡିସି ଅଫିସ ଘେରାଉ

ଭୁବନେଶ୍ୱର : ରାଜ୍ୟରେ ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କ ପାଇଁ ସମସ୍ୟାରେ ପଡୁଛନ୍ତି ଚାଷୀ । ମଣ୍ଡିରେ ଧାନ ପଡ଼ିରହିବା ମନୁଷ୍ୟକୃତ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଟୋକନ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି…

ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ 

ଭୁବନେଶ୍ବର: ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ କିନ୍ନର କାଟିବେ ପାର୍କିଂ ଟିକେଟ । ଆଜି ରାଜମହଲ ଛକରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହାର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ଟିଜି ସ୍ବୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି । ରାଜମହଲ…