Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୦ ତଳକୁ ଖସିଲା ଭୁବନେଶ୍ୱରର ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ୮ ଲୋକାଲ୍ ମାମଲା ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୮…

ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ, ପଡୋଶୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଓଲ୍ଡ ଟାଉନ୍ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ରବି ଦାସ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ପରିବାରର ଅନ୍ୟ ସଦସ୍ୟଙ୍କ…

ସମବାୟ ସମିତି ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘର ସମେତ ୩ ସ୍ଥାନରେ ଚଢ଼ାଉ କରିଛି…

ଦୀର୍ଘ ୯ ମାସ ପରେ ଖୋଲିଲା ମାଆ ବିରଜାଙ୍କ ଦ୍ୱାର

ଯାଜପୁର: ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । କରୋନା କଟକଣା ଯୋଗୁଁ ୯ ମାସ ହେବ ଭକ୍ତଙ୍କ ପାଇଁ ମାଆଙ୍କ ଦ୍ୱାର ବନ୍ଦ ରଖାଯାଇଥିବା ବେଳେ ଆଜିଠାରୁ ଏଠାରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସୂଚନାନୁସାରେ, ସକାଳ…

ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜ ଡେମନଷ୍ଟେଟର୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ ଚନ୍ଦ୍ର ମହାନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସାଙ୍ଗେ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି । ସୂଚନା ଅନୁଯାୟୀ ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ…

କୋଟିପତି ସେବା ସମବାୟ ସମିତି ସମ୍ପାଦକ

ବୌଦ୍ଧ: କୋଟିପତି ସେବା ସମବାୟ ସମିତି ସମ୍ପାଦକ । ଭିଜିଲାନ୍ସ ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ନଗଦ ୭ ଲକ୍ଷ ଟଙ୍କା ଓ…

ଚାରି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପାରାଦୀପ: ଚାରି ଦିନ ତଳେ ଭୋସକାଲିସ ପଏଣ୍ଟ ସମୁଦ୍ରରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ୪ ଦିନ ପରେ ମିଳିଲା ମୃତଦେହ । ତାଙ୍କ ନାଁ ସିଦ୍ଧାନ୍ତ ପ୍ରଧାନ । ସାଉଥ ଗେଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ସମୁଦ୍ର କୂଳରେ ଖେଳୁଥିବା ବେଳେ ସମୁଦ୍ରରେ ସେ ଭାସି ଯାଇଥିଲେ ।

ଖୋର୍ଦ୍ଧା ଜଙ୍କିଆରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ବେପାରୀ ଗିରଫ

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା । ପୁଣି ବ୍ରାଉସୁଗର ଜବତ । ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଓରବର ସିଂ ଗାଁରେ ଚଢ଼ାଉ କରି ୩୩୦ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗରର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହାସହ ୮୦ଗ୍ରାମ୍ ସୁନା ବି ଜବତ ହୋଇଛି ।…

କୋରାପୁଟରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ ; ୧୩ ଟି ବଗି ପ୍ରଭାବିତ

ଜୟପୁର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜରଟି ମାଳିଗୁଡ଼ା ଷ୍ଟେସନ ଦେଇ ଯାଇଥିବା ରେଳ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, କିରଣ୍ଡଲ୍‌ରୁ ବିଶାଖାପାଟଣା ଯାଉଥିବା ମାଲବାହୀ ଟ୍ରେନ୍‌ କେଭିଏଫ୍‌/୫୦ ମଙ୍ଗଳବାର ଭୋର ପ୍ରାୟ ୪.୩୦ ମିନିଟ୍‌ରେ…

ପୋଲିସ-ମାଓବାଦୀ ମୁଁହାମୁହିଁ; ୨ ମହିଳା ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେଓ୍ଵାଡ଼ା ଜିଲ୍ଲାରେ ପୋଲିସ- ମାଓବାଦୀ ଗୁଳି ବିନିମୟ। ଏଥିରେ ଦୁଇଜଣ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା। ମିଳିଥିବା ସୂଚନାନୁସାରେ, ମୃତାକାଲୋପର ଜଙ୍ଗଲରେ ମାଓବାଦୀମାନେ ଏକ ବଡ଼ ଧରଣର…