Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଳ ଭଡା ବଢିବାର କିଛି ନିଷ୍ପତ୍ତି ହୋଇନି:କେନ୍ଦ୍ର

ନୂଆଦିଲ୍ଲୀ-ରେଳ ଭଡା ବଢିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଯାତ୍ରୀ ଭଡା ବୃଦ୍ଧି କରା ଯିବା ନେଇ ଏବେ କୌଣସି ନିଷ୍ପତ୍ତି ହୋଇନଥିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରା ଯାଇଛି । କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ,…

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍, ୨ କର୍ମଚାରୀ ମୃତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍ । କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି । ଏଥିରେ  ୨ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଆଇଜିଏଚ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର…

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍, ୧୦ କର୍ମଚାରୀ ଅସୁସ୍ଥ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍ । କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି । ଏଥିରେ ୧୦ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ୪ କର୍ମଚାରୀଙ୍କ ଅବସ୍ଥା ଗୁରୁତର…

ଇସ୍ରୋର ଓଡିଆ ବୈଜ୍ଞାନିକଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ!

ବେଙ୍ଗଳୁରୁ: ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ର ଅଭିଯୋଗ କରିଛନ୍ତି ଯେ, ତାକୁ ବିଷ ଦିଆଯାଇଥିଲା । ପ୍ରାୟ ୩ ବର୍ଷ ତଳେ ତାଙ୍କୁ ବିଷ ଦିଆ ଯାଇ ତ୍ୟା କରିବାକୁ ଉଦ୍ୟମ ହୋଇଥିବା ସେ ଅଭିଯୋଗ କରିଛନ୍ତି । ୨୦୧୭ ମେ ୨୩ ତାରିଖରେ ତାଙ୍କୁ ଜୀବନ ନାଶକ ଆର୍ସେନିକ ଟ୍ରାଇଅକ୍ସାଇଡ…

ନଡ଼ିଆ କତା ଭିତରେ ଗଞ୍ଜେଇ ଚାଲାଣ, ବ୍ରହ୍ମପୁରରୁ ୧୧ କୁଇଣ୍ଟାଲ ଜବତ

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡ଼ିଆ କତା ଭିତରେ ଗଞ୍ଜେଇ ଚାଲାଣ । ବ୍ରହ୍ମପୁରରେ ଧରିଲା ଅବକାରୀ ବିଭାଗ । ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗୋଟଏ ଟ୍ରକ୍, ପିକଅପ୍ ଭ୍ୟାନ୍ ଓ…

ଆଜିଠୁ ଖୋଲୁଛି ଅନନ୍ତ ବାସୁୁଦେବଙ୍କ ଆନନ୍ଦବଜାର

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଆଜି ଖୋଲିବାକୁ ଯାଉଛି ପ୍ରଭୁ ଅନନ୍ତ ବାସୁଦେଙ୍କ ଆନନ୍ଦବଜାର । ଏତେ ଦିନ ପରେ ଅବଢା ଖାଇବାର ସୁଯୋଗ ପାଉଥିବାରୁ ଭକ୍ତ ବେଶ୍ ଆନନ୍ଦିତ ଅଛନ୍ତି । କରୋନା କଟକଣା ଭିତରେ ଏହି ଅବଢା ବିକ୍ରି କରାଯିବ ବୋଲି କୁହାଯାଇଛି । କିଛି ଦିନ ତଳେ ମନ୍ଦିରରେ ଠାକୁରଙ୍କ…

ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଫର୍ମ ପୂରଣ, କେବଳ ଅନଲାଇନ୍

କଟକ: ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିନା ଜରିମାନା ସହ ଜାନୁଆରୀ ୨୮ ମଧ୍ୟରାତ୍ରି ସୁଦ୍ଧା ଫର୍ମ ପୂରଣ କରି ପାରିବେ…

ବାଧ୍ୟତାମୂଳକ କୋଭିଡ ରିପୋର୍ଟ ଯୋଗୁଁ କମ ଭକ୍ତ କରୁଛନ୍ତି ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଗତ ତିନି ତାରିଖରୁ ଶ୍ରୀମନ୍ଦିର ଖୋଲିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଭିତରକୁ ଯିବା ବାଧ୍ୟତାମୂଳକ ଥିବାରୁ ବହୁ ସଂଖ୍ୟାରେ ଭକ୍ତ ଫେରିଯାଉଛନ୍ତି । ଗତକାଲି ମାତ୍ର ଦେଢ ହଜାର ଭକ୍ତ ଦର୍ଶନ…

ଅନୁଗୁଳ ବାଳ ସୁଧାର ଗୃହରେ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ

ଅନୁଗୁଳ: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ । ପକସୋ କୋର୍ଟଙ୍କ ରାୟ ପରେ ତାକୁ ନୟାଗଡ଼ ଜେଲ ପରିବର୍ତ୍ତେ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ଅଣାଯାଇଥିଲା । ସେହିପରି…

ଚିଲିକାକୁ ଏବର୍ଷ ଆସିଛନ୍ତି ରେକର୍ଡ ୧୧ଲକ୍ଷ ୪୨ ହଜାର ପକ୍ଷୀ

ଚିଲିକା: ନୂଆ ରେକର୍ଡ କରିଛି ଚିଲିକା । ଏବର୍ଷ ଚିଲିକାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ପକ୍ଷୀ । ଗତବର୍ଷ ଅପେକ୍ଷା ସଂଖ୍ୟା ବଢ଼ିଛି । ଗଣନା ପରେ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାକୁ ଆସିଛନ୍ତି ୧୯୦ ପ୍ରଜାତିର ୧୧ଲକ୍ଷ ୪୨ହଜାର ପକ୍ଷୀ । ଗତବର୍ଷ ଅପେକ୍ଷା ୧ ଲକ୍ଷ ୩୨ ହଜାରରୁ…