Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରୀ ହତ୍ୟା ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଏସଆଇଟି

କଟକ: ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଏସଆଇଟି ପକ୍ଷରୁ  ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏହି ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟରେ ଦର୍ଶାଯାଇଛି । ଏକ ବନ୍ଦ ଲଫଫାରେ ସତ୍ୟପାଠ ଦାଖଲ କରିଛି ଏସଆଇଟି  । ଆସନ୍ତା ୨୪ରେ ମାମଲାର ପରବର୍ତ୍ତୀ …

ପରୀକୁ ନ୍ୟାୟ ପାଇଁ ବିଜେପି କରିବ ପଦଯାତ୍ରା

ଭୁବନେ‌ଶ୍ୱର:  ପରୀକୁ ନ୍ୟାୟ ଦେବାକୁ ବିଜେପି ପକ୍ଷରୁ କରାଯିବ ପଦଯାତ୍ରା । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରୁ ଦଳ ପକ୍ଷରୁ ଏହି ପଦଯାତ୍ରା ୨୦ରୁ ବାହାରି ପରୀ ଗାଁ ନୟ।ଗଡ ଯଦୁପୁରକୁ ଯିବ ।  ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।…

ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ସ୍ଥିତ ତିଲେଇମାଳ ସ୍କୁଲର ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ତାଙ୍କ ନାଁ ପ୍ରମୋଦ ପାଣିଗ୍ରାହୀ । ସେ ତିଲେଇମାଳ ସ୍କୁଲର ପ୍ରଧାନଶିକ୍ଷକ…

ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କ ଖୋଳତାଡ ପାଇଁ ବ୍ରହ୍ମପୁରରେ ଭିଜିଲାନ୍ସ ଟିମ୍

ବ୍ରହ୍ମପୁର: କ୍ରାଇମବ୍ରାଞ୍ଚ ପରେ ଭିଜିଲାନ୍ସ । ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କର ତଦନ୍ତ ଆରମ୍ଭ କରିଛି । ଆଜି ଭିଜିଲାନ୍ସର ଗୋଟିଏ ଟିମ୍ ଅଧିକ ଖୋଳତାଡ ପାଇଁ ବ୍ରହ୍ମପୁରରେ ପହଞ୍ଚିଛି । ଭିଜିଲାନ୍ସ ସେଲ ଊଝଚ ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଖୋଳତାଡ ଆରମ୍ଭ ହୋଇଛି । ପାଠକ…

କୁହୁଡ଼ିରେ ଦେଖାଗଲାନି ରାସ୍ତା: ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଦୁଇଟି ଟ୍ରକ ମଧ୍ୟରେ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ପଟାଙ୍ଗୀ ଥାନା ଏନ୍‌ଏଚ୍‌-୨୬ ସିପାଇପୁଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘନକୁହୁଡ଼ି ଯୋଗୁ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି

କଟକ: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ରହିଛି । ପୋଲିସ ଡିଜି ଅଭୟ ଓ କ୍ରାଇମବ୍ରାଞ୍ଚ ADG ଆଜି ହାଜର ହେବେ । ମାମଲାର ସବିଶେଷ ରିପୋର୍ଟ ଦାଖଲ କରିବେ । ପୂର୍ବ ଶୁଣାଣିରେ କାହିଁକି ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି କହିବା ସହ…

ଗୋଷ୍ଠୀ ସଂଘର୍ଷର କରୁଣ ପରିଣତି; ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ସଂଧ୍ୟାରେ ଘଟିଛି ଏକ ଅଭାବନୀୟ ଘଟଣା। ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟ ମଧ୍ୟରେ ଧନୁପାଲି ଥାନା ଅଞ୍ଚଳ ସାକ୍ଷୀପଡା ସ୍ଥିତ ହନୁମାନ ମନ୍ଦିର ନିକଟରେ ସଂଘବଦ୍ଧ ଆକ୍ରମଣରେ ଯାଇଛି ଜଣେ ଯୁବକଙ୍କ ଜୀବନ। ଯୁବକଙ୍କୁ ପିଟିପିଟି ମାରିଦେଇଥିବା…

ଯାଜପୁରରୁ ଜବତ ହେଲା ବାଲେଶ୍ଵରର ହାତୀ ଦାନ୍ତ ଓ ହରିଣ ଶିଙ୍ଗ ; ୨ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହାତୀ ଦାନ୍ତ, ୫ ଟି ହରିଣ ସିଙ୍ଗ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ କରିଛି ବନବିଭାଗ। ଏଥିସହିତ ଏହି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା…

କ୍ୟାନସର ରୋଗୀଙ୍କ ପାଇଁ ନିଜର ଘନ କେଶ ଦାନ କରି ସଭିଙ୍କ ପାଇଁ ଆଦର୍ଶ ସାଜିଲେ ଶୃତି ସ୍ୱପ୍ନା

ବାରିପଦା: କେଶ ହେଉଛି ନାରୀର ଗହଣା ଏବଂ ସୌନ୍ଦର୍ଯ୍ୟର ପ୍ରତିକ । ବିଶେଷକରି ନାରୀ ମାନଙ୍କର ସୌନ୍ଦର୍ଯ୍ୟ ବଢ଼ାଇବାପାଇଁ କେଶର ଭୁମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଝିଅ ବହୁ ମାନେ ନିଜର କେଶକୁ ସୁସ୍ଥ ଏବଂ ସୁନ୍ଦର ରଖିବାପାଇଁ ଖୁବ୍ ଜତ୍ନ ନେଇଥାନ୍ତି । ମାତ୍ର ବାରିପଦା ସହରର ଜଣେ…

ଜଷ୍ଟିସ ଏସ୍. ମୂରଲୀଧର ହେବେ ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଜଷ୍ଟିସ ଏସ୍. ମୂରଲୀଧର ହେବେ ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି।  ସୁପ୍ରିମକୋର୍ଟ କଲେଜିୟମରେ ପ୍ରସ୍ତାବ ପାସ ହୋଇଛି। ଏବେ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା ରହିଛି। ଜଷ୍ଟିସ ଏସ୍. ମୂରଲୀଧର ଏବେ ପଞ୍ଜାବ-ହରିୟାଣା ହାଇକୋର୍ଟରେ ବିଚାରପତି ଅଛନ୍ତି। ୧୯୬୧…