Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ୩ ଲକ୍ଷ ୨୦ ହଜାର ଟପିଲା ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୫୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1339194329420599296?s=19 ତେବେ ୩୫୮ ଜଣ ଆରୋଗ୍ୟଙ୍କୁ ମିଶାଇ…

ଟ୍ରେନରେ ଚଢି ସେଲଫି ନେଲା ବେଳେ ଜଳିଗଲେ ଯୁବକ

ପାରଳାଖେମୁଣ୍ଡି: ଟ୍ରେନରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ । ଏଥି ସହ ଜଳିଗଲା ଟ୍ରେନ ।  ଏଭଳି ଅଭାବନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ଷ୍ଟେସନରେ । ସୂଚନା ଅନୁଯାୟୀ, କରୋନା ପାଇଁ ଗତ କିଛି ଦିନ ହେଲା ଟ୍ରେନଟି ଏହି ଷ୍ଟେସନଟି ଛିଡା ହୋଇ ରହିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ…

ଜାନୁଆରୀ ୩ରୁ ଖୋଲିବ ବଳଦେବ ଜୀଉ ମନ୍ଦିର

କେନ୍ଦ୍ରାପଡା: ପୁରୀ ଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରେପରେ କେନ୍ଦ୍ରାପଡା ସହରର ବଳଦେବଜୀଉ ମନ୍ଦିର ଖୋଲିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୩ରେ ଏହି ମନ୍ଦିର ଖୋଲିବାକୁ ସ୍ଥିର ହୋଇଛି। ଏନେଇ ବୁଧବାର ଦିନ ଘୋଷଣା କରିବା ସହ କେନ୍ଦ୍ରାପଡା…

ଦ୍ରୁତ ଗତିରେ ଚାଲିଛି ସମ୍ବଲପୁର-ତାଳଚେର ଦୋହରୀକରଣ କାର୍ଯ୍ୟ

ଅନୁଗୁଳ: କେରେଜଙ୍ଗ ଓ ଅନୁଗୁଳ ମଧ୍ୟରେ ୧୩.୫ କି.ମି. ଟ୍ରାକ୍‌ର ଦୋହରୀକରଣ କାର୍ଯ୍ୟ ଜାରି ରହିଛି। ଯାହାକି ସମ୍ବଲପୁର-ତାଳଚେର ଲିଙ୍କ୍ ଦୋହରୀକରଣ କାର୍ଯ୍ୟର ଅଂଶବିଶେଷ। ଜାନୁୟାରୀ ୨୦୨୧ ର ପ୍ରଥମ ସପ୍ତାହ ସୁଦ୍ଧା ଏହା କାର‌୍ୟ୍ୟକ୍ଷମ ହୋଇପାରେ । ଦୋହରୀକରଣ କାର୍ଯ୍ୟର ଅଂଶ ସ୍ୱରୂପ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିଥିଲେ । ପ୍ରାକୃତିକ ପ୍ରଣାଳୀରେ…

ଭୁବନେଶ୍ୱରରେ ୪୦ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୩୭ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫ ଓ ସ୍ଥାନୀୟ ଅଂଚଳରୁ ୨୨ ଜଣ କରୋନା…

ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ କଟକସ୍ଥିତ ଘରେ ସେ 30ଟି ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ପରିବାର  ଲୋକେ ଏହା ଜାଣିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବିଦ୍ୟାଶ୍ରୀ…

ପରୀର ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ! ଅଭିଯୁକ୍ତ ଚିହ୍ନଟ ହୋଇଥିବା ସୂଚନା

ଭୁବନେଶ୍ବର: ନୟାଗଡ ଯଦୁପୁର ପରୀ ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ । ଏସଆଇଟି ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତଥ୍ୟ ଦିଆଯାଇଛି । ଏଥି ସହ ଅଭିଯୁକ୍ତକୁ ଚିହ୍ନଟ ସରିଛି । ଆଉ କିଛି ସମୟ ପରେ ଏସଆଇଟି ପକ୍ଷରୁ ଏ ନେଇ ସୂଚନା ଦିଆଯିବ । ପରୀର…

ଜଗତପୁରରେ ନକଲି ଗୁଟଖା କମ୍ପାନୀରେ ପୁଣି ପୋଲିସ ରେଡ଼, ୨ ଅଟକ

କଟକ: ଗତ କିଛି ଦିନ ହେଲା କଟକରେ ନକଲି କାରବାରର ପର୍ଦ୍ଦାଫାଶ କରିବାରେ ଲାଗିଛି କମିଶନରେଟ୍ ପୋଲିସ । କେତେବେଳେ ନକଲି ମସଲା ତିଆରି କାରଖାନା ତ କେତେବେଳେ ନକଲି ସସ୍ ତିଆରି କାରଖାନା । ଆଜି ଜଗତପୁର ଉମାଶଙ୍କର ଭବନରେ ଚାଲିଥିବା ନକଲି ଗୁଟଖା କମ୍ପାନୀ ଉପରେ ଚଢ଼ାଉ ହୋଇଛି । ଜଗତପୁର ଥାନା…

କୋଣାର୍କ ମନ୍ଦିରରେ ଆଜିଠାରୁ ପୁଣି ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ

କୋଣାର୍କ :ଦୀର୍ଘ ନଅ ମାସ ପରେ ଆଜିଠାରୁ କୋଣାର୍କରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଲାଇଟ ଆଣ୍ଡ ସାଉଣ୍ଡ ସୋ । କିନ୍ତୁ କୋଭିଡ ଗାଇଡଲାଇନ ମାନି ଏହି ସୋ ପ୍ରଦର୍ଶିତ ହେବ । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦିନକୁ ଦୁଇଟି ସୋ ଅନୁଷ୍ଠିତ ହେବ । ପ୍ରତି ସୋ ର ଅବଧି ୪୦ ମିନିଟ୍ ରହିବ ।…