Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ହେଟକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ

ଗଞ୍ଜାମ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱରେ ହଇଚଇ । ଓଡ଼ିଶାକୁ ବି ଗତ ୧୫ ଦିନରେ ବ୍ରିଟେନରୁ ଫେରିଛନ୍ତି ଲୋକ । ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବାକୁ ମନା କରିଛି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବିନା ଅନୁମତିରେ ହେଡକ୍ୱାର୍ଟର ନ…

ରାଉରକେଲାର ଟାୟାର ଗୋଦାମରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲାର ସେକ୍ଟର ୨୧ ରହମତ ନଗର ବସ୍ତିରେ ମଧ୍ୟରାତ୍ରରେ ଏକ ଟାୟାର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟାୟାର ଜଳି ନଷ୍ଟ ହୋଇଯାଇଥିବା ବେଳେ ମୃତାହତ ନେଇ ସୂଚନା ମିଳିନାହିଁ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ତିନୋଟି ଦମକଳ ଗାଡି…

୨୦୨୦ରେ ସାରା ରାଜ୍ୟରେ ଚହଳ ପକାଇଥିବା ପାଞ୍ଚଟି ଚର୍ଚ୍ଚିତ ଅପରାଧ

ଭୁବନେଶ୍ୱର: ଅନେକ ଲୋମହର୍ଷଣକାରୀ ଅପରାଧ ଦେଖିଛି ବର୍ଷ ୨୦୨୦ । ପରୀଠୁ ଆରମ୍ଭ କରି ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରି । ପୂର୍ବତନ ବିଧାୟକ ଅନୁପ ସାହୁଙ୍କ ଗିରଫଦାରୀ କୁହନ୍ତୁ କି ପାଠକ ବାପା-ପୁଅ ଜେଲ୍ ଯିବା । ପୁଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ହାତରେ ପୋଲିସ ହ୍ୟାଣ୍ଡକଫ…

ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଯୀଶୁଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଚାରିଦିଗ। ଲୋକେ ପରସ୍ପରକୁ ଉପହାର ଦେବା ସହିତ ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି…

ଅକ୍ଟୋବରରେ ଜିଓ ଓଡ଼ିଶାରେ ଗ୍ରାହକ ସଂଖ୍ୟାରେ ବୃଦ୍ଧି କରିଛି: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ଅକ୍ଟୋବର ମାସରେ ଏକମାତ୍ର ମୋବାଇଲ ସେବା ଯୋଗାଣକାରୀ ଭାବେ ରାଜ୍ୟରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରିଛି। ଏହା ବ୍ୟତୀତ ଭାରତୀ ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଭଳି ଅନ୍ୟ ଅପରେଟର ମାନଙ୍କ ଗ୍ରାହକ ସଂଖ୍ୟା ହ୍ରାସ…

ଜାନୁଆରୀ ୩ରୁ ଖୋଲିବ ଖୋର୍ଦ୍ଧାରେ ସମସ୍ତ ଧର୍ମାନୁଷ୍ଠାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଜାନୁଆରୀ ୩ ତାରିଖରୁ ଖୋଲିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି। ଜିଲ୍ଲାପାଳଙ୍କ ପକ୍ଷରୁ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାର ସମସ୍ତ ମନ୍ଦିର ତଥା…

ଦେବାଶିଷ ମହାନ୍ତି ହେଲେ ଭାରତୀୟ କ୍ରିକେଟ ଟିମ୍ ଚୟନ କମିଟି ସଦସ୍ୟ

ଭାରତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡିଶାର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି । ଦେବାଶିଷ ମହାନ୍ତିଙ୍କ ନାଁକୁ ସିଏସି ବିସିସିଆଇକୁ ସୁପାରିଶ କରିଥିଲା । ଦେବାଶିଷଙ୍କ ସହିତ ଚେତନ ଶର୍ମା, ଅବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟିର ନୂଆ ସଦସ୍ୟ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୨୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୨୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1342124292306132994?s=19 ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

ସୁନ୍ଦରଗଡ଼ରେ ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ ଆୟୋଜିତ, ମା‌ଣ୍ଡିଆ ଖାଦ୍ୟରେ ମହକିଲା ପରିସର

ସୁନ୍ଦରଗଡ଼: ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବାଲିଶଙ୍କରା ବ୍ଲକ ପରିସରରେ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି ‘ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ’। ଏହି ଉତ୍ସବକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ ଉଦଘାଟନ କରିଛନ୍ତି। ମାଣ୍ଡିଆରୁ ତିଆରି ହେଉଛି ଭଳିକି ଭଳି…

ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ୍ ମଡେଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁର ବାସିନ୍ଦାଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି। ତନ୍ମଧ୍ୟରେ ରହିଛି ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…