Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାରିପଦାରେ ଜାଲ୍ ନୋଟ୍ ରାକେଟ ଠାବ, ୨ ଗିରଫ

ବାରିପଦା: ଟାଉନ ପୋଲିସ ଏକ ଜାଲ୍ ନୋଟ୍ ରାକେଟର ପର୍ଦ୍ଦାଫାଶ କରିଛି । ସେମାନଙ୍କଠାରୁ ପ୍ରାୟ ୮୫ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଏଥିରେ ୧୧୦ଟି ୫ ଶହ ଟଙ୍କିଆ, ୩୦୦ଟି ଶହେ ଟଙ୍କିଆ ଜାଲ୍ ନୋଟ୍ ରହିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ।  ସେମାନଙ୍କଠାରୁ…

ପାଠାଗାର ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ବର୍ଷାଙ୍କ ପ୍ରୟାସ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଦ କ୍ଲିକ୍ ପ୍ରଡକ୍ସନର ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ "ସମ୍ମାନିତା" ପକ୍ଷରୁ ଆରମ୍ଭ ହୋଇଛି "ଆମ ପାଠାଗାର" । ଏହି ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଦାସ ବେନହୁର, ଡ଼ଃ ସଂଘମିତ୍ରା ମିଶ୍ର,…

ଆଜି ସରିବ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ରିମାଣ୍ଡ ଅବଧି

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆଜି ସରୁଛି ୨ ଦିନିଆ ରିମାଣ୍ଡ। ଏହି ଦୁଇଦିନ ତାଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଥିଲା । ଟାଟା ନିଯୁକ୍ତି ଠକେଇ ସଂପର୍କରେ ପଚରାଉଚରା କରିଥିବା ଅନୁମାନ କରାଯାଉଛି ।  ରିମାଣ୍ଡ ସରିବା ପରେ ପ୍ରଦୀପଙ୍କୁ ଆଜି…

ପୁଣି ଜଣେ ଶିଶୁ ନିଖୋଜ

ପାରାଳାଖେମୁଣ୍ଡି: କାଶୀନଗର ଏନ୍ଏସି ଅଞ୍ଚଳରୁ ୬ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । କୁମୁଟିସାହିର ଏହି ଶିଶୁପୁତ୍ର ଗତକାଲି ସନ୍ଧ୍ୟାରେ ଘର ସମ୍ମୁଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଏ ନେଇ କାଶୀନଗର ଥାନାରେ ମାମଲା ରୁଜୁ କରିଛିନ୍ତି । ପ୍ରତୟକ୍ଷଦର୍ଶୀଙ୍କ…

ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ: ଡ୍ରାଇଭର ସମେତ ୨ ଆହତ

ଢେଙ୍କାନାଳ: ମେଡ଼ିକାଲକୁ ରୋଗୀ ନେଇ ଯାଉଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭର ଓ ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଖବରଅନୁଯାୟୀ, ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ରୋଗୀ ନେଇ ଯାଉଥିବା ବେଳେ ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ରୋଗୀ ଦେଖୁଛନ୍ତି ସ୍ୱିପର

ଅନୁଗୁଳ: ନା ଅଛନ୍ତି ଡାକ୍ତର, ନା ଡ୍ରେସର । ସେମାନଙ୍କ ବଦଳରେ ରୋଗୀ ଦେଖୁଛନ୍ତି ସ୍ୱିପର । କେବଳ ରୋଗୀ ଦେଖୁ ନାହାଁନ୍ତି ଷ୍ଟିଚ ମଧ୍ୟ କରୁଛନ୍ତି । ଏଭଳି ଘଟଣା ସମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଡାକ୍ତରଖାନାରେ । ସୂଚନା ଅନୁସାରେ, ଜଣେ ଶ୍ରମିକ କାମ କରୁଥିବା ବେଳେ ଲୁହା…

ହୃଦଘାତରେ ପ୍ରାଣ ହରାଇଲେ ଭଦ୍ରକ ବିଡ଼ିଓ

ଭଦ୍ରକ : ହୃଦଘାତରେ ପ୍ରାଣ ହରାଇଛନ୍ତି ଭଦ୍ରକ ବିଡ଼ିଓ ଓଏଏସ ଦାମୋଦର ଖୁଣ୍ଟିଆ। ୫୬ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାନୁସାରେ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ବିଳମ୍ବିତ ରାତିରେ ବିଡ଼ିଓଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି…

ଅପରେସନ ଗ୍ରୀନ କ୍ଲିନ; ୧୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

କଣ୍ଟାମାଳ: ଅବକାରୀ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ସୂଚନୁସାରେ, ବୁଧବାର କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ସିମେଲିକଟା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଉପରେ ଚଢ଼ଉ କରାଯାଇ ପାଖାପାଖି ୩୫ ଏକର ଜଙ୍ଗଲ ଜମିରୁ ପ୍ରାୟ ୧ ଲକ୍ଷ ୫…

ରାଜ୍ୟରେ ଆଉ ଜଣେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର

ଢେଙ୍କାନାଳ: ବିଗତ କିଛିଦିନ ହେବ ରାଜ୍ୟରେ ଶିଶୁ ଅପହରଣ ଓ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ରାଜ୍ୟରେ ଜଣେ ଶିଶୁପୁତ୍ରର ମିଳିଛି ମୃତଦେହ । ସୂଚନାନୁସାରେ, ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରୁ ଏକ ୩ ବର୍ଷର ଶିଶୁ ପୁତ୍ର ନିଖୋଜ…

କମୁଛି ସଂକ୍ରମଣ; ଗଞ୍ଜାମରେ ୨ କୋଭିଡ ହସ୍ପିଟାଲ ବନ୍ଦ

ଗଞ୍ଜାମ: କରୋନା ସଂକ୍ରମଣ ହ୍ରାସ ପରେ ଓଡିଶା ସରକାର ଗଞ୍ଜାମ ଜିଲ୍ଲାର ଦୁଇଟି କୋଭିଡ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଦିନ କହିଛନ୍ତି ଯେ ଶୀତଳପାଲ୍ଲୀରେ ଥିବା ଟାଟା କୋଭିଡ ହସ୍ପିଟାଲ ଆସନ୍ତା ଡିସେମ୍ବର ୨୦…