Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟିକା ସୁରକ୍ଷା ପାଇଁ ଜାରି ହେଲା ଏସଓପି, କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ଦେଶରେ ଆରମ୍ଭ ହୋଇପାରେ କରୋନା ଟିକାକରଣ । ତାପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଡ୍ରାଏ ରନ୍ ହୋଇଛି । ଏବେ ଟିକାଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଏସଓପି ଜାରି ହୋଇଛି । ଆଜି ସବୁ ଜିଲ୍ଲା ଓ ମହାନଗର ନିଗମକୁ ଏସଓପିକୁ କଡ଼ାକଡ଼ି ପାଳନ କରିବା ପାଇଁ…

କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲର ସବୁ ଶିକ୍ଷକ ଓ କର୍ମଚାରୀଙ୍କ ଜାନୁଆରୀ ମାସ ଦରମା ବନ୍ଦ

କେନ୍ଦୁଝର: ୯ ମାସ ପରେ ସ୍କୁଲ ଖୋଲିଲା । ବିଦ୍ୟାଳୟ ପରିସରକୁ ସଫାସୁତୁରା କରିବା ସହ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିଲା ଏସଓପି । କିନ୍ତୁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ କାର୍ୟ୍ୟରେ ଅବହେଳା ମହଙ୍ଗା ପଡ଼ିଲା । କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲ ଉପରେ…

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ । ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ଟିକାବାଲି, ମୋହନା ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି । ରାତି ପ୍ରାୟ ୯ଟା ୪୫ ମିନିଟରେ ଅଳ୍ପ ସମୟ ପାଇଁ ଝଟକା ଅନୁଭବ କରିଥିଲେ ଲୋକ । ରିକ୍ଟକ ସ୍କେଲର ଭୂକମ୍ପର ତୀବ୍ରତା…

ଆଇପିଏସ୍ ବିଜୟ ଶର୍ମାଙ୍କୁ ବଦଳି, ହିମାଂଶୁ ଲାଲଙ୍କୁ ପଦୋନ୍ନତି

ଭୁବନେଶ୍ୱର : ଗୃହ ବିଭାଗର ଓଏସ୍‌ଡି ବିଜୟ କୁମାର ଶର୍ମାଙ୍କ ବଦଳି ହୋଇଛି । ତାଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ବିଜୟ କୁମାର ଶର୍ମା ହେଉଛନ୍ତି ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର । ଅନ୍ୟ ପକ୍ଷରେ ହିମାଂଶୁ ଲାଲଙ୍କୁ ଆଇଜି ଭାବେ ପଦୋନ୍ନତି ମିଳିଛି । ସେ ଜେଲ…

ଭୁବନେଶ୍ୱର ଓ ବାଙ୍ଗିରିପୋସି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୨୮୯୨ ଭୁବନେଶ୍ୱର-ବାଙ୍ଗିରିପୋସି ସ୍ପେଶାଲ ୧୨ ଜାନୁୟାରୀରୁ ୨୮ ଫେବୃଆରୀ, ୨୦୨୧ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୭ଘ.୩୦ମି.ରେ ଛାଡି…

ମାହାଙ୍ଗା ଡବଲ ମର୍ଡର କେସ ତଦନ୍ତ ଦାୟିତ୍ୱ ଜଣେ ଡିଆଇଜିଙ୍କୁ ଦିଆଯିବ: ସମୀର ମହାନ୍ତି

ଭୁବନେଶ୍ୱର: ଜଣେ ଡିଆଇଜିଙ୍କୁ ଦିଆଯିବ ମାହାଙ୍ଗା ମର୍ଡର କେସର ଦାୟିତ୍ୱ । ୧୦ଦିନ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଆଜି ବିଜେପି ଟିମ୍ ପୋଲିସ ଡିଜି ଅଭୟଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଆଜି ବିଜେପି ନେତା କୁଳମଣି ବରାଳ…

ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ

ନୂଆପଡା: ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ଚନ୍ଦ୍ର ପାଣିଗ୍ରାହୀ । ଜଣେ ବ୍ୟକ୍ତିଙ୍କଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା । ବୋଡେନ ଥାନା ଅନ୍ତର୍ଗତ ପାଲସାଦା ଗାଁର ଶ୍ରୀନିବାସ ବେହେରାଙ୍କଠାରୁ ୨୦୦…

 ଜାତୀୟ ରାଜପଥରେ ଲୁଟ୍‌ତରାଜ କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ: ପୁରୀ ପୁଲିସକୁ ମିଳିଲା ବଡ ସଫଳତା। ଭୁବନେଶ୍ୱର-ପୁରୀ ୩୧୬ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକିଛି ଦିନ ହେଲା ଏହି ଗ୍ୟାଙ୍ଗର ସଦସ୍ୟା ରାସ୍ତାରେ ଦୁଇ ଚକିଆ ଓ ଚାରିଚକିଆ ଯାନକୁ ଅଟକାଇ…

ରାଜଧାନୀରେ ଆରମ୍ଭ ‘ମୋ ଖତ’ର ବିକ୍ରୟ

ଭୁବନେଶ୍ୱର: ରାଜଧାନୀରେ ଜୈବିକ ସାର 'ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ପରିମଳରୁ ଏହି ‘ମୋ ଖତ’ ପ୍ରସ୍ତୁତ ହେଉଛି । ବିଏମସି ପକ୍ଷରୁ ସହରର ଆବର୍ଜନା…

ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦରେ ଗଜପତି ଜିଲ୍ଲାର ପ୍ରତିନିଧିତ୍ୱ ନଥିବାରୁ ବିଧାୟକଙ୍କ କ୍ଷୋଭପ୍ରକାଶ

ଭୁବନେଶ୍ୱର: ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂତନ ପରିଷଦ ଗଠନ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲା ୩୨ ଜଣ ସଭ୍ୟ ରହିଥିବା ବେଳେ ଗଜପତି ଜିଲ୍ଲାରୁ କାହାକୁ ସାମିଲ୍ କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ…