Latest Odisha News

BREAKING NEWS

Browsing Category

ଓଡିଶା

Odisha

ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ୍ ମଡେଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁର ବାସିନ୍ଦାଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି। ତନ୍ମଧ୍ୟରେ ରହିଛି ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…

ଜାନୁଆରୀ ୩୧ ଯାଏଁ ଜାରି ରହିବ ଶୀତ ଲହରୀ: ପାଣିପାଗ ବିଭାଗ

ଭୁବନେଶ୍ୱର: ପ୍ରବଳ ଥଣ୍ଡାରେ ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜାନୁଆରୀ ୩୧ ଯାଏଁ ପାଣିପାଗ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ଭୁବନେଶ୍ୱର ଉମା ଶଙ୍କର…

ବଡଦିନ ପାଇଁ ପୁରୀ ବେଳାଭୂମିରେ କରୋନା ନେଇ ସଚେତନ କରୁଛି ସାଣ୍ଟା

ପୁରୀ: ବଡଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବେଳାଭୂମିରେ ତିଆରି କରିଛନ୍ତି ସାଣ୍ଟା କ୍ଲଜ୍ । ଚାରିଆଡେ କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ସାଣ୍ଟା ବି କରୋନା ନେଇ ଲୋକଙ୍କୁ ସଚେତନ କରୁଛି । ବାଲିରେ ତିଆରି ଏହି ସାଣ୍ଟା ନିଜେ ମାସ୍କ ଓ ହାତରେ ଗ୍ଲୋବସ୍…

୧୫ ତଳକୁ ଖସିଲା ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫ ଓ ସ୍ଥାନୀୟ ଅଂଚଳରୁ ୯ ଜଣ କରୋନା…

କଟକରେ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ, ୬ ଗିରଫ

କଟକ: କଟକ ସହରରେ ଅଭିନବ ଉପାୟରେ ହେଉଛି ନିଶା କାରବାର । ନିଶା ବଟିକାକୁ ଗୁଣ୍ଡ କରି ବ୍ରାଉନ ସୁଗାରରେ ମିଶାଇ ବିକ୍ରି ହେଉଛି । କଟକ ସିଡିଏ ଅଞ୍ଚଳରେ ଏକ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ କରି ଏଭଳି ମର୍କତ ନଗର ଥାନା ପୋଲିସ ସାମ୍ବାଦିକ ସମ୍ମିଳନୀରେ ଏହି ଚାଂଚଲ୍ୟକର ତଥ୍ୟ ଦେଇଛି ।…

ରାଉରକେଲାରେ ହେବ ଭାରତର ସବୁଠୁ ବଡ ହକି ଷ୍ଟାଡିୟମ୍

ରାଉରକେଲା: ଷ୍ଟିଲ ସିଟିରେ ତିଆରି ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି  । ୧୫ ଏକର ଜମିରେ ତିଆରି ହେବାକୁ ଥିବା ଏହି ଷ୍ଟାଡିୟମରେ ଏକ ସାଙ୍ଗରେ ପ୍ରାୟ ୨୦ ହଜାର ଦର୍ଶକ ବସିପାରିବେ । ଏଠାରେ ଖେଳାଳିମାନଙ୍କ ପାଇଁ ସମସ୍ତ…

ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ବେଳେ ବିଜେପି କର୍ମୀଙ୍କ ବିରୋଧ

ଭୁବନେଶ୍ୱର: ରାଜଧାନୀରେ ସାଂସଦ ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ରେ ବିଜେପି ବିରୋଧ । ତାଙ୍କୁ ଭୁବନେଶ୍ବର ଉପକଣ୍ଠ ଭରତପୁରରେ କଳା କପଡା ଦେଖାଇ ବିରୋଧ କରାଯାଇଛି । ଏହି ସମୟରେ କିଛି ଦଳୀୟ କର୍ମୀ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଏଥିରୁ ବିଜେପି ମଧ୍ୟରେ ଥିବା ଦଳୀୟ ବିବାଦ…

ଜେଲରେ ଓକିଲଙ୍କୁ ସାକ୍ଷାତ କରିପାରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅନୁମତି ଦେଲେ ହାଇକୋର୍ଟ

କଟକ: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯିବ । ଏସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ. ଆର୍.…

ଯଦୁପୁର ଗାଁରେ ହତ୍ୟାର ଡେମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ଜେରା କରୁଛି ଏସଆଇଟି । ଆଜି ରିମାଣ୍ଡର ଶେଷ ଦିନରେ ଗିରଫ ଅଭିଯୁକ୍ତ ସରଜୋ ସେଠୀକୁ ଯଦୁପୁର ଗାଁକୁ ଆଣିଛି ଏସଆଇଟି । ହତ୍ୟାକାଣ୍ଡ ସ୍ଥଳରେ ସେ ଡେମୋ ଦେଖାଉଛି । କେମିତି ଓ କିପରି ଘଟଣା ଘଟଣାଇଥିଲା ତାହା ଦେଖାଉଛି ଅଭିଯୁକ୍ତ । ଏସଆଇଟି…

ରାଜ୍ୟରୁ ୨୪ ଘଣ୍ଟାରେ ୨୬୩ କରୋନା ପଜିଟିଭ୍, ୪ ମୃତ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସଂକର୍ମିତ ହୋଇଛନ୍ତି ଆଉ ୨୬୩ ଜଣ । କ୍ୱାରେଣ୍ଟାଇନରୁ ୧୫୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧୨ଟି । ମୋଟ୍ ୨୨ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୪୫…