Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦୁଝରରେ ହାତୀ ଉପଦ୍ରବ

କେନ୍ଦୁଝର : ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଗାଁରେ ହାତୀପଲ ଆତଙ୍କ । ଏହି ହାତୀପଲରେ ୩୫ଟି ହାତୀ ଅଛନ୍ତି । ଏହି ହାତୀପଲ ସ୍ଥାନୀୟ ଅଂଚଳରେ ଧାନଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଏଥି ସହ ଜନବସତି ଆଡକୁ ମାଡି ଆସୁଥିବାରୁ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।…

ପୁରୀ ସହରକୁ ସ୍ୱଚ୍ଛ ରଖିବା ପାଇଁ ବଡ଼ଦାଣ୍ଡ ସଫେଇ ଅଭିଯାନ

ପୁରୀ: ସହରକୁ ସ୍ୱଚ୍ଛ ରଖିବା ପାଇଁ ମୋ ଧାମ ମୋ ଗର୍ବ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ବଡ଼ଦାଣ୍ଡ ସଫେଇ ଅଭିଯାନ। ଆଜି ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯାଇ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବଡଦାଣ୍ଡର ୬ଟି ସ୍ଥାନ ଶ୍ରୀଜଗନ୍ନାଥ…

ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ ଜେନା

ଭୁବନେଶ୍ୱର: ରାଜ୍ୟର ନୂଆ ଉନ୍ନୟନ କମିଶନର ହୋଇଛନ୍ତି ପ୍ରଦୀପ ଜେନା । ନୂଆବର୍ଷରେ ନୂଆ ଉନ୍ନୟନ କମିଶନର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ହେବା ପରେ ତାଙ୍କ ସ୍ଥାନ ନେଇଛନ୍ତି ପ୍ରଦୀପ ଜେନା । ନିକଟରେ ତାଙ୍କୁ ଉନ୍ନୟନ କମିଶନର ଭାବରେ ନୂଆ ନିଯୁକ୍ତି…

ନୂଆବର୍ଷରେ ଦାୟିତ୍ୱ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସୁରେଶ ମହାପାତ୍ର । ନୂଆବର୍ଷରେ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜିଠାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବରେ କାର୍ୟ୍ୟଭାର ସମ୍ଭାଳିଛନ୍ତି ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର । ଅସିତ ତ୍ରିପାଠୀଙ୍କ ଅବସର ପରେ ସେ…

ATM ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ଅଭିଯୋଗ

ସୁନ୍ଦରଗଡ଼: ରାତିରେ ମାତିଲେ ଲୁଟେରା । ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ସଵଡେଗା ସ୍ଥିତ ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି । ଗତକାଲି ମଧ୍ୟରାତ୍ରିରେ ଦୁର୍ବୃତ୍ତ ଏହି ଲୁଟ୍ ଉଦ୍ୟମ କରିଥିଲେ । ତେବେ ଡକାୟତ ଏଟିଏମରୁ ଟଙ୍କା ଲୁଟିବାରେ ସଫଳ ହୋଇ ନଥିବା…

ଆଜିଠୁ ବାଇକ୍ ପଛରେ ବସିଲେ ବି ହେଲ୍‌ମେଟ୍ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ଗଣିବେ

ଭୁବନେଶ୍ୱର: ନୂଆବର୍ଷରେ ଟ୍ରାଫିକ ଯାଞ୍ଚ କଡ଼ାକଡ଼ି । ଆଜିଠାରୁ ବାଇକ୍ ପଛରେ ବସିଥିବା ଲୋକ ବି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଉଭୟ ଗାଡ଼ି ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍ ପିନ୍ଧିବାକୁ ହେବ । ପୂର୍ବରୁ ଏନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ଆଜିଠୁ ଯାଞ୍ଚ କଡ଼ାକଡ଼ି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୧-୧-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା୧ ରିଖ ଶୁକ୍ରବାର ଧନୁ ୧୮ ଦିନ ପୌଷ ମାସ କୃଷ୍ଣପକ୍ଷ ଦ୍ଵିତୀୟା ଭୁକ୍ତ ତୃତୀୟା ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଆଜି: ପୋଟଳ ଖାଇବା…

ନୂଆବର୍ଷରେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ପ୍ରଗତି କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନଶ୍ୱର: ଓଡ଼ିଶାବାସୀଙ୍କୁ ନୂଆବର୍ଷରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ । ଏନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ବର୍ଷ ୨୦୨୧ରେ କରୋନା ସଙ୍କଟ ଦୂର ହେବା ସହ…

ବାଲୁକା କଳାରେ ନୂବବର୍ଷର ଶୁଭେଚ୍ଛା

ପୁରୀ: ଆସିଛି ନୂଆବର୍ଷ ୨୦୨୧ । ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା । ପୁରୀ ବେଳାଭୂମିରେ ସୁନ୍ଦର ଓ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ଏହାସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।…

ପାଦ ଥାପିଲା ନୂଆବର୍ଷ ୨୦୨୧, ଫିକା ଫିକା ସ୍ୱାଗତ

ଭୁବନେଶ୍ୱର: ବିଦାୟ ନେଇଛି ବର୍ଷ ୨୦୨୦ । ଧରାପୃଷ୍ଠରେ ପାଦ ଥାପିଛି ୨୦୨୧ । ମଧ୍ୟରାତ୍ରିରେ ନୂଆବର୍ଷର ପ୍ରବେଶ ବେଳେ ନଥିଲା ବିରାଟ ଆଡମ୍ବର କି ଉତ୍ସାହ । ଫିକା ଫିକା ପରିବେଶ ଭିତରେ ନୂବବର୍ଷକୁ ସମସ୍ତେ ସ୍ୱାଗତ କରିଛନ୍ତି । କରୋନା ମହାମାରୀ ଯୋଗୁ ଏବର୍ଷ ଜିରୋ ନାଇଟ୍ ସେଲିବ୍ରେସନ୍ ନଥିଲା…