Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଦ ନିଶାରେ ମାନବିକତା ଭୁଲି ଗଲେ ପୋଲିସ କର୍ମଚାରୀ…

କୋରାପୁଟ: ମଦ୍ୟପ ପୋଲିସ ବାବୁଙ୍କ ବର୍ବରତା । ଜଣେ ବୃଦ୍ଧ ଦୋକାନୀ ଚା’ ଦେବାରେ ବିଳମ୍ବ କରିବାରୁ ତାଙ୍କ ଉପରକୁ ଗରମ ଚା’ ଢାଳି ଦେଲେ ପୋଲିସ ହାବିଲଦାର । କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ଘଟିଛି ଏହି ଅମାନବିକତା ଘଟଣା । ଦାମନଯୋଡ଼ି ଥାନାର ହାବିଲଦାର ସାରଥୀ ହୋତା ଏପରି ଗରମ ଚା’ ପକାଇଥିବା…

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ମାମଲା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ ବୋଲି ବୁଧବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବାର୍ଡ ଫ୍ଲୁ ପରିସ୍ଥିତିକୁ ସମୀକ୍ଷା କରି ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୧,୦୦୦ ନମୁନା…

ଓଡ଼ିଶାରେ ୩ ଲକ୍ଷ ୨୭ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୩୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୭ ହଜାର ୦୦୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

ଆରଏସପି ଗ୍ୟାସ ଲିକ୍ ଘଟଣା: ୨ ଡିଜିଏମ ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୨ ଡିଜିଏମଙ୍କୁ ନିଲମ୍ବିତ କରାଯାଇଛି । । କାର୍ଯ୍ୟରେ ଅବହେଲା ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଦୁଇ ଅଧିକାରୀ ହେଲେ ଇଏମ୍‌ଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର…

ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି

ସମ୍ବଲପୁର : କୋଭିଡ କଟକଣା ସହ ସ୍ଥାନୀୟ ଭକ୍ତଙ୍କ ଦର୍ଶନ ଲାଗି ସମଲେଶ୍ବରୀ ମନ୍ଦିର ଖୋଲା ଯାଇଛି । ମା'ଙ୍କ ଦର୍ଶନ ପାଇଁ ସକାଳ ୬ ଟାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବଳ ଗହଳି ଦେଖାଯାଉଛି। ତେବେ ଏହାକୁ ଦୃଷ୍ଟିରେ ରଖି କ୍ଷେତ ରାଜ ପୁର ପୁଲିସ ପକ୍ଷରୁ ପରିଚୟ ପତ୍ର…

RSP ଗ୍ୟାସ୍ ଲିକ୍ ଟ୍ରାଜେଡି: ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଦୁଇ ଜଣ ପ୍ରାଣ ହରାଇଥିଲେ । ଗ୍ୟାସ ଲିକ୍ ଯୋଗୁ ୧୦ ଜଣ ଠିକା କର୍ମଚାରୀ ଅସୁସ୍ଥ ହୋଇଥିଲେ ।…

କରୋନା ଟିକା ନେବା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ: ଡିଏମଇଟି

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁସାରେ ୧୦ଦିନ ଭିତରେ ରାଜ୍ୟରେ ପହଞ୍ଚିପାରେ କରୋନା ଟିକା । ପହଞ୍ଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ…

ଭ୍ୟାକସିନ୍ କାଉଣ୍ଟଡାଉନ୍: କିଛି ଦିନ ଭିତରେ ଓଡ଼ିଶାରେ ପହଞ୍ଚିପାରେ କରୋନା ଟିକା

ଭୁବନେଶ୍ୱର: ଦୁଇଟି ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିବା ପରେ କରୋନା ଟିକାକରଣ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଟିକାକରଣ ନେଇ ଓଡ଼ିଶା ତୟାର ରହିଛି । ଗତକାଲି ନେଇ କେନ୍ଦ୍ର ସରକାର ଟିକାକରଣ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଅତି ନିକଟରେ…

ଟ୍ରକରୁ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ମୂଲ୍ୟ ୧କୋଟି ୪୦ଲକ୍ଷ ଟଙ୍କା

ରାୟଗଡ଼ା: ଚୋରା ଚାଲାଣ ବେଳେ ଗଞ୍ଜେଇ ବୋଧେଇ ଟ୍ରକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ଟିକରପଡ଼ା ହରିଜନ ସାହିର ପାଞ୍ଚ ନମ୍ବର ରାଜ୍ୟ ରାଜପଥ ନିକଟରୁ ଟ୍ରକକୁ ଜବତ କରାଯାଇଥିଲା । ଯାଞ୍ଚ ବେଳେ ୨୦ କ୍ୱିଣ୍ଟାଲ (୨୦୦୦ କିଲୋ) ଗଞ୍ଜେଇ ଜବତ ହୋଇଛି । ଯାହାର…

ରାଜ୍ୟରୁ ଆଜି ଚିହ୍ନଟ ହେଲେ ୨୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମିଛି କରୋନା କାୟା । ତିନି ଶହ ଭିତରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୩୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୯୮ଟି । ୨୮ ଜିଲ୍ଲାରୁ ନୂଆ…