Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ସଂସ୍କୃତି, ଐତିହ୍ୟ ଓ ମହାପୁରୁଷଙ୍କ ଜୀବନୀ

ଭୁବନେଶ୍ୱର-ଏଣିକି ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ପଢା ହେବ ରାଜ୍ୟର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଏଇ ମାଟିର ମହାପୁରୁଷଙ୍କ ଜୀବନୀ । ପୁରାତନ ସମୟରୁ ଆରମ୍ଭ କରି ଅତ୍ୟାଧୁନିକ ଯୁଗର ପର୍ଯ୍ୟନ୍ତ ଯେଉଁ ବରପୁତ୍ରମାନେ ଏହି ମାଟିରେ ଜନ୍ମ ହୋଇଛନ୍ତି, ସେମାନଙ୍କ ସଂପର୍କରେ…

ପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ନିର୍ବାଚିତ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ

ଭୁବନେଶ୍ୱର- ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପ୍ରଦାନ କରିବାକୁ ସରକାର ଆଉ ଏକ ଦୃଢ ପଦକ୍ଷେପ ନେଇଛନ୍ତି । ଏଣିକି ପ୍ରତି ବର୍ଷ ନିଜ ନିଜର ସଂପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରିବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ଜନ ପ୍ରତିନିଧି । ଏଥିରେ ସରପଞ୍ଚଙ୍କଠାରୁ ଆରମ୍ଭ କରି…

ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂରେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ ନିଷ୍ପତ୍ତି କ୍ରମେ ଡାକ୍ତରୀ ଓ ଇଂଜିନିୟରିଂରେ ନାଁ ଲେଖାଇବା ପାଇଁ ସରକାରୀ ହାଇସ୍କୁଲରେ ପଢିଥିବା ଛାତ୍ରଛାତ୍ରୀଙ୍କୁ ସ୍ଥାନ ସଂରକ୍ଷଣ ଦେବେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ…

ଢାକା ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ ‘ଅନ୍ତର୍ଧ୍ଵନି’କୁ ୨ଟି ପୁରସ୍କାର, ଏ.କେ ବୀର ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ

ଭୁବନେଶ୍ବର: ୪ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଢାକାଠାରେ ଆୟୋଜିତ ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ଵନି’କୁ ୨ଟି ପରୁସ୍କାର ମିଳିଛି । ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବା ବେଳେ ନିର୍ଦ୍ଦେଶକ…

୨୨ ଦିନରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୧୮୧ ଜଣ, ୬ ପଜିଟିଭ୍

ଭୁବନେଶ୍ୱର: ୨୨ଦିନରେ ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୧ ଜଣ । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ନଭେମ୍ବର ୩୦ରୁ ଡିସେମ୍ବର ୨୧ ତାରିଖ ଯାଏଁ ୧୮୧ ଜଣ ଫେରିଛନ୍ତି ଓଡ଼ିଶା । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କ ସନ୍ଧାନ ମିଳିଛି । ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ…

ରାଜଧାନୀରେ ଜିରୋ ନାଇଟ୍ ମନା, ବିଏମସିର ନିର୍ଦ୍ଦେଶନାମା

ଭୁବନେଶ୍ୱର: ରାଜଧାନୀରେ ଜିରୋ ନାଇଟରେ ଲାଗିଲା କଟକଣା । ଏବର୍ଷ ପାଳନ ହେବନି ଜିରୋ ନାଇଟ୍ । କଟକଣା ଲଗାଇଲେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ହୋଟେଲ୍, କ୍ଲବ୍ ଓ କଲ୍ୟାଣ ମଣ୍ଡପରେ ପାଳନ ହୋଇପାରିବନି । ସେହିପରି ଜନସମାଗମ ଉପରେ ମଧ୍ୟ ରୋକ୍ ଲାଗିଛି । ଘରେ ରହି ପରିବାର ସଦସ୍ୟ,…

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ । ସିବିଆଇ ଅଫିସ ସାମନାରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଲେ । ଏହାପରେ ନରସିଂହ ମିଶ୍ରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ…

ଜଣେ ପାଞ୍ଚ ମାସର ଶିଶୁ ସମେତ ରାଜ୍ୟରୁ କରୋନା ନେଲା ୩ଜୀବନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୩ ସଂକ୍ରମିତଙ୍କ ଜୀବନ । ରାୟଗଡ଼ାରେ ଜଣେ ପାଞ୍ଚ ମାସର ଶିଶୁ ପୁତ୍ର କରୋନାରେ ଆଖି ବୁଜିଛି । ଭୁବନେଶ୍ୱରରେ ମୃତ୍ୟୁବରଣ କରିଛନ୍ତି ଜଣେ ୬୦ବର୍ଷୀୟ ମହିଳା । ସେହିପରି ସୁନ୍ଦରଗଡ଼ରେ ଜଣେ…

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୨୩୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଉଛି । ଗତ ୨୪ଘଣ୍ଟାରେ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୩୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩୬ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୯୮ଟି । ବହୁ ମାସ ପରେ ଶହେ…

ଜାନୁଆରୀ ୩ରୁ ଖୋଲିବ ମାଆ ସମଲେଶ୍ୱରୀଙ୍କ ମନ୍ଦିର, ଏକାସଙ୍ଗେ ମନ୍ଦିର ଭିତରକୁ ୫ଜଣ ଭକ୍ତଙ୍କୁ ପ୍ରବେଶ ଅନୁମତି

ସମ୍ୱଲପୁର: ଜାନୁଆରୀ ୩ ତାରିଖରେ ଖୋଲିବ ସମ୍ୱଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ମନ୍ଦିର ଖୋଲିବା ଓ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି । ୩ ରୁ ୭ ତାରିଖ ଯାଏଁ ସମ୍ବଲପୁରବାସୀ ମାଆଙ୍କୁ ଦର୍ଶନ କରିପାରିବେ । ଆସନ୍ତା ୭ ତାରିଖ ପରେ…