Latest Odisha News

BREAKING NEWS

Browsing Category

ଓଡିଶା

Odisha

ଇଣ୍ଡିଆନ ବ୍ୟାଙ୍କରେ ଜେନେରେଟର ଜଳିଗଲା, ଅଳ୍ପକେ ବର୍ତ୍ତିଲେ ଗ୍ରାହକ

ବୁଗୁଡା: ଗଞ୍ଜାମର ବୁଗୁଡା ଶାଖ ଇଣ୍ଡିଆନ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ଭଳି ଜାନୁୟାରୀ ୭ ତାରିଖ ଦିନ ମଧ୍ୟ ଇଣ୍ଡିଆନ ବ୍ୟାଙ୍କରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାହକଙ୍କ ଲମ୍ବା ଲାଇନ ମଧ୍ୟ ଲାଗିଥିଲା। ହେଲେ ବିଦ୍ୟୁତ ନଥିବା ଯୋଗୁଁ କର୍ମଚାରୀ…

ଓଡ଼ିଶାରୁ ୨୮୨ କରୋନା ରୋଗୀ ଆରୋଗ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୮୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨7 ହଜାର ୨୯୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ…

ଏମସିସି ଓ ଏମଆରଏଫ କେନ୍ଦ୍ର ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପୁରୀରେ ଜାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଦାୟୀ ଜିଲ୍ଲାପାଳ ବଲୱନ୍ତ ସିଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଅବଗତ କରାଇଛନ୍ତି । ପୁରୀ ସହରରେ ଆବର୍ଜନା ସଂଗ୍ରହ ଓ…

ସଂପ୍ରସାରଣ କ୍ଷେତ୍ରରେ ନାଲ୍‍କୋ ୩୦ ହଜାର କୋଟି ଟଙ୍କା ନିବେଶ କରିବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‍କୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ। ଭୁବନେଶ୍ୱରଠାରେ ନାଲ୍‍କୋର ୪୧ତମ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଆରଏସ୍ ଅଧିକାରୀ

ବାଲେଶ୍ବର: ବାଲେଶ୍ବର ରେମୁଣା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀ ଗ୍ରାମ ପଞ୍ଚାୟତର ଜିଆରଏସ୍ ହେମନ୍ତ କୁମାର ପଢିଆରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ମୟୁରଭଞ୍ଜର ବଡ଼ସାହି ଥାନା ଅନ୍ତର୍ଗତ ନୂଆହାଟର ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣୀଙ୍କ…

କ୍ଷୁଧାମୁକ୍ତ ଓଡିଶା ଗଢିବା ଲକ୍ଷ୍ୟରେ ଲୋକାର୍ପିତ ହେଲା ଅନ୍ନପୂର୍ଣ୍ଣା ଟ୍ରଷ୍ଟ

ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଲୋକର୍ପଣ କରିଛନ୍ତି । ପାଞ୍ଚଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ଅନ୍ତର୍ଜତୀୟ ରୋଟାରୀ ଜିଲ୍ଲା ୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ୍, ୟୁଥ ଫର ଆକ୍ସନ ଓ ଆର୍ଟ ଅଫ୍ ଲିଭିଙ୍ଗ୍…

ବାର୍ଡ ଫ୍ଲୁ ଭୟ: ସରକାର ଖୋଲିଲେ ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର: ଦେଶର କେତେକ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଗୁରୁବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ନିଜ ଅଞ୍ଚଳରେ ପକ୍ଷୀ କିମ୍ବା କୁକୁଡ଼ାର ମୃତ୍ୟୁ ହେଉଥିଲେ ଏହି ନଂ ଜରିଆରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଆହୁରି ମଧ୍ୟ…

ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳନ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ । ଜାନୁଆରୀ ୨୬ ରେ ସକାଳ ସାଢେ ୮ଟାରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ…

ବନ୍ଧୁକ ମୁନରେ ଲୁଟି ନେଲେ ୧୦ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା

ବାରିପଦା: ସଦର ଥାନା ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ ଧରଣର ଡକାୟତି ହୋଇଛି । ୪ଜଣ ଦୁର୍ବୃତ ଏକ ମୋଟର ସାଇକେଲରେ ଆସି ଗୁଞ୍ଜୁ ସାହି ନିକଟରେ ଏକ କାରକୁ ଅଟକାଇ ଯାତ୍ରୀମାନଙ୍କଠାରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, କାରଟି ଶୁଳିଆପଦା…

କାଲି ଦିନ ୧୦ଟାରୁ ଆରମ୍ଭ ହେବ କୋଭିଡ ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର : କାଲି ଦିନ ୧୦ଟାରୁ ୧୨ଟା ଯାଏଁ କୋଭିଡ ଟିକାକରଣ ପାଇଁ ଡ୍ରାଏ ରନ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ଏହି ଟୀକାକରଣ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଟୀକାକରଣ ଏଥି ସହ ଜିଲ୍ଲାର ଗୋଟିଏ ବଡ…