Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ଏସଓପି ଜାରି, ୩ରୁ ଖୋଲିବ ମନ୍ଦିର

ଭୁବନେଶ୍ୱର: ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ବିଏମସି ପକ୍ଷରୁ ଶୁକ୍ରବାର ଦିନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ଜାରି କରାଯାଇଛି। ବିଏମସିର ସୂଚନା ଅନୁଯାୟୀ, ରାଜ୍ୟ ସରକାର ଅନୁମତି ଦେବା ପରେ ଡିସେମ୍ବର ୧୫ ରେ ସମସ୍ତ ଧାର୍ମିକ ଅନୁଷ୍ଠାନର ଷ୍ଟେକହୋଲଡର ମାନଙ୍କ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୬୩ କରୋନା ରୋଗୀ; ସୁନ୍ଦରଗଡ଼ରେ ସର୍ବାଧିକ ୬୬ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୬୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ତନ୍ମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୬୬ ଆରୋଗ୍ୟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ୩୬୩ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ…

ଭୁବନେଶ୍ବରରେ ଆସନ୍ତା ୩ ତାରିଖରୁ ଖୋଲିବ ସବୁ ମନ୍ଦିର, ବିଏମସି ପକ୍ଷରୁ ଅନୁମତି

ଭୁବନେଶ୍ବର: ଭୁବନେଶ୍ବରରେ ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବ ସବୁ ମନ୍ଦିର । ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଅନ୍ୟ ସମସ୍ତ ମନ୍ଦିର ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ମନ୍ଦିର ଖୋଲିବା ନେଇ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । କରୋନା କଟକଣା ମଧ୍ୟରେ ମନ୍ଦିର…

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଏନଏସଏ ବା ଜାତୀୟ ନିରାପତ୍ତା ଆଇନ ଲାଗୁ ହୋଇଛି । ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଏନଏସଏ ଲାଗିଛି । ପୋଲିସ କମିଶନର ଏନଏସଏ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସିଡିଜେଏମ୍ କୋର୍ଟରେ ଜାମିନ ପାଇବାର କିଛି…

ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରିବାକୁ ବିଜେପିର ଦାବି

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ପରୀ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହି ଘଟଣାରେ ତଦନ୍ତ ଦିଗହରା ହୋଇଛି । ଏହାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ନାଁରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଜି ବିଜେପି ପକ୍ଷରୁ ଆଯୋଜିତ ସାମ୍ବାଦିକ…

ଦୁଇ ଦିନ ପରେ ଉଦ୍ଧାର ହେଲା ଅପହୃତ ହାର୍ଦ୍ଦିକ

ପାରଳାଖେମୁଣ୍ଡି: କାଶୀନଗର କୁମୁଟିସାହିରୁ ନିଖୋଜ ହୋଇଥିବା ୭ ବର୍ଷର ବାଳକ ହାର୍ଦ୍ଦିକକୁ ଆଜି ଉଦ୍ଧାର କରାଯାଇଛି । କାଶୀନଗରଠାରୁ ୩ କିଲୋମିଟର ଦୂର କଇଠପଦର ସ୍ଥିତ ସିମେଣ୍ଟ ସାମଗ୍ରୀ ତିଆରି କାରାଖାନା ନିକଟରୁ ସେ ଉଦ୍ଧାର ହୋଇଛି । ପୁଅକୁ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।…

ଏସଡିଜେଏମ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି

କଟକ: ପାରିବାରିକ ହିଂସା ମାମଲାରେ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।  ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲାରେ ଆଜି ସେ କୋର୍ଟରେ ହାଜର ହୋଇଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି।…

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଲାଗି ପୁଣି ନବୀନଙ୍କ ଦାବି

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବା ଶୁକ୍ରବାର ଦିନ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମୋଡ୍ ଉପରେ ନବ ଗଠିତ ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରୀଣି କମିଟି ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି…

ଗୋଟିଏ ଦିନ ପାଇଁ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେସିଆଲ ଟ୍ରେନ୍ ବାତିଲ

ଭୁବନେଶ୍ୱର: ଦକ୍ଷିଣ କେନ୍ଦ୍ରୀୟ ରେଳପଥର ଗୁଣ୍ଟକଓଲ ରେଳ ମଣ୍ଡଳ ଅଧୀନ ଗୁଡୁର-ତିରୁପତି ରେଳ ସେକ୍ସନରେ ନନ ଇଣ୍ଟରଲକିଙ୍ଗ ଜନିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲକୁ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ କରିବାକୁ…

ଡିସେମ୍ବର ୨୩ରୁ ଖୋଲିବ ଶ୍ରୀମନ୍ଦିର: ଜିଲ୍ଲାପାଳ

ପୁରୀ: ଡିସେମ୍ବର ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ। ଏହି ତାରିଖରୁ ପୁରୀ ଜିଲ୍ଲାରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି ସବୁ ଧର୍ମାନୁଷ୍ଠାନ ଖୋଲିବ। ଏଥିସହିତ ଶ୍ରୀମନ୍ଦିର ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତ ହୋଇଛି ବୋଲି ଜିଲ୍ଲାପାଳ…