Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରହ୍ମପୁରର ସୁନା ଦୋକାନରେ କଳା କନା ବୁଲାଇଲେ ଚୋର

ବ୍ରହ୍ମପୁର: ରେଶମ ସହର ବ୍ର୍‌ହ୍ମପୁରରେ ମାତିଛନ୍ତି ଚୋର । ଗତ ରାତିରେ ବଡ ବଜାରର ଏକ ଦୋକାନରୁ ୪୦ ଭରି ସୁନା ଚୋରି ନେବା ସହିତ ୧ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟ ନେଇ ଯାଇଛନ୍ତି । ବ୍ରହ୍ମପୁରର ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ବଡ ବଜାରରେ ଥିବା କେଶବ ଜ୍ୱେଲର୍ସରେ କଳା କନା ବୁଲାଇଛନ୍ତି…

ଆସନ୍ତାକାଲିଠୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବର ସିଆରପି ଛକରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ । କରୋନା କଟକଣା ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟ ଭିତରକୁ ପ୍ରବେଶ ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ରା ଫୋରହେଡ୍ ସ୍କାନର…

କିଟକୁ କ୍ୟୁସିଆଇ-ଡିଏଲ୍‍ ଶାହ କ୍ୱାଲିଟି ପୁରସ୍କାର ପ୍ରଦାନ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟକୁ ୧୩ତମ କ୍ୱାଲିଟି କାଉନସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)- ଡିଏଲ୍‍ ଶାହ କ୍ୱାଲିଟି ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ କ୍ୟୁସିଆଇ-ଡିଏଲ୍‍ ଶାହ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଅନୁଷ୍ଠିତ ୩ୟ ଭର୍ଚୁଆଲ୍‍ କ୍ବାଲିଟି କନକ୍ଲେଭରେ କିଟ୍‍…

କମିଶନରେଟ୍ ପୋଲିସର ରିମାଣ୍ଡରେ ଆକାଶ ପାଠକ

ଭୁବନେଶ୍ୱର: ସ୍କାଏକିଂ ଟୁରସ୍ ଆଣ୍ଡ ଟ୍ରାଭେଲ୍ସ ଜାଲିଆତି ମାମଲାରେ ପଚରାଉଚରା ପାଇଁ ଆକାଶ ପାଠକଙ୍କୁ ଗୁରୁବାର ଦିନ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଖାରବେଳ ନଗର ଥାନା ଅତିରିକ୍ତ ଡିସିପି, ଏସିପି ଏବଂ…

ଭୁବନେଶ୍ୱରରୁ ୩୭ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୨୦ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୩୭ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭ ଓ ସ୍ଥାନୀୟ ଅଂଚଳରୁ ୨୦ ଜଣ କରୋନା…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର: ଚାକିରୀ ଦେବା ନାଁ ରେ ଠକେଇ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଆଜି ଗିରଫ କରିଛି କ୍ରାଇମ୍ଇବ୍ରାଞ୍ଚ ଏସ୍ଆଇଟି । ଗତକାଲି ତାଙ୍କୁ ହେପାଜତକୁ ନେଇ ଜେରା ପରେ ଆଜି ଗିରଫ କରଯାଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ…

ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଏଥି ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭୟକାନ୍ତ ଦୁର୍ନୀତିଗ୍ରସ୍ତ ଅଫିସର ଥିଲେ…

ପରୀ ମୃତ୍ୟୁ ମାମଲାରେ ଚାଲିଛି ଡିଏନଏ ପରୀକ୍ଷା

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ଆଜି ଡିଏନଏ ପରୀକ୍ଷା ପ୍ରକ୍ରିୟା ଜାରି ହୋଇଛି । ପରୀ ପିନ୍ଧିଥିବା ଡ୍ରେସରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା କରାଯାଉଛି । ସେପଟେ ଚିହ୍ନଟ ଅଭିଯୁକ୍ତର ବି ପରୀକ୍ଷା କରାଯାଉଛି । ଦୁଇଟି ଯାକର ରିପୋର୍ଟ ଆସିଲେ ମ୍ୟାଚ…

ଚୌଦ୍ୱାର ଅଞ୍ଚଳରେ ହାତୀ ପଲ, ଚିନ୍ତାରେ ଲୋକେ

କଟକ : ଚୌଦ୍ୱାର ଅଞ୍ଚଳରେ ବୁଲୁଛନ୍ତି ହାତୀ ପଲ। ପଲରେ ଥିବା ପ୍ରାୟ  ୩୦ଟି ଶାଳଙ୍ଗା ପଞ୍ଚାୟତରେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।  ଆଗ୍ରହାଟ, ନଖରା ଗାଁର ଚାଷଜମି ଓ ଜନବସତି ଅଂଚଳରେ ହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ଫସଲ ଅମଳର ସମୟ ହୋଇଥିବାରୁ ହାତୀପଲ ଫସଲ ନଷ୍ଟ କରୁଥିବାରୁ…

ହାତ ଗୋଡ ବାନ୍ଧି ଗାଡି ଚଢାଇ ହତ୍ୟା !

ଝାରସୁଗୁଡା : ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ତାଙ୍କ ହାତ ଗୋଡ ବନ୍ଧା ହୋଇଛି । ଏଥି ସହ ତାଙ୍କ ମୁଣ୍ଡରେ କୌଣସି ଭାରୀଯାନ ଚଢାଇ ଦିଆଯାଇଥିବା ଅନୁମାନ କରାଯାଉଛି । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ…