Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା ୧୮୨୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୪ ଜଣ ଆକ୍ରାନ୍ତ। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି ପାଇଛି । ୪ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।…

କୋଭିଡ ପରିଚାଳନା: ଏସବିଆଇର ଅଧ୍ୟୟନ ଅନୁଯାୟୀ ଚତୁର୍ଥ ସ୍ଥାନରେ ଓଡିଶା

ଭୁବନେଶ୍ୱର: କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅନୁସନ୍ଧାନ ୱିଙ୍ଗ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଏହି ରିପୋର୍ଟ ଦେଇଛି । ଅଧ୍ୟୟନ ଏପ୍ରିଲରୁ ନଭେମ୍ବର ମଧ୍ୟରେ ମାସିକ ତଥ୍ୟ ସହିତ ଦୁଇ ପର୍ଯ୍ୟାୟ ଗାଣିତିକ ମଡେଲ୍…

ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ପୋଲିସ ଅଧିକାରୀ ଗିରଫ

କେସିଙ୍ଗା: ପୋଲିସକୁ ଗରିଫ କଲା ପୋଲିସ । ଜଣେ ବିବାହିତା ମହିଳା କନଷ୍ଟେବଳଙ୍କୁ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ମାଲକାନଗିରି ଏସଡିଏସପି ଅକ୍ଷୟ କୁମାର ନାୟକ ଗିରଫଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ମିଳିଥିବା ସୂଚନା ଅନୁସାରେ, ଅକ୍ଷୟ କେସିଙ୍ଗା ଥାନାରେ ଏସଡିପିଓ…

ଶୀତରୁ ରକ୍ଷା ନିମନ୍ତେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଘୋଡ଼ଲାଗି ନୀତି; ପ୍ରସ୍ତୁତ ହେଲାଣି ଶୀତ ବସ୍ତ୍ର

ଭୁବନେଶ୍ୱର: ମହାପ୍ରଭୁଙ୍କ ମାନବୀୟ ଲୀଳାର ନିଦର୍ଶନ। ଶୀତ ର ପ୍ରକୋପ ରୁ ବଞ୍ଚିବା ପାଇଁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଅନୁଷ୍ଠିତ ହେବ। ଡିସେମ୍ବର ୨୦ ତାରିଖ ରବିବାର ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢଣ ଷଷ୍ଠୀ । ସେହି ଦିନ ଶୀତ ବସ୍ତ୍ର…

ଆନୁମାନିକ ୧୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା କୁମାଙ୍ଗପଦର ଗାଁ ନିକଟସ୍ତ ଜଙ୍ଗଲରେ ପୁଣି ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ। ସୂଚନାନୁସାରେ, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ମିଳିତ ଅଭିଯାନରେ ଗଜପତି ଜିଲ୍ଲା ମୋହନା ଥାନା କୁମାଙ୍ଗପଦରରେ ମିଳିତ ଚଢ଼ାଉ କରି ୭୨…

କ୍ବିସିଆଇ କ୍ବାଲିଟି ଚାମ୍ପିଅନ୍ ଆଓ୍ବାର୍ଡ ପାଇଲେ ସାଇ ପ୍ରତିଷ୍ଠାତା ବିଜୟ ସାହୁ

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ପାଇଁ ସାଇ ଆନ୍ତର୍ଜାତୀୟ ଶିକ୍ଷା ଗ୍ରୁପ ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁଙ୍କୁ ଦ୍ୱିତୀୟ କ୍ବିସିଆଇ କ୍ବାଲିଟି ଚାମ୍ପିଅନ୍ ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି। ଏନବିକ୍ବୁପିର ଚେୟାରମ୍ୟାନ୍ ଏବଂ ସିମେନ୍ସ ଇଣ୍ଡିଆର ଏମଡି ଓ ସିଇଓ ସୁନୀଲ ମାଥୁର…

ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍; ୨୫ ଆହତ

ଫୁଲବାଣୀ: ଭାରସାମ୍ୟ ହରାଇ ଓଲଟିପଡ଼ିଲା ଯାତ୍ରୀବାହୀ ବସ୍। ସୂଚନାନୁସାରେ,କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ସ୍କୁଲ୍‌ ନିକଟରେ ଗୁରୁବାର ରାତି ପ୍ରାୟ ୧୨ ଟା ପାଖାପାଖି ଏକ ଘରୋଇ ଯାତ୍ରୀବାହୀ ବସ୍ 'ରାଜା' ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଖାପାଖି ହେବାରୁ ୨୫ ଜଣ…

‘ପରିଶ୍ରମ’ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କି ସୁବିଧା ମିଳିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର 'ପରିଶ୍ରମ ପୋର୍ଟାଲ' ଲୋକାର୍ପଣ କରିବା ସହ ୨୨ଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ…

ଚୌଦ୍ୱାରରେ ବିଜୁ ପଟ୍ଟନାୟକ ପାର୍କର ଲୋକାର୍ପଣ

ଚୌଦ୍ୱାର: ଚୌଦ୍ୱାରରେ ଗୁରୁବାର ଦିନ ବିଜୁ ପଟ୍ଟନାୟକଙ୍କ  ନାମରେ ନାମିତ ହୋଇଥିବା ପାର୍କର ଲୋକାର୍ପଣ କରାଯାଇଛି। ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ କଟକ ଜିଲ୍ଲା ଗସ୍ତ କରି ଚୌଦ୍ୱାରରେ ଅନୁଷ୍ଠିତ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା,…

ଓଡ଼ିଶାରେ ୩୭୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୭୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ୩୭୬ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୦, ଅନୁଗୁଳ ଜିଲ୍ଲାରୁ…