Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାହାଙ୍ଗା ଡବଲ ମର୍ଡର ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା ଆଉ ଜଣେ ଅଭିଯୁକ୍ତ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ । ଏଥି୍ ସହ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ, ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ଫେରୁଥିବା ବେଳେ…

ରାଉରକେଲା ଗ୍ୟାସ ଲିକ୍ ଡ୍ରାଜେଡି: ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ କରିବା ଉଚ୍ଚସ୍ତରୀୟ କମିଟି । ବୋକାରୋ ଷ୍ଟିଲପ୍ଲାଣ୍ଟ ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ଟିମ୍ ଗଠନ କରିଛି ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ । ତଦନ୍ତକାରୀ ଟିମରେ କୋଲକାତା, ଭିଲାଇ, ଦୁର୍ଗାପୁର ଷ୍ଟିଲପ୍ଲାଣ୍ଟ ସିଜିଏମ୍…

ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ନେଇ ଉଚ୍ଚସ୍ତରୀୟ କମିଟି ଗଠନ, କିଏ କିଏ ରହିଲେ ଜାଣନ୍ତୁ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢ଼ିଲେ ମେଡିକାଲ୍ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସଂରକ୍ଷଣ ରହିବ । ଏସମ୍ପର୍କିତ ପ୍ରସ୍ତାବ ଉପରେ ନିକଟରେ ରାଜ୍ୟ କ୍ୟାବିନେଟ ମୋହର ମାରିଥିଲା । କ୍ୟାବିନେଟ ନିଷ୍ପତ୍ତି ପରେ ସରକାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ।…

ଖୋର୍ଦ୍ଧା ବାଇପାସରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୧କିଲୋ ୩୧୦ ଗ୍ରାମ ଧଳଜହର ଜବତ ହୋଇଛି । ଯାହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଖୋର୍ଦ୍ଧା ବାଇପାସ ଜାତୀୟ ରାଜପଥରୁ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀଙ୍କୁ…

ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା, ୨୧ଟି ଟିମ୍‌ ସାମିଲ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆଜିଠାରୁ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ୍‌ ଗଣନା କାମରେ ଲାଗିଛନ୍ତି । ଏହାସହ ସମ୍ବଲପୁର OUATର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ହୀରାକୁଦ ଜଳଭଣ୍ଡାରରେ ୧୮ଟି ଓ ପାୱାର…

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ: ଫାର୍ମରେ ଶହ ଶହ ମଲେଣି, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଫାର୍ମରେ ମଲେଣି ଶହ ଶହ କୁକୁଡ଼ା । ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ । ତିନି ଦିନ ହେଲାଣି କୁକୁଡ଼ା ଫାର୍ମରେ ମରୁଛନ୍ତି ଶହ ଶହ କୁକୁଡ଼ା । ପାଖାପାଖି ୬ ଶହରୁ ଅଧିକ କୁଡୁଡା ମଲେଣି । ତେବେ କୁକୁଡ଼ା ମଡ଼କର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାକୁ ନେଇ ଆଖପାଖ…

ସୁନାବେଡାର ସୁନା ଝିଅ

ସୁନାବେଡା: ସମୁଦ୍ର ପତନରୁ ତିନି ହଜାର ଫୁଟ ଉପରେ ଅବସ୍ଥିତ ସୁନାବେଡା ଅଭୟାରଣ୍ୟ। ଏଠି ବସବାସ କରୁଥିବା ବ୍ୟକ୍ତିଙ୍କ ପାଇଁ ବିଜୁଳି , ପାନୀୟ ଜଳ, ଶିକ୍ଷା ଭଳି ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଏହି ପରିସ୍ଥିତିରେ ଜଣେ ଆଦିବାସୀ ଝିଅ ଶିକ୍ଷାର ଶୀର୍ଷରେ ପହଞ୍ଚି ପିଏଚଡି ଶିକ୍ଷା ଗ୍ରହଣ…

RSP ଗ୍ୟାସ ଲିକ୍ ଟ୍ରାଜେଡୀ: ଆଉ ଜଣେ ଅଫିସର ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବନ କଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସିଇଓ । ଗ୍ୟାସ୍ ଲିକ୍ ଘଟଣାରେ ଏଯାଏ ତିନି ଜଣଙ୍କୁ…

ମାହାଙ୍ଗା ମର୍ଡର କେସରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ପ୍ରଭାରୀ

କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ରାଜନୀତି ଜୋର ଧରିଛି । ଆଜି ନୃର୍ତ୍ତାଙ୍ଗରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦୁର୍ନୀତିରେ ରାଜ୍ୟ ସରକାର ବୁଡ଼ି ରହିଛନ୍ତି । ବର୍ଷେ ତଳେ ବିକାଶ…

ରାଜ୍ୟରେ ୯ମାସ ପରେ ଖୋଲିବ ବାର୍, ଅନୁମତି ଦେଲେ ସରକାର

ଭୁବନେଶ୍ୱର: ଏଣିକି ରାଜ୍ୟରେ ଖୋଲିବ ବାର୍ । ହୋଟେଲ, ରେଷ୍ଟୁରାଣ୍ଟ, ବାର୍ ଓ କ୍ଲବରେ ବସି ମଦ ପିଇ ପାରିବେ ଗ୍ରାହକ । ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ନଅ ମାସ ପରେ ରାଜ୍ୟରେ ବାର୍ ଖୋଲିବ ।…