Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଳ ହେଲା ବଣଭୋଜି; ବ୍ରାହ୍ମଣୀ ନଦୀରେ ବୁଡି ଏନଏସଜି ଯବାନ ମୃତ

ଲହୁଣିପଡା: କାଳ ହେଲା ବଣଭୋଜି। ସାଙ୍ଗମାନଙ୍କ ସହ ଜଳକ୍ରୀଡ଼ା କରୁଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି।ମୃତ ଯବାନ ଜଣଙ୍କ ହେଉଛନ୍ତି କେ.ବଲାଙ୍ଗ ଥାନା ଅନ୍ତର୍ଗତ କୁଡାପଡ଼ା ଗ୍ରାମର ମାନସ ରଞ୍ଜନ ମାହାନ୍ତ । ସେ ଭାରତୀୟ ସେନାର ଏନ୍‌ଏସ୍‌ଜିରେ କାର୍ଯ୍ୟରତ…

ପରୀ ହତ୍ୟା ଘଟଣାର ଗିରଫ ଅଭିଯୁକ୍ତଙ୍କୁ ଆଜି ପକସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ନୟାଗଡ: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲା । ତେବେ ଅଭିଯୁକ୍ତଙ୍କ ନାଁ…

ଜାଡ଼ରେ ଥରୁଛି ଓଡ଼ିଶା; ଫୁଲବାଣୀରେ ୬ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଥଣ୍ଡା। ହାଡ଼ଭଙ୍ଗା ଶିତରେ ଥରୁଛି ଓଡିଶା। ପ୍ରାୟ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ଟୱଲେ ରହିଛି। କନ୍ଧମାଳରେ ୩ ବର୍ଷର ରେକର୍ଡ଼ ଭାଙ୍ଗିଛି ଶୀତ। ସୂଚନାନୁସାରେ ଫୁଲବାଣୀରେ ପାରଦ ୫.୫ ଡିଗ୍ରିକୁ ଖସିଆସିଛି ଯାହାକି ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା…

ସମ୍ବଲପୁରରେ ଟ୍ରେନ ଧକ୍କାରେ ପ୍ରାଣ ହରାଇଲେ ଗଜରାଜ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନ ଅଧୀନ ମାନେଶ୍ୱର ଷ୍ଟେସନ ନିକଟରେ ପୁରୀ ସୁରଟ ଏକ୍ସପ୍ରେସ ଏକ ଦନ୍ତା ହାତୀକୁ ଧକ୍କା ଦେଇଥିବା ସୁଚନା ମିଳିଛି। ରବିବାର ରାତି ପ୍ରାୟ ୧ଟା ୩୮ମିନିଟ ସମୟରେ ଘଟିଥିବା ଏହି ଘଟଣାରେ ଉକ୍ତ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ହାତୀକୁ…

ଚାଷ ଦେଲା ଜୀବିକାକୁ ସଂଜୀବନୀ, ଏଥର ସଂଜୀବ କହିବେ ‘ମୁଁ କେମିତି ହେଲି ସଫଳ’

ଦେବଗଡ : ରିଆମାଳ ଅଂଚଳର ସଫଳ ଚାଷୀ ସଞ୍ଜିବ  ପ୍ରଧାନ । ଯୁକ୍ତ ୨ ପାସ ପରେ ଗତ ୧୦ ବର୍ଷ ହେବ ଚାଷକାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ତାଙ୍କର ଚାଷ କାମରେ ଅଭିଜ୍ଞତା ନ ଥିବାରୁ ଚାଷ କାର୍ଯ୍ୟରେ ସଫଳ ପାଇପାରୁ ନଥିଲି । ହେଲେ ସବୁବେଳେ ନୂତନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିରେ କିପରି ଅଧିକ…

ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ ପାଲଟିଛି କେନ୍ଦୁଝର ଜିଲ୍ଲାର ଏହି ଦୁଇ ଜଳପ୍ରପାତ

ଭୁବନେଶ୍ୱର: ସ୍ୱାଗତର ଦ୍ୱାର ଦେଶରେ ନବବର୍ଷ। ବର୍ଷ ତମାମ ଅନେକ ଘାତ ପ୍ରତିଘାତ ଦେଖିଥିବା ଲୋକେ ଏହି ବାହାନାରେ ଟିକିଏ ମଉଜ କରିନେବେ। କୋଭିଡ ଗାଇଡ଼ଲାଇନ ସହ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ଅନୁମତି ମଧ୍ୟ ଦେଇଛନ୍ତି। ଏହି ୨୦୨୦ ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷର…

[ଭିଡ଼ିଓ] ପୋଲିସକୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ,ରାଜରାସ୍ତାରେ ଚାଲିଛି ଲୁଟପାଟ୍; କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯାଜପୁର: ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ୍ ଭିଜୁଆଲ୍। ଭାଇରାଲ ହେଉଛି ଭିଡିଓ। ଦେଖନ୍ତୁ ଏହି ଦୃଶ୍ୟକୁ। କିଭଳି ଏକ କାର କୁ ଅଟକାଇ ଲୁଟ କରିବାକୁ ଉଦ୍ୟମ କରୁଛନ୍ତି ଦୁର୍ବୃତ୍ତ। ଯାହା କାର ରେ ଲାଗିଥିବା ଡେସବୋର୍ଡ କ୍ୟାମେରାରେ କଏଦ ହୋଇଛି। https://youtu.be/6E2Fc5YvD-Y ଏ…

ପରୀ ହତ୍ୟାକାରୀକୁ ଗିରଫ କଲା ଏସଆଇଟି

ଭୁବନେଶ୍ୱର : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ହତ୍ୟାକାରୀ ଗିରଫ । ଗିରଫ ବ୍ୟକ୍ତି ଜଣକ ଯଦୁପରୁର ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ନୟାଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଗିରଫ ଅଭିଯୁକ୍ତକୁ ହାଜର କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଗତ ଜୁଲାଇ…

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ରୁଜୁ ହେଲା ମାମଲା । ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ନାଁରେ ଏତଲା ରୁଜୁ କରିଛି ପୁରୀଘାଟ ଥାନା ପୋଲିସ । ଅନୁଭବଙ୍କ ସମେତ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ବି ମାମଲା ରୁଜୁ…

ରାଜ୍ୟରୁ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ, ଡେଥ୍ କେସ୍ ୧, ୮୩୬

ଭୁବନେଶ୍ୱର: କରୋନାରେ ରାଜ୍ୟରେ ଆକି ବୁଜିଲେ ଆଉ ୪ଜଣ ଆକ୍ରାନ୍ତ । ଚାରିଟି ଜିଲ୍ଲାରୁ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ଭୁବନେଶ୍ୱରରୁ ଜଣେ ୭୫ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣେ ୮୬ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । Regret to inform the…